ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଅନେକ ଲୋକ ଫେମସ ହେବା ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ।
ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ସୋସିଆଲ ମିଡିଆ ଦ୍ଵାରା ଫେମସ ହୋଇପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।
ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ବନ୍ଧୁଗଣ ସିଦ୍ଧାର୍ଥ ଗୋଲ୍ଡ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ରିଆଲିଟି ସୋ ‘ଝିଅ ମୁଁ ଏକ ନମ୍ବର’ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଏହି ସୋରେ ଛୋଟ ଛୋଟ ଛୋଟ ଝିଅ ମାନେ ଆସି ନୃତ୍ୟ ପଦର୍ଶନ କରୁଛନ୍ତି ।
ତେବେ ଅନେକ ଛୋଟ ଝିଅ ଏଠାରେ ଆସି ବହୁତ ସୁନ୍ଦର ନୃତ୍ୟ ପଦର୍ଶନ କରୁଛନ୍ତି । ବନ୍ଧୁଗଣ ଏହି ସୋର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସୋରେ ରୀତିକା ନାମକ କୁନି ଝିଅଟିକୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ରୀତିକା ଏହି ସୋରେ ବହୁତ ମଜା ମଜା କଥା କହୁଛନ୍ତି । ମଜା କଥା କହିବା ସହ ଭଲ ଡ୍ୟାନ୍ସ ମଧ୍ୟ ସେ କରୁଛନ୍ତି ।
ଏତେ କମ ବୟସରେ ଏତେ ସୁନ୍ଦର ନାଚ ନାଚୁଛନ୍ତି ରୀତିକା । ରୀତିକାଙ୍କ ନାଚ ଓ ତାଙ୍କ ମଜା କଥା ଦେଖି ଲୋକମାନେ ତାଙ୍କର ବହୁତ ପ୍ରଶଂସା କରୁଛନ୍ତି । ବନ୍ଧୁଗଣ ଏହି ଭିଡିଓରେ ଆପଣ ରୀତିକାଙ୍କର ମଜା କଥା ଓ ଡ୍ୟାନ୍ସ ଦେଖନ୍ତୁ । ଆଉ ଆପଣ ମାନଙ୍କୁ ରୀତିକାଙ୍କ ଡ୍ୟାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ