ଲୁଚି ଲୁଚି ରୋଷେଇ ଘର ଭିତରେ ଏମିତି କରୁଥିଲେ ପ୍ରଧାନଶିକ୍ଷୟିତ୍ରୀ, ଦେଖି ଦେବାରୁ କାମୁଡି ପକାଇଲେ…

ସ୍କୁଲ ଭିତରେ ଉତ୍ପାତ କରୁଛନ୍ତି ପ୍ରଧାନଶିକ୍ଷୟିତ୍ରୀ ! ହଁ ଆଜ୍ଞା ସ୍କୁଲର ଜଣେ ପ୍ରଧାନଶିକ୍ଷୟିତ୍ରୀ ପାଠ ପଢାଇବା ବଦଳରେ ରୋଷେଇ ଘରେ ଲୁଚି ଲୁଚି କରୁଥିଲେ କିଛି ଏମିତି । ତେବେ ପ୍ରକୃତ ଘଟଣାଟି ହେଉଛି । ବିଦ୍ୟାଳୟ ମଧ୍ୟରେ ପ୍ରଧାନ ଶିକ୍ଷୟିତ୍ରୀ ଜଣଙ୍କ ନିଜର ଫେସିଆଲ କରୁଥିଲେ । ପ୍ରଧାନଶିକ୍ଷୟିତ୍ରୀ ଜଣଙ୍କ ବିଦ୍ୟାଳୟରେ ପାଠ ନପଢାଇ ବିଦ୍ୟାଳୟରେ ଫେସିଆଲ କରୁଥିଲେ । ପ୍ରଧାନଶିକ୍ଷୟିତ୍ରୀଙ୍କର ନାମ ହେଉଛି ସଙ୍ଗୀତା ସିଁ ।

ପ୍ରଧାନଶିକ୍ଷୟିତ୍ରୀ ଯେତେବେଳେ ସ୍କୁଲର ରୋଷେଇ ଘରେ ଲୁଚି ଲୁଚି ନିଜର ଫେସିଆଲ କରୁଥିଲେ । ଅନ୍ୟ ପଟେ ଶ୍ରେଣୀରେ ଛାତ୍ରଛାତ୍ରୀ ବସିଛନ୍ତି । ହେଲେ ଶିକ୍ଷୟିତ୍ରୀ ଜଣଙ୍କ କ୍ଳାସ ନକରି ନିଜର ସଜବାଜରେ ମାତିଥିଲେ । ଏତିକି ବେଳେ ସେହି ସ୍କୁଲର ଅନ୍ୟ ଏକ ଶିକ୍ଷୟିତ୍ରୀ ପ୍ରଧାନଶିକ୍ଷୟିତ୍ରୀଙ୍କର ଫେସିଆଲ ହେବାର ଭିଡିଓ କରି କରି ତାଙ୍କ ପାଖକୁ ପହଞ୍ଚି ଯାଇଥିଲେ । ଯାହା ପରେ ଆରମ୍ଭ ହୋଇଯାଇଥିଲା ମହାଭାରତ । ଯେତେବେଳେ ସେହି ଶିକ୍ଷୟିତ୍ରୀ ହାତରେ ଫୋନ ଦେଖିଥିଲେ ପ୍ରଧାନଶିକ୍ଷୟିତ୍ରୀ ସଂଗୀତା ।

ସେତେବେଳେ ସେ ଫୋନ ହାତରେ ଧରି ଭିଡିଓ କରୁଥିବା ଶିକ୍ଷୟିତ୍ରୀଙ୍କ ଉପରେ ରାଗି ଯାଇଥିଲେ । ତାପରେ ସେ ରାଗରେ ଜର୍ଜର ହୋଇ ଅନମ ନାମକ ଶିକ୍ଷୟିତ୍ରୀଙ୍କୁ ଇଟାରେ ଆକ୍ରମଣ କରି ଲହୁ ଲୁହାଣ କରିପକାଇଥିଲେ । ତେବେ କେବଳ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷୟିତ୍ରୀ ଜଣଙ୍କ ଇଟାରେ ମାଡ ମାରିନଥିଲେ । ବଂର ତାଙ୍କୁ କାମୁଡି ମଧ୍ୟ ଦେଇଥିଲେ । ପ୍ରଧାନଶିକ୍ଷୟିତ୍ରୀଙ୍କର ସତ୍ୟ ଭିଡିଓ ଦ୍ଵାରା ସମସ୍ତଙ୍କ ସାମ୍ନାକୁ ଆସିଯିବ ବୋଲି ପ୍ରଧାନଶିକ୍ଷୟିତ୍ରୀ ଜଣଙ୍କ ରାଗିଜାଇ ସହ ଶିକ୍ଷୟିତ୍ରୀଙ୍କ ଉଓରେ ଏଭଳି ଆକ୍ରମଣ କରିଥିଲେ ।

ତେବେ ଏଭଳି କିଛି ଅଭିଯୋଗ ଶିକ୍ଷୟିତ୍ରୀ ଅନମ ପ୍ରଧାନଶିକ୍ଷୟିତ୍ରୀଙ୍କ ନାମରେ କରିଛନ୍ତି । ତେବେ ଏହି ଭିଡିଓ ଭାଇରାଲ ହେଲା ପରେ ତୁରନ୍ତ ସେହି ପ୍ରଧାନଶିକ୍ଷୟିତ୍ରୀଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସ୍କୁଲ ପକ୍ଷରୁ କୁହାଯାଉଛି । ତେବେ ପ୍ରଥମେ ଭିଡିଓରେ କେତେ ମାତ୍ରାରେ ସତ୍ୟାସତ୍ୟ ରହିଛି ତାହା ଉପରେ ଯାଞ୍ଚ କରାଯିବ । ପରେ ପ୍ରଧାନଶିକ୍ଷୟିତ୍ରୀଙ୍କ ଉପରେ ସେହି ଅନୁଯାଇ କାର୍ଯ୍ୟନୁଷ୍ଠାନ ନିଆଯିବ । ତେବେ ଜଣେ ପ୍ରଧାନଶିକ୍ଷୟିତ୍ରୀ ହୋଇ ସ୍କୁଲରେ ପିଲାଙ୍କୁ ପାଠ ନପଢାଇ ବିଦ୍ୟାଳୟରେ ଏପରି ଭାବେ କ୍ଳାସରୁମରେ ପଶି ଫେସିଆଲ ହେବା କେତେ ଦୂର ଠିକ । ଏହା ଉପରେ ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *