ଲୋକମାନେ ଯାହାକୁ ଭାବୁଥିଲେ ଗାଉଁଲି ଅପାଠୁଆ ଝିଅ, ସେ ବାହାରିଲେ IAS ଅଫିସର, ପୁରା ଘଟଣା ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ନିଜ ଜୀବନରେ ସଫଳତା ପାଇବା ପାଇଁ ଅନେକ କଷ୍ଟ ଓ ସଂଘର୍ଷ କରିଥାନ୍ତି । ସଫଳତା ପାଇବା ପରେ ମଣିଷ ଧୀରେ ଧୀରେ ନିଜ ସଂସ୍କୃତିଓ ସଂଘର୍ଷକୁ ଭୁଲି ଯାଇଥାଏ । ହେଲେ ଏମିତି ବହୁତ କମ ଲୋକ ଅଛନ୍ତି ଯେଉଁ ମାନେ ସଫଳତା ପାଇବା ପରେ ମଧ୍ୟ ମାଟି ସହ ଯୋଡି ହୋଇ ରୁହନ୍ତି । ବର୍ତ୍ତମାନର ସମୟରେ ଆମ ଭାରତରେ ଏମିତି ବହୁତ କମ ଅଫିସର୍ସ ଅଛନ୍ତି ଯେଉଁ ମାନେ ନିଜ ପରମ୍ପରାକୁ ବେସ ଭଲ ଭାବରେ ମାନି ଥାନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ରାଜସ୍ଥାନର ଜଣେ ଆଇଏଏସ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆଇଏଏସ ହେବା ପରେ ମଧ୍ୟ ନିଜ ପରମ୍ପରା ଓ ନିଜ ସଂସ୍କୃତି ସହ ଯୋଡି ହୋଇ ରହୁଛନ୍ତି ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଆଇଏଏସ ମୋନିକା ଯାଦବଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମୋନିକା ଏହି ଫଟୋରେ ରାଜସ୍ଥାନର ପାରମ୍ପାରିକ ଭଏସ ଭୂଷଣରେ ନଜର ଆସୁଛନ୍ତି । ଫଟୋରେ ସେ ଏକ ନାଲି ରଙ୍ଗର ଶାଢୀ ଓ ମଥାରେ ବିନ୍ଦି ଲଗାଇ ଛନ୍ତି ଏବଂ ନବଜାତ ଶିଶୁକୁ କୋଳରେ ବସାଇ ଛନ୍ତି । ମୋନିକାଙ୍କ ଏହି ଫଟୋକୁ ସୋସିଆଲ ମିଡିଆରେ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି । ମୋନିକାଙ୍କ ଚିନ୍ତାଧାରା ଉପରେ ସମସ୍ତ ଲୋକ ପ୍ରଶଂସା କରୁଛନ୍ତି ।

ବନ୍ଧୁଗଣ ମଣିଷ ଯେତେ ସଫଳତା ପାଉ ନା କାହିଁକି ତାକୁ ନିଜ ସଂସ୍କୃତି ଓ ପରମ୍ପରାକୁ କେବେବି ଭୁଲିବା ଉଚିତ ନୁହେଁ । ମୋନିକା ଯାଦବ ୨୦୧୪ ବେଚର ଆଇଏଏସ ଅଫିସର ଅଟନ୍ତି । ସେ ରାଜସ୍ଥାନର ସୀକର ଜିଲ୍ଲାରେ ଶ୍ରୀମାଧୋପୁର ତହସିଲର ଗାଁ ଲିସାଡିଆର ବାସିନ୍ଧା ଅଟନ୍ତି । ମୋନିକାଙ୍କ ବାପାଙ୍କ ନାମ ହେଉଛି ହରଫୁଲ ସିଂହ ଯାଦବ ସେ ଜଣେ ସିନିୟର ଆଇଆରଏସ ଅଫିସର ଅଟନ୍ତି ।


ମୋନିକା ବର୍ତ୍ତମାନ ତିର୍ବା କ୍ଷେତ୍ରରେ ଡିଏସପି ପଦରେ କାର୍ଯ୍ୟରତ ଅଛନ୍ତି । ମୋନିକା ପ୍ରଥମ ଚେଷ୍ଟାରେ ୪୦୩ ରେଙ୍କ ପ୍ରାପ୍ତ କରି ସଫଳତା ହାସଲ କରିଥିଲେ । ବନ୍ଧୁଗଣ ମୋନିକା ନିଜ କାମକୁ ନେଇ ସବୁବେଳେ ସଞ୍ଜଗ ରୁହନ୍ତି । ଲୋକ ମାନଙ୍କର କମ୍ପ୍ଲେନ ଶୁଣିବା ଓ ସମସ୍ୟାର ସମାଧାନ କରିବାକୁ ନେଇ ତାଙ୍କୁ ପ୍ରଦେଶରେ ସମ୍ମାନିତ ମଧ୍ୟ କରାଯାଇଛି ।

ବନ୍ଧୁଗଣ ମୋନିକାଙ୍କ ବିବାହ ସୁଶୀଲ ଯାଦବଙ୍କ ସହ ହୋଇଛି । ସୁଶୀଲ ମଧ୍ୟ ଜଣେ ଆଇଏଏସ ଅଫିସର ଅଟନ୍ତି । ସୁଶୀଲ ବର୍ତ୍ତମାନ ରାଜସ୍ଥାନରେ ଏସଡିଏମ ପଦରେ କାର୍ଯ୍ୟରତ ଅଛନ୍ତି । ମୋନିକା ୨୦୨୦ରେ ଏକ ପୁତ୍ରୀ ସନ୍ତାନ ଜନ୍ମ କରିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋରେ ସେ ନିଜ ଝିଅ ସହ ନଜର ଆସୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମୋନିକା ସିଂହଙ୍କ କଥା କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *