ମହିଳା ମାନେ ଏହି ଚୁଡି ବିଲକୁଲ ବି ନିଜ ହାତରେ ପିନ୍ଧନ୍ତୁ ନାହିଁ ! ନଚେତ ରୁଣ, କରଜରେ ବୁଡି ରହିଥାନ୍ତି ସ୍ଵାମୀ, ବାପା ଓ ଭାଇ !

ବନ୍ଧୁଗଣ କୁମାରୀ ହେଉ ଅବା ବିବାହିତା ମହିଳା ମାନେ ସମସ୍ତେ ହାତରେ ଚୁଡି ପିନ୍ଧିଥାନ୍ତି । ତେବେ ଚୁଡି ମହିଳା ମାନଙ୍କର ହାତର ସୁନ୍ଦରତାକୁ ବଢାଇଥାଏ । ତେଣୁ ମହିଳା ମାନେ ଭଳିକି ଭଳି ରଙ୍ଗ ତଥା ଡିଜାଇନର ଚୁଡି ହାତରେ ପିନ୍ଧିଥାନ୍ତି । ତେବେ କିନ୍ତୁ ଏହିପରି କିଛି ଚୁଡି ଯଦି କୌଣସି ମହିଳା ନିଜ ହାତରେ ପିନ୍ଧିଥାଏ । ତେବେ ସେହି ମହିଳାର ବାପା, ଭାଇ ଓ ସ୍ଵାମୀ ବିପଦରେ ପଡିବାର ସମ୍ଭାବନା ରହିଥାଏ ।

1- ବିବାହିତା ମହିଳା ମାନେ ହାତରେ ତମ୍ବାର ଚୁଡି ପିନ୍ଧିବା ଅନୁଚିତ । ଏପରିକି ରୂପାର ଚୁଡି ପିନ୍ଧିବା ମଧ୍ୟ ଅନୁଚିତ ଅଟେ । 2- ଯଦି ହାତରେ ପିନ୍ଧିଥିବା ଚୁଡି ହଟାତ କୌଣସି କାରଣରୁ ଭାଙ୍ଗିଯାଇଥାଏ । ତେବେ ତାହାକୁ ମହିଳା ମାନେ ନିଜ ପଣତରେ ରଖି 3 ଥର ଚୁମ୍ବନ କରି କୌଣସି ଏକ ସ୍ଥାନରେ ରଖନ୍ତୁ । ଭଙ୍ଗାଚୁଡିକୁ ଏଣେତେଣେ ଫିଙ୍ଗିବା ଅନୁଚିତ । ତେଣୁ ଯେଉଁ ସ୍ଥାନରେ ଚୁଡିକୁ ରଖୁଛନ୍ତି ଅଥବା ଫିଙ୍ଗୁଛନ୍ତି ଧ୍ୟାନର ସହ ରଖନ୍ତୁ ।

3- ଚଡକି ଯାଇଥିବା ବା ଫାଟି ଯାଇଥିବା ଚୁଡିକୁ ପିନ୍ଧିବା ଅନୁଚିତ । କାରଣ ଚଡକି ବା ଫାଟି ଯାଇଥିବା ଚୁଡି ପିନ୍ଧିବା ଦ୍ଵାରା ସେହି ନାରୀର ବାପା ଓ ଭାଇ କରଜରେ ବୁଡି ରହିଥାନ୍ତି । 4- ଚୁଡି ପିନ୍ଧିବା ସମୟରେ 2 ହାତରେ ସମାନ ପରିମାଣର ଚୁଡି ପିନ୍ଧିବା ଉଚିତ ହୋଇନଥାଏ । ତେଣୁ ଡାହାଣ ପଟ ହାତରେ ଗୋଟିଏ କି 2 ଟି ଚୁଡି ଅଧିକ କରି ପିନ୍ଧନ୍ତୁ ।

5- ମଙ୍ଗଳବାର ଓ ଗୁରୁବାରରେ ହାତରେ ଚୁଡି ପିନ୍ଧିବା ବା ହାତରୁ ଚୁଡି ବାହାର କରିବା ଉଚିତ ହୋଇନଥାଏ । ଏଥିସହ କେଶ ମୁକୁଳା କରି ଚୁଡି ପିନ୍ଧନ୍ତୁ ନାହିଁ । କେଶକୁ ବାନ୍ଧି କରି ହିଁ ଚୁଡି ପିନ୍ଧନ୍ତୁ । କାରଣ କେଶ ମୁକୁଳା କରି ଚୁଡି ପିନ୍ଧୁଥିବା ମହିଳାଙ୍କ ଘରକୁ ନକରାତ୍ମକ ଶକ୍ତିର ପ୍ରବେଶ ହୋଇପାରେ ବୋଲି ସମ୍ଭାବନା ରହିଥାଏ । ଯାହା ଦ୍ଵାରା ଘରର ତଥା ସ୍ଵାମୀର ମଧ୍ୟ ଅନିଷ୍ଠ ଘଟିଥାଏ ।

6- ଚଉକାଠ ବା ଦୁଆର ବନ୍ଧରେ ବସି ଚୁଡି ପିନ୍ଧନ୍ତୁ ନାହିଁ । ସନ୍ଧ୍ଯା ସମୟରେ ମଧ୍ୟ ଚୁଡି ପିନ୍ଧିବା ଅନୁଚିତ । ଅତି ଦରକାର ପଡିଲେ ସନ୍ଧ୍ୟା ଗଡିଯିବା ପରେ ଅର୍ଥାତ ରାତିରେ ଚୁଡି ପିନ୍ଧିପାରିବେ ।

ବନ୍ଧୁଗଣ ଆପଣଙ୍କୁ ଏହି ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିହାତି ଭାବେ ଜଣାନ୍ତୁ । ଏଥିସହ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *