ପ୍ରଧାନମନ୍ତ୍ରୀଙ୍କ ଏକ ବଡ ଘୋଷଣା ! LPG ସିଲିଣ୍ଡରର ଦର ହ୍ରାସ ପାଇଲା !

କମିଲା LPG ଗ୍ଯାସ ସିଲିଣ୍ଡର ଦର ! ମହିଳା ଦିବସ ଅବସରରେ କେନ୍ଦ୍ର ସରକାର ଗ୍ଯାସ ସିଲିଣ୍ଡର ଦର 100 ଟଙ୍କା ହ୍ରାସ କରିଛନ୍ତି । ସୂଚନା ମୁତାବିକ ମହିଳା ଦିବସରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଏକ ବଡ ଘୋଷଣା ଆସିଛି । ତେବେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କେନ୍ଦ୍ର ସରକାର LPG ଗ୍ଯାସ ସିଲିଣ୍ଡରର ଦାମକୁ ହ୍ରାସ କରିଛନ୍ତି । ତେବେ 100 ଟଙ୍କା ଗ୍ଯାସ ସିଲିଣ୍ଡରର ଦାମରେ କମ୍ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଟ୍ଵିଟ ମାଧ୍ୟମରେ ଏପରି ଘୋଷଣା କରିଅଛନ୍ତି ।

ଯାହା ହେଉଛି LPG ଗ୍ଯାସ ଦରରେ 100 ଟଙ୍କା ହ୍ରାସ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହି ଘୋଷଣାରେ ଦେଶର ସବୁ ଗୃହିଣୀ ମାନେ ଏଥିପାଇଁ ବହୁତ ଲାଭାନ୍ଵିତ ମଧ୍ୟ ହେବାକୁ ଯାଉଛନ୍ତି । ତେବେ ଇଣ୍ଡିଆନ, ଏଚପି, ଭାରତ ଯେଉଁ ମାନେ ବି ଘରେ ଗ୍ଯାସ ସିଲିଣ୍ଡର ବ୍ୟବହାର କରୁଛନ୍ତି । ସେମାନେ ଏହି ଖବର ପାଇଲା ପରେ ବହୁତ ଆଶ୍ବସ୍ଥି ହେବାକୁ ଯାଉଛନ୍ତି । କାରଣ ସମସ୍ତ ଗ୍ଯାସ ସିଲିଣ୍ଡରରେ 100 ଟଙ୍କା କମ କରାଯାଇଛି ।

ଦେଶର କୋଟି କୋଟି ଲୋକଙ୍କ ଉପରୁ ଆର୍ଥିକ ବୋଝ କମିବାକୁ ଯାଉଛି । ପୂର୍ବରୁ ଗ୍ଯାସ ସିଲିଣ୍ଡର ପିଛା 200 ଟଙ୍କା ହ୍ରାସ କରାଯାଇଥିଲା । ଏବେ ପୁଣି କେନ୍ଦ୍ର ସରକାର ଗ୍ଯାସ ସିଲିଣ୍ଡରକୁ ନେଇ ଏତେ ବଡ ଘୋଷଣା କରିଛନ୍ତି । ତେବେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ଦିବସ ଉପଲକ୍ଷେ ଗ୍ଯାସ ସିଲିଣ୍ଡର ଦରରେ 100 ଟଙ୍କା ହ୍ରାସ କରିଛନ୍ତି । ଯାହାକି ସମସ୍ତ LPG ଉପୋଭୋକ୍ତା ମାନଙ୍କ ପାଇଁ ଏହା ବହୁତ ବଡ ଖୁସି ଖବର ଅଟେ ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଖବର ଟ୍ଵିଟ କରି ଜଣାଇବା ବେଳେ ଏହା ମଧ୍ୟ ଲେଖି ଜଣାଇଛନ୍ତି । ଯେ ଏଥିଦ୍ବାରା ଦେଶର ମହିଳା ଅର୍ଥାତ କୋଟି କୋଟି ଘରର ଗୃହିଣୀ ମାନେ ବହୁ ମାତ୍ରାରେ ଉପକୃତ ହେବାରେ ଯାଉଛନ୍ତି । ରୋଷେଇ ଘର ଉପରେ ଗ୍ଯାସ ଦର ହ୍ରାସର ବହୁତ ଭଲ ପ୍ରଭାବ ମଧ୍ୟ ପକାଇବାକୁ ଯାଉଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ମଧ୍ୟ ବହୁତ ମାତ୍ରାରେ ନିହାତି ଭାବରେ କରନ୍ତୁ ।

Leave a Reply

Your email address will not be published. Required fields are marked *