ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଜଣାଇବୁ ୬୦୦ ବର୍ଷ ପୂର୍ବରୁ ମାଳିକାରେ କ’ଣ ଲେଖିଛନ୍ତି ମହାପୁରୁଷ ? କଳିଯୁଗରେ ନାରୀର ଚରିତ୍ର କିଭଳି ଭାବରେ ହୋଇଯିବ । ୬୦୦ ବର୍ଷ ତଳର ମାଳିକା ଆଜି କେତେ ସତ୍ୟ ହୋଇଛି ? ଅଚ୍ୟୁତାନନ୍ଦ ମହାପୁରୁଷ ଯେଉଁ କଥାକୁ ସେ ଦୃଢ଼ତି ଦେଇଛନ୍ତି “ପର୍ବତ ଶିଖରେ ଫୁଟିବ କଇଁ ଅଚ୍ୟୁତ ବଚନ ଟଳିବ ନାହିଁ” । ମାଳିକା କେତେ ସତ୍ୟ କେତେ ମିଥ୍ୟା ? ତେବେ ଚାଲନ୍ତୁ ଆଜି ଆମେ ଏହି ସମ୍ବନ୍ଧରେ ବିସ୍ତାର ଭାବେ ଜାଣିବା । ମହାପୁରୁଷ ୬୦୦ ବର୍ଷ ତଳେ ଲେଖିଥିଲେ ନାରୀର ଚରିତ୍ର ବଦଳି ଯିବ ।
ମହାପୁରୁଷ ଲେଖିଥିଲେ ଏମିତି ସମୟ ଆସିବ ନାରୀ ବଜାରେ ବୁଲିବେ କେଶ ଫିଟାଇ । ଅର୍ଥାତ୍ କେଶ ଫିଟାଇଲେ ଜଣେ ନାରୀ ଆପଣ ମାନେ ଜାଣିଛନ୍ତି ସାତ ଦିନର ଅନ୍ଧକାର । ତ୍ରେତୟା ଯୁଗରେ ମା’ ସୀତା କେଶ ଖୋଲିଲେ ଯେଉଁ କାରଣରୁ ଆପଣ ମାନଙ୍କର ଲଙ୍କା କାଣ୍ଡ ଘଟିଲା । ଦ୍ଵାପର ଯୁଗରେ ମାତା ଦ୍ରୌପଦୀ କେଶ ଖୋଲିଲେ ର-କ୍ତର ନଦୀ ବୋହିଲା ।
ଆଉ କଳି ଯୁଗରେ ନାରୀର ମୁକୁଳା କେଶ ଏ ଦେଶ ହେବ ଦିନେ ଧ୍ଵଂସ । ମହାବିପତ୍ତି ଆସୁଛି ଏବଂ ଆପଣ ମାନେ ଜାଣିଛନ୍ତି ଏହା ହେଉଛି ତାହାର ବିଚିତ୍ର ଲକ୍ଷଣ । ମହାପୁରୁଷ ଯାହା ଲେଖିଥିଲେ ତାହା ଗୋଟିଏ ପରେ ଗୋଟିଏ ସତ୍ୟ ହୋଇଛି । ଅର୍ଥ ଉଲଗ୍ନ ହୋଇ ନାରୀ ଭ୍ରମଣ କରିବେ କଳିଯୁଗରେ । ଦ୍ଵାପର ଯୁଗରେ ସେଦିନ ଗୋଟେ ନାରୀର ବସ୍ତ୍ର କୁ ଆକର୍ଷଣ କଲାବେଳେ ମହାଭାରତ ହୋଇଥିଲା ।
ନାରୀର ବସ୍ତ୍ର ଜଣେ ଆକର୍ଷଣ କରୁଛି ସେ ହେଉଛି ଦୁର୍ଯ୍ୟଧନ ଯାହା ଯୋଗୁଁ ଆପଣ ମାନଙ୍କର ମହାଭାରତ ହୋଇଥିଲା । କିନ୍ତୁ ଆଜି ଯଦି ଜଣେ ନାରୀକୁ ବସ୍ତ୍ର ପିନ୍ଧିବା କଥା କହିବ ସେତେବେଳେ ମହାଭାରତ ହେବ । କଳିଯୁଗର କରାଳ ଗତିରେ ନାରୀଙ୍କ ଚରିତ୍ର ଏଭଳି ବଦଳିବ । କିନ୍ତୁ ଖାଲି ସେତିକି ନୁହେଁ ଅଚ୍ୟୁତନନ୍ଦ ଆହୁରି ମଧ୍ୟ କହିଛନ୍ତି ସୁନ୍ଦର ଯୁବକ ଦେଖିଲେ ନାରୀ ସ୍ବାମୀ ଛାଡ଼ି ଘରୁ ଯିବେ ବାହାରି ।
ଅର୍ଥାତ ମହାପୁରୁଷ କହିଛନ୍ତି କଳିଯୁଗରେ ନାରୀ ମାନେ ସୁନ୍ଦର ଯୁବକ ଦେଖି ଘର ଛାଡ଼ି ପର ପୁରୁଷ ହାତ ଧରି ପଳାଇବାକୁ ମଧ୍ୟ ପଛାଇବେ ନାହିଁ । କଳିଯୁଗରେ ଅନ୍ୟାୟ ଅତ୍ୟାଚାର ବହୁତ ବଢିଯିବ । କିନ୍ତୁ ଆଜି ସମୟ ବଦଳି ଯାଇଛି ସ୍ଵାମୀ ସ୍ତ୍ରୀ ର ଅଇଁଠା ଖାଇବାକୁ ମଧ୍ୟ ପଛାଉ ନାହିଁ ।
କଳିଯୁଗରେ ସ୍ତ୍ରୀ ସ୍ଵାମୀ ଙ୍କୁ ମାରିବା ମାଡ । ଏବଂ ଏଭଳି ଭାବରେ ଦୃଶ୍ୟ ବଦଳିଯିବ ବୋଲି ମାରିକ ରେ ମହାପୁରୁଷ ଲେଖିଛନ୍ତି । ମାଲିକ ରେ ଯାହା ଉଲ୍ଲେଖ ହୋଇଛି ତାହା ସବୁ ଅକ୍ଷରେ ଅକ୍ଷରେ ସତ୍ୟ ପାଲଟୁଛି । ଏଣୁ ମାଳିକା ବଚନ କୁ ଆଦୌ ହେଳା କରନ୍ତୁ ନାହିଁ ସମୟ ଥାଉ ଥାଉ ଆପଣ ନିଶ୍ଚିତ ଭାବରେ ପ୍ରଭୁଙ୍କ ନାମ ନେଇ ନିଜକୁ ପ୍ରଭୁ ଙ୍କ ପାଦ ତଳେ ସମର୍ପଣ କରନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।