ଲୁଙ୍ଗି ଡାନ୍ସ ଗୀତରେ ନାଚି କି ଢୁଳା ଉଡେଇଲେ ବୁଢୀ ମାଉସୀ, ଦେଖିଲେ ହସି ହସି ଗଡିବେ ଆପଣ, ଭାଇରାଲ ହେଲା Video 

ଦର୍ଶକ ବନ୍ଧୁ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଳଟୁଛି । ସାଧାରଣତ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ପ୍ଲାଟ ଫର୍ମରେ ଅନେକ ଲୋକ ନିଜ ଟ୍ୟାଲେନ୍ଟ ପଦର୍ଶନ କରି ଲୋକପ୍ରିୟ ହୋଇ ପାରୁଛନ୍ତି । ଅନ୍ୟ ପକ୍ଷେ ଅନେକ ଲୋକ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଘଟଣା ଭିଡିଓରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ବୁଢୀ ମାଉସୀ ଲୁଙ୍ଗି ଡ୍ୟାନ୍ସ ଗୀତରେ ନାଚୁ ଛନ୍ତି ।

ଏହି ମାଉସୀଙ୍କ ନାଚ ଦେଖିଲେ ଆପଣଙ୍କ ମନ ଝୁମୀ ଯିବ । ମାଉସୀଙ୍କ ନାଚ ଦେଖିଲେ ଆପଣ ମାନଙ୍କୁ ବି ନାଚିବା ପାଇଁ ଇଛା ହେବ । ମାଉସୀଙ୍କ ମୁକ୍ତଝରା ହସ ସାଙ୍ଗକୁ ବୋବାଲ ନାଚ ଏବଂ କଲେଜ ଝିଅ ଭଳି ଅଙ୍ଗଭଙ୍ଗୀକୁ ଦେଖିଲେ ଯିଏ କେହି ବି ଗୋଟିଏ ଘଣ୍ଟା ଅଟକି ଯିବ । ନା ବୟସକୁ ନଜର ଅଛି ନା ଦୁଃଖକୁ ଖାତିର ଅଛି । ନା ସମ୍ପର୍କକୁ ଭୟ ଅଛି ନା କେହି ପ୍ରତିବାଦ କରିବାକୁ ଅଛି ।

ଏହି ବୁଢୀ ମାଉସୀ ଜଣକ ନିଜ ବୃଦ୍ଧା ବୟସରେ ଜୀବନର ମଜା ନେଉଛନ୍ତି । ମାଉସୀ ଜଣକ ନିଜ ଜୀବନକୁ ମନ ଭରି ଉପଭୋଗ କରିଛନ୍ତି । ହସି ହସି ନାଚ କରି ପୁରା ଝାଡି ଦେଉଛନ୍ତି ଏହି ମାଉସୀ ଜଣକ ।  ନାଚିବା ପାଇଁ ସେ ଏତେ ହଜି ଯାଇଛନ୍ତି ଯେ, କାହାକୁ ବି ସେ ଟିକେ ନଜର କରୁ ନାହାନ୍ତି । ପଛ ପଟେ ମାଉସୀଙ୍କର କୁନି ନାତି ନାତୁଣୀ ଥାଇ ହସି ହସି ନିଜ ବୁଢୀ ମାଆକୁ ଉତ୍ସାହିତ କରୁଛନ୍ତି ଆହୁରି ନାଚ କରିବା ପାଇଁ ।

ଆଉ ମାଉସୀ ଜଣକ ଆହୁରି ଉତ୍ସାହିତ ହୋଇ ନାଚ ବଢେଇ ଚାଲି ଛନ୍ତି । ପାଦ ତଳୁ ଲୁଗା ଟିକେ ଟିକେ ଖସି ଯାଉଥିଲେ ମଧ୍ୟ ତାହାକୁ ତାଙ୍କର ନଜର ନାହିଁ କି ଖାତିର ନାହିଁ । ସେ କାହାକୁ ଖାତିର ନକରି ନାଚି ଚାଲି ଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବୁଢୀ ମାଉସୀଙ୍କ ନାଚ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *