ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏଭଳି ଘଟଣାର ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ଜାଣିଲେ ମୁଣ୍ଡରେ ହାତ ଦେବେ । ଏହି ଭିଡିଓକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ନିଜ ସ୍ଵାମୀଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ମହିଳାଙ୍କର ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିବା ନେଇ ଏବେ ଚର୍ଚ୍ଚା ହେଉଛି । ତେବେ ମହିଳାଙ୍କ ମତରେ ତାଙ୍କ ସ୍ଵାମୀ ସେହି ଭିଡିଓ ବନେଇ ଭାଇରାଲ କରିଛନ୍ତି । ଗଣମାଧ୍ୟମ ସାମ୍ନାରେ ମହିଳା ଜଣକ କହିଛନ୍ତି-‘ସାଙ୍ଗ ମୋତେ କହିଛି କି ତୋର ସ୍ଵାମୀ ଏମିତି କରିଛନ୍ତି ବୋଲି ତ ସେଇଟା ମୁଁ ଏତେ କ୍ଲିୟର ନାହଁ ।
ତେବେ ଆଉ ଜଣେ ଏଥିରେ ସାମିଲ ଅଛି ପ୍ରକାଶ କୁମାର ଜେନା ମୋ ସାନ ଭଉଣୀକୁ ନେଇ ସେ ଫେରାର ହେଇଯାଇଛି । ସେ ଏହି ଜିନିଷରେ 100 ପ୍ରତିଶତ ଅଛି । ସେ ମୋତେ ବହୁତ ଖରାପ ଭାଷାରେ ମେସେଜ କରୁଛି । ସେ କହୁଛି ମୋ ପିଲା ମାନେ ମୋ ସ୍ଵାମୀର ନୁହେଁ ଆଉ କାହାର । ମୋ ସ୍ଵାମୀ ତ ରାଉଲକେଲାର ଆଉ ଇଏ ଭଦ୍ରକର ମଝିରେ କିଏ ଅଛି ମୁଁ ଜାଣିଛି ହେଲେ ନାଁ ମୁଁ ଅବଶ୍ୟ କହିବାକୁ ଚାହୁଁନି ।
ପ୍ରକାଶ କୁମାର ଜେନା ଦ୍ଵାରା ହିଁ ଏ ଜିନିଷ କରାଯାଇଛି । କାରଣ ମୋ ସାଙ୍ଗ ଦିଲୀପ ଜେନା ଯିଏ ମୋ ସ୍ଵାମୀକୁ ଜାଣି ନାହିଁ । ମୋ ସ୍ଵାମୀ ନମ୍ବର ବି ତା ପାଖରେ ନାହିଁ । ସେହି ଭିଡିଓରେ କିଛି ନେକେଡ ସିନ୍ ଅଛି କିସ୍ ସିନ୍ ଅଛି । ଲୋକ କହୁଛନ୍ତି ବହୁତ ଖରାପ ସିନ୍ ସେକ୍ସ ସିନ୍ କିଛି ବି ସେକ୍ସ ସିନ୍ ନାହିଁ । ଭିଡିଓରେ ମୋ ସାଙ୍ଗ ଅଛି ଆଉ ମୁଁ ଅଛି ।
ଦିଲୀପ ଜେନା ଯେତେବେଳେ ମୁଁ ରାଉଲକେଲାରେ ଥିଲି ସେ ମୋତେ ଧାର ମାଗିଥିଲା 5 ହଜାର ଟଙ୍କା । ମୁଁ ତାକୁ ଟଙ୍କା ଦେଇଥିଲି । ସେ ମୋତେ ଟଙ୍କା ଦେବା ପାଇଁ ଯାଜପୁର ଡକାଇ ଥିଲା’ । ତା ହେଲେ ବନ୍ଧୁଗଣ ଏଭଳି ମହିଳା ଜଣକ ଘଟଣା ବିଷୟରେ କହିଛନ୍ତି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।