ଲୁଚି ଲୁଚି ଭାଲୁ ଉପରେ ଆଟାକ କରୁଥିଲା ମହାବଳ ବାଘ ..ଆଉ ତା’ପରେ ପଢେଇଲା ଏମିତି ପାଠ କି…ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ, ବାଘ ଯେ ସବୁବେଳେ ବଳବାନ ତାହା ଭାବିବା ଭୁଲ ଅଟେ । ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିବା ଏହି ଭିଡିଓ କୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଏହି ଭିଡିଓ ରେ ବାଘ ଟି ଛପି ଛପି ଯାଉଅଛି । ଏବଂ ସେ କାହାକୁ ଆକ୍ରମଣ କରୁଛି ? ହୁଏତ ବାଘ ଜାଣିନାହିଁ ଯେ ସେ ଯେଉଁ ଭାଲୁ କୁ ଆକ୍ରମଣ କରିବାକୁ ଯାଉଅଛି ସେହି ଭାଲୁ ପାଖରେ କ’ଣ  ରହିଛି ?

ଭାଲୁ ପାଖରେ ରହିଛି ଏଭଳି ସାହାସ ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଏହା କୌଣସି ଡରୁଆ ଭାଲୁ ନଥିଲା ଯେ କି ବାଘ କୁ ଦେଖି ଡରି ଦୌଡି ଚାଲିଯିବ । ବାଘ ପାଖକୁ ଆସିଲା ଏବଂ ବାଘକୁ ଦେଖିବା ପରେ ଛାତି ଫୁଲାଇ ଆଗକୁ ମାଡିଚାଲିଲା ଭାଲୁ । ଏବଂ ଭାଲୁ କୁ ଏହିଭଳି ପରିସ୍ଥିତି ରେ ବାଘ ଦେଖି ବାଘ ଛାନିଆ । ବାଘ ତୁରନ୍ତ ସେଠାରୁ ଦୌଡି ଚାଲିଯାଉଛି ।

ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆ ରେ ବେସ ଭାଇରାଲ ହେଉଛି ଏବଂ ସମସ୍ତେ କମେଣ୍ଟ ଦେଉଛନ୍ତି ଯେ ବାଘ ଶୁଣିବାକୁ ଯେତିକି ଭୟଙ୍କର ଆଜି ଏହି ଭାଲୁ ଟି ପ୍ରମାଣ କରିଦେଲା ଯେ ସେ ଆଦୌ ସେତିକି ଭୟଙ୍କର ନୁହେଁ । ଏଠାରେ ଭାଲୁଟି କିଭଳି ଅତି ସହଜରେ ଡରାଇ ଦେଲା ଏବଂ ବାଘ ଟି କିଭଳି ଦୌଡି ଭୟ ରେ ସେଠାରୁ ଚାଲିଗଲା ।

ଆପଣ ମାନେ ଏହିଭଳି ଦୃଶ୍ୟ ସାଧାରଣତ କେଉଁଠାରେ ଦେଖି ନଥିବେ । ବର୍ତ୍ତମାନ ଆପଣ ଏଠାରୁ ଚିନ୍ତା କରି ପାରୁଥିବେ ଯେ ଭାଲୁ ପାଖରେ ଏଭଳି କ’ଣ ଥିଲା ଯାହା ଦ୍ଵାରା ଭାଲୁ ଦୌଡି ପଳାଇଲା । ହୁଏତ ଆମ୍ଭେ ଏଠାରେ କହିପାରିବା ସେ ଭାଲୁ ପାଖରେ ସାହାସ ଥିଲା ଏବଂ ଯେଉଁ ସାହାସ କୁ ଦେଖି ବାଘ ଟି ଏହିଭଳି ଦୌଡି ଚାଲିଗଲା ।

କାରଣ ଯଦି ଭାଲୁ ଟି ସେଠାରେ ବାଘକୁ ଦେଖି ଭୟ କରିଥାନ୍ତା ତେବେ ବୋଧହୁଏ ବାଘା ହାର ନ ମାନି ଭାଲୁ କୁ ନିଜ ଶିକାର ବନାଇବାରେ ପଛଘୁଞ୍ଚା ଦେଇ ନଥାନ୍ତା । ମାତ୍ର କେବଳ ଭାଲୁର ସାହାସ ହେତୁ ବାଘ ମୁହଁରୁ ନିଜକୁ ରକ୍ଷା କରି ପାରିଲା । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *