Tata-Ambani ଙ୍କ ଠାରୁ ବି ଅଧିକ ଲକ୍ଜରିୟସ ଅଟେ Bollywood ର ଏହି 4 ହିରୋଇନଙ୍କ ଲାଇଫ ଷ୍ଟାଇଲ, ନିଜ ଇନକମରେ କିଣିଥିବା ଏରୋପ୍ଲେନ ରେ କରନ୍ତି ଯାତ୍ରା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜଣାଇଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ପାଖରେ ପ୍ରାଇଭେଟ ଜେଟ ଅଛି ।

ଏହି ଅଭିନେତ୍ରୀ ମାନେ ଏତେ ଧନୀ ଯେ ଏମାନଙ୍କ ପାଖରେ ପ୍ରାଇଭେଟ ଜେଟ ଅଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଧନୀ ଅଭିନେତ୍ରୀ ମାନଙ୍କ ବିଷୟରେ । ମାଧୁରୀ ଦୀକ୍ଷିତ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ମାଧୁରୀ ଦୀକ୍ଷିତ ବଲିଉଡରେ କାମ କରି ସୁନାମ ଅର୍ଜନ କରିଛନ୍ତି ।

ଦୀର୍ଘ ବର୍ଷ ଧରି ବଲିଉଡରେ କାମ କରି ସେ ବହୁତ କିଛି ପାଇଛନ୍ତି । ବନ୍ଧୁଗଣ ମାଧୁରୀଙ୍କ ପାଖରେ ପ୍ରାଇଭେଟ ଜେଟ ଅଛି ଆପଣ ମାନେ ଏହି ଫଟୋରେ ଦେଖି ପାରୁ ଥିବେ । ତାଙ୍କ ଜେଟର ଦାମ ହେଉଛି 38 କୋଟି ଟଙ୍କା ।

ଶିଲ୍ପା ସେଟି- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଜଣାଶୁଣା ଅଭିନେତ୍ରୀ ଶିଲ୍ପା ସେଟି । ଶିଲ୍ପା ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ଓ ସେ ବଲିଉଡରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ଶିଲ୍ପା ବିଜନେସ ମ୍ୟାନ ରାଜ କୁନ୍ଦରାଙ୍କ ସହ ବିବାହ କରିଛନ୍ତି । ତେବେ ବନ୍ଧୁଗଣ ଶିଲ୍ପା ମଧ୍ୟ ପ୍ରାଇଭେଟ ଜେଟର ମାଲିକିଆଣୀ ଅଟନ୍ତି । ସେହି ଜେଟର ଦାମ ହେଉଛି 45 କୋଟି ଟଙ୍କା ।

ପ୍ରିୟଙ୍କାଚୋପ୍ରା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ପ୍ରିୟଙ୍କା  ଚୋପ୍ରା । ପ୍ରିୟଙ୍କା କେବଳ ବଲିଉଡ ନୁହେଁ ହଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଏବେ ପ୍ରିୟଙ୍କା ନିଜ ସ୍ଵାମୀ ନିକଙ୍କ ସହ ବିଦେଶରେ ରହୁଛନ୍ତି । ବନ୍ଧୁଗଣ ପ୍ରିୟଙ୍କାଙ୍କ ପାଖରେ ଏକ ପ୍ରାଇଭେଟ ଜେଟ ଅଛି ଯାହାର ଦାମ ହେଉଛି 53 କୋଟି ଟଙ୍କା ।

ସନି ଲିଓନି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସନି ଲିଓନି । ସନି ବଲିଉଡ ଇଣ୍ଡଷ୍ଟ୍ରିରେ ବହୁତ କମ ଫିଲ୍ମରେ କାମ କରିଥିଲେ ମଧ୍ୟ ତାଙ୍କର ସବୁ ଫିଲ୍ମ ସୁପର ହିଟ ହୋଇଛି । ନିଜ ହଟ୍ ଲୁକ୍ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ସନି ଚର୍ଚ୍ଚାରେ ରୁହନ୍ତି । ସନିଙ୍କ ପାଖରେ 400 କୋଟି ଟଙ୍କାର ସମ୍ପତ୍ତି ଅଛି । ତାଙ୍କ ପାଖରେ ଏକ ପ୍ରାଇଭେଟ ଜେଟ ଅଛି ଯାହାର ଦାମ ହେଉଛି 32 କୋଟି ଟଙ୍କା ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *