ମହିଳା IICଙ୍କୁ ଚାପୁଡା ମାରିଲେ BJP MLA Jayanarayan Mishra, ବଢିଲା ବିବାଦ !

ଦର୍ଶକ ବନ୍ଧୁ ଆଜିକାଲି ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଏବଂ ସୋସିଆଲ ମିଡିଆ ସହ ଜଡିତ ରହୁଛନ୍ତି । ତେବେ ସୋସିଆଲ ମିଡିଆ ସହ ଜଡିତ ଥିବାରୁ ଲୋକ ମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି  ।

ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ଏହି ଭିଡିଓଟି ଦେଖିଲେ ଆପଣ ମାନେ ବହୁତ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ପୁଣି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଗୁଣ୍ଡା ଗର୍ଦିକୁ ନେଇ ସାଂଘାତିକ ଅଭିଯୋଗ । ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ ଡିଉଟିରେ ଥିବା ମହିଳା ଆଇଆଇସି ଅଫିସରଙ୍କୁ ସମସ୍ତଙ୍କ ସାମ୍ନାରେ ଜୟ ନାରାୟଣ ଚା-ପୁ-ଡା ମା-ରୁଛନ୍ତି ।

ଏହି ଦୃଶ୍ୟ କ୍ୟାମେରାରେ କଏଦ ହେଲା ପରେ ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଧନପାଲ ଆଇଆଇସି ଅନିତା ପ୍ରଧାନଙ୍କୁ ଧ-ଅକ୍କା ମା-ରି-ଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ସମ୍ବଲପୁର ଜିଲ୍ଲା ପାଳଙ୍ଗରେ କର୍ତ୍ତବ୍ୟରତ ମହିଳା ଆଇଆଇସିଙ୍କୁ ଆକ୍ରମଣ କରିଛନ୍ତି ଜୟ ନାରାୟଣ । ଆଇଆଇସି ଅନିତା ପ୍ରଧାନଙ୍କୁ ଚା-ପୁ-ଡା ମା-ରି-ବାକୁ ଧମକ ସହିତ ଧକ୍କା ମା-ରି-ଥିବା ଅଭିଯୋଗ ହୋଇଛି ।

ରାଜ୍ୟବାପୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେପି ଆଜି ଧାରଣା ଦେଇଥିବା ବେଳେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ସେମାନଙ୍କୁ ପୋଲିସ ଅଟକାଇ ଥିଲା ଆଉ ସେହି ସମୟରେ ହଠାତ ବିଜେପିର ପୁରୁଷ କର୍ମୀ ମାନେ ଧସେଇ ପଶି ଆସିଥିଲେ । ସେଠାରେ ଆଇଆଇସି ଅନିତା ପ୍ରଧାନ ବିଜେପି ବିଧାୟକ ଜୟା ନାରାୟଣ ମିଶ୍ରଙ୍କ ସାମ୍ନାକୁ ଆସିଥିଲେ । ସେଠାରେ ବିରୋଧୀ ଦଳ ନେତା ତାଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କୁ ଚା-ପୁ-ଡା ମା-ରି-ଥି-ଲେ ।

ସେହି ସମୟରେ ପଛରେ ଥିବା ଅନ୍ୟ ପୋଲିସ କର୍ମୀ ମାନେ ଜୟା ନାରାୟଣଙ୍କୁ ରୋକି ଥିଲେ । ଜୟ ନାରାୟଣଙ୍କ ଏପରି ଆଚରଣ ପୁଣି ବିବାଦ ସୃଷ୍ଟି କରିଛି ଆଉ ଏପଟେ ତାଙ୍କୁ ପୁଣି ପୋଲିସ ଧ-ଅକ୍କା ମା-ରି-ଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ଏହି ଖବରକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *