Tsunami Alert: ମାଡି ଆସିବ ସମୁଦ୍ର, ଜାରି ହେଲା Tsunami ସତର୍କତା !

ବନ୍ଧୁଗଣ, ସୂଚନା ଅନୁଯାୟୀ ପୂର୍ବ ଟିମୋର କ୍ଷେତ୍ରରେ ଭୂମିକମ୍ପ । ରିଟ୍ରୋ ସ୍କେଲ ରେ ତୀବ୍ରତା ୬.୧, ଭାରତ ମହାସାଗରରେ ବର୍ତ୍ତମାନ ସୁନାମୀ ଆଲାର୍ଟ । IOTWMS ଜାରି କରିଲା ସତର୍କତା । ତେବେ ବନ୍ଧୁଗଣ ସୁନାମୀ ସତର୍କତା ଜାରି ଭାରତ ମହାସାଗରରେ ସୁନାମୀ ଆଲର୍ଟ । ପୂର୍ବ ଟିମୋର କ୍ଷେତ୍ରରେ ଭୂମିକମ୍ପ ହୋଇଅଛି । ପୂର୍ବ ଟିମୋର ଏବଂ ଇଣ୍ଡୋନେସିଆ ରେ ଭୂମିକମ୍ପ ଅନୁଭୂତ ହୋଇଅଛି ।

ତେବେ ଭୂକମ୍ପ ପରେ ସୁନାମୀ ନେଇ ସତର୍କତା ଜାରି କରିଛି IOTWMS । ପ୍ରାୟ ୫୧.୪ କିମି ଦୂରରେ ରହିଥିଲା ଭୂମିକମ୍ପ ର ଉତ୍ପତ୍ତି ସ୍ଥଳ । ପାଣିପାଗ ବିଜ୍ଞାନୀ ପ୍ରଫେସର ସନ୍ଦିପ ପଟ୍ଟନାୟକ କହିଛନ୍ତି ଯେ ଭୂମିକମ୍ପ ଆଣ୍ଡାମାନ ନିକୋବର ରେ ମଧ୍ୟ ହୋଇଛି । ତେବେ ସବୁଆଡୁ ଚିନ୍ତା କରିଲେ ଲାଗୁଛି ଯେ ରିଙ୍ଗ ଅଫ ଫାୟାର ଯାହା ପ୍ରଶାନ୍ତ ମହାସାଗରରେ ଅଛି ତାହା ଆକ୍ଟିଭ କଣ୍ଡିସନରେ ଅଛି ।

ତେବେ ଯେ ହେତୁ ଏହାର ଇଣ୍ଟର୍ନସିଟି ୬.୨ ଅଛି ତେବେ ବେସୀ କ୍ଷୟ କ୍ଷତି ହେଲା ପରି ଲାଗୁନାହିଁ । କିନ୍ତୁ ସୁନାମୀ ୱାର୍ଣ୍ଣି ଦିଆଯାଇଅଛି ପରବର୍ତ୍ତୀ ୨୪ ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ । ଏଥି ଯୋଗୁଁ ବିପଦ ଇଣ୍ଡୋନେସିଆ ଆଖପାଖ ଅଞ୍ଚଳ ତଥା ମ୍ୟାଲେସିଆ ପାଖାପାଖି ଅଞ୍ଚଳରେ ଏହାର ଯାହା ପ୍ରଭାବ ଦେଖାଯିବା କଥା ଦେଖାଯିବ । ତେବେ ଏହା ଏତେ ଗଭୀର ଅବସ୍ଥା ରେ ମଧ୍ୟ ନାହିଁ ସମୁଦାୟ ୬୦ କିମି ଦୂରରେ ଅଛି ।

ମାତ୍ର ଏଥିପ୍ରତି ବେସୀ ବିପଦ ନାହିଁ ତଥାପି ଆଲର୍ଟ ଜାରି କରାଯାଇଅଛି । ୨୪ ଘଣ୍ଟା ପରେ ପୁଣି ରିଭିଉ ହୋଇପାରେ । ଯେହେତୁ ଟିମୋର ଦ୍ଵିପ ର ପୂର୍ବ ରୁ ୫୧.୪ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି ଭୂମିକମ୍ପ ର ଏବଂ ସୁନାମୀ ଆଲର୍ଟ ସେହି ସ୍ଥାନରେ ଜାରି କରାଯାଇଅଛି ତେବେ ଆଖପାଖ ଅଞ୍ଚଳ ଏଥିରେ ନିଶ୍ଚିତ ଭାବରେ ପ୍ରଭାବତୀ ହେବ । କିନ୍ତୁ ତାହା ସେହି ଜଗାରୁ ଆଉ ବେସୀ ବଢିବ ନାହିଁ, ପ୍ରଶାନ୍ତ ମହାସାଗର ହଟାତ କାଲି ସନ୍ଧ୍ୟାରୁ ଆକ୍ଟିଭ ଅଛି ।

ପରବର୍ତ୍ତୀ ସମୟରେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଅଛି ବୋଲି କହିଛନ୍ତି ପଟ୍ଟନାୟକ । କାରଣ ୬ ଉପରେ ଭୂମିକମ୍ପ ହେଲା ପରେ ସେହି ଉପରେ ମଧ୍ୟ ସମ୍ଭାବନା ରହିପାରେ । ମାତ୍ର ଏହି ସୁନାମୀ ଏତେ ବଡ ସ୍କେଲ ରେ ନ ହୋଇପାରେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *