ଫ୍ଲାଗୁଣ ମାସର କୃଷ୍ଣପକ୍ଷର ଚତୁରଦର୍ଶୀ ତିଥିରେ ମହା ଶିବରାତ୍ରିର ପାଳନ କାରାଯାଏ । ଏହି ବର୍ଷ ମଙ୍ଗଳବାର ଦିନ ୧ ମାର୍ଚ୍ଚକୁ ଶିବରାତ୍ରି ପାଳନ କରାଯିବ । ଏହି ଦିନ ଆହୁରି ଖାସ ହୋଇ ଯାଉଛି । ଶିବରାତ୍ରି ଦିନ ବହୁତ ଲୋକମାନେ ବ୍ରତ ରଖିଥାନ୍ତି । ମାନ୍ୟତା ଅଛି କି ଏହି ଦିନରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୁଏ ନାହିଁ ଓ ବଡ ରୁ ବଡ ଦୁର୍ଘଟଣା ବି ଟଳି ଯାଏ । ସମସ୍ତ ମନୋକାମନା ବି ପୂର୍ଣ ହୋଇଯାଏ । ଏହି ଦିନରେ ଶିବଙ୍କ ବରଯାତ୍ରୀ ବି ବାହାରିଥାଏ ଓ ଧୁମ ଧାମରେ ପାଳନ ବି କରାଯାଏ ।
ଗୋଟିଏ ଜିନିଷ ଏମିତି ଅଛି ଯାହାକୁ ଶିବରାତ୍ରି ଦିନ ନିଶ୍ଚିତ ରୂପରେ ଖାଇବା ଉଚିତ । ଯାହା ଦ୍ଵାରା ଆପଣଙ୍କୁ ଏହି ଶିବରାତ୍ରିର ଫଳ ମିଳିବ । ମହା ଶିବରାତ୍ରି ବହୁତ ଲୋକମାନେ ବ୍ରତ ରଖନ୍ତି ଓ ସାଦା ଖାଆନ୍ତି ।
ଉପବାସ ରଖିବା ସମୟରେ ଶରୀରରେ ପାଣିର ଅଭାବ ନ ରଖିବା ପାଇଁ ଆପଣ ସବୁବେଳେ ଫଳର ଜୁସର ସେବନ କରି ପାରିବେ । ଏହି ଦିନ ଆପଣ ଭୁଲରେ ବି ଲୁଣ ଖାଆନ୍ତୁ ନାହିଁ । ଆପଣ ସିନ୍ଧା ଲୁଣର ସେବନ କରି ପାରିବେ । ଭାତ ଓ ପନିପରିବା ବି ସେବନ କରନ୍ତୁ ନାହିଁ । ରୁଟି ଖାଇ ପାରିବେ । ମିଠା ଜିନିଷ ସେବନ କରି ପାରିବେ । କିନ୍ତୁ ଏହି ଦିନରେ ଭୁଲରେ ବି ରସୁଣ, ପିଆଜ, ମାଂସ ଓ ମଦ ସେବନ କରିବେ ନାହିଁ । ଏହି ସବୁ ଜିନିଷର ଧ୍ୟାନ ରଖନ୍ତୁ ।
କିନ୍ତୁ ଗୋଟିଏ ଜିନିଷ ଏମିତି ଅଛି ଯାହା ଶିବଙ୍କୁ ଅର୍ପିତ ବି କରି ପାରିବେ ଓ ଖାଇ ପାରିବେ । ଶିବରାତ୍ରି ଦିନ ପଞ୍ଚାମୃତ ନିଶ୍ଚିତ ରୂପରେ ପୂଜାରେ ଭଗବାନଙ୍କୁ ଅର୍ପିତ କରନ୍ତୁ ଓ ତାକୁ ପ୍ରସାଦ ରୂପରେ ବି ସେବନ କରନ୍ତୁ । ଶିବଲିଙ୍ଗ ଉପରେ କଦଳୀ ନିଶ୍ଚିତ ରୂପରେ ଅର୍ପିତ କରନ୍ତୁ । ମହାଶିବରାତ୍ରି ଦିନ ଆପଣ କ୍ଷୀର ସେବନ କରି ପାରିବେ କିନ୍ତୁ ସେଥିରେ ଅଳ୍ପ ଚିନି ପକାଇ ସେବନ କରନ୍ତୁ । କେବେ ଖାଲି କ୍ଷୀର ପିଇବା ଉଚିତ ନୁହେଁ ।
ଶିବରାତ୍ରିର ପର ଦିନ ଗୋଟିଏ ଉପାୟ କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ଉଦୟ ହେବ । ଆପଣ ଘରର ପୂଜା ସ୍ଥାନରେ ଗୋଟିଏ ପାତ୍ରରେ ପାଣି ନେଇ ବସନ୍ତୁ । ସେଠି ଆପଣ ନିଜର ହାତରେ ଢାଳି ଓଁ ନମଃ ଶିବାୟ ମନ୍ତ୍ରକୁ ଜପ କରନ୍ତୁ । ସେହି ପାଣିକୁ ଗରମ କରି ସେଥିରେ ଗୁଜୁରାତି ଦେଇ ସେହି ପାଣିରେ ସ୍ନାନ କରନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ଉଦୟ ହେବ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।