Top 10 ଧନୀ ଓଡିଆ ସିରିଏଲ ହିରୋଇନ, ଦେଖନ୍ତୁ ନମ୍ବର 1 ରେ ଅଛି କିଏ ?

ନମସ୍କାର ବନ୍ଧୁଗଣ ତେବେ ଅଭିନୟ ଦୁନିଆରେ ଅନେକ ନୂଆ ଚେହେରା ପ୍ରତେକ ଦିନ ଆଗକୁ ଆସୁଛି ତେବେ ଏହି ଚେହେରା ହୁଏତ ବଲିଉଡର ଫିଲ୍ମର ହଉ କିମ୍ବା ଟିଭି ଦୁନିଆର ହଉ ତେବେ ଏହି ମାନେ ବର୍ଷକୁ ଏତେ ଇନକମ କରୁଛନ୍ତି ତାହା ଆପଣ ଜାଣିଲେ ବିଶ୍ଵାସ କରିବେନି । ତେବେ ଯଦି ଫିଲ୍ମ ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ଅଧିକ କମାଉଛନ୍ତି ତେବେ ସେହି ଠାରେ ଏହି ସିରିୟଲ ଅଭିନେତ୍ରୀ ମାନେ କିଛି ପଛରେ ନାହାନ୍ତି ।

ନିଜର ଲୁକ, ଡ୍ରେସ , ଗହଣା ଓ ନିଜର ଷ୍ଟାଇଲ ପାଇଁ ଏମାନେ ବି ବହୁ ଚର୍ଚ୍ଚିତ।ତେବେ ଆସନ୍ତୁ ଓଡ଼ିଆ ଧାରାବାହିକ ର କିଛି ଧନୀ ଅଭିନେତ୍ରୀ ଙ୍କ ବିଷୟରେ ଆଲୋଚନା କରି ନେବା। ୧- ଲିଷ୍ଟ ର ପ୍ରଥମରେ ହେଉଛନ୍ତି ସିମରନ। ତେବେ ସିମରନ ଙ୍କୁ ବିଭିନ୍ନ ଧାରାବାହିକ ରେ ସାଇଡ଼ ରୋଲ ରେ ଦେଖିଥିବେ ତେବେ ସେ ୫୦ ଲକ୍ଷ ଟଙ୍କା ର ମାଲିକାଣି।

୨- ଦ୍ଵିତୀୟ ରେ ହେଉଛନ୍ତି ରଞ୍ଜିତା। ତେବେ ସେ ରଜ କୁଇନ ମାଧ୍ୟମରେ ଇଣ୍ଡଷ୍ଟ୍ରୀ କୁ ଆସିଥିଲେ ତେବେ ସେ ୮୦ ଲକ୍ଷ ଟଙ୍କା ର ମାଲିକାଣି।

୩- ତୃତୀୟ ରେ ହେଉଛନ୍ତି ହିତେଶା। ତେବେ ହିତେଶା ଙ୍କୁ ଆପଣ ମାନେ ଦୁର୍ଗା ଧାରାବାହିକ ରେ ଦେଖିଥିବେ ତେବେ ସେ ଏକ କୋଟି ଟଙ୍କାର ମାଲିକାଣି।


୪- ଚତୁର୍ଥ ରେ ହେଉଛନ୍ତି ମୋନାଲିସା। ତେବେ ନୂଆବୋହୁ ଧାରାବାହିକ ରେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ସେ ଏକ କୋଟି ଚାଳିଶ ଲକ୍ଷ ର ମାଲିକାଣି।

୫- ପଞ୍ଚମ ରେ ହେଉଛନ୍ତି ପ୍ରିୟଙ୍କା ରଥ। ତେବେ କୁଆଁରୀ ବୋହୁ ଧାରାବାହିକ ରେ ପ୍ରିୟଙ୍କା ଙ୍କୁ ନିଶ୍ଚିତ ଦେଖିଥିବେ ତେବେ ସେ ୨ କୋଟି ୩୦ ଲକ୍ଷ ଟଂକା ର ମାଲିକାଣି।

୬- ଷଷ୍ଠ ରେ ହେଉଛନ୍ତି ମିତାଲି ସରଗାରିଆ। ତେବେ ମିତାଲି ଙ୍କୁ ନୂଆବୋହୁ ଧାରାବାହିକ ରେ ଦେଖିଥିବେ ତେବେ ସେ ୨ କୋଟି ୫୦ ଲକ୍ଷ ଟଙ୍କା ର ମାଲିକାଣି।

୭- ସପ୍ତମ ରେ ହେଉଛି ଶୀତଲ। ତେବେ ଶୀତଲ ଙ୍କୁ ଆପଣ ଅନେକ ଧାରାବାହିକ ରେ ଦେଖିଥିବେ ତେବେ ସେ ୩ କୋଟି ଟଙ୍କାର ମାଲିକାଣି।

୮- ଅଷ୍ଟମ ରେ ହେଉଛନ୍ତି ଦେବସ୍ମିତା। ତେବେ ତୋ ପାଇଁ ମୁଁ ରେ ଆପଣ ଦେବସ୍ମିତାଙ୍କୁ ନିଶ୍ଚିତ ଦେଖିଥିବେ ତେବେ ସେ ଚାରି କୋଟି ଟଙ୍କାର ମାଲିକାଣି।

୯- ନବମ ରେ ହେଉଛନ୍ତି ବନିଜା। ତେବେ ଆପଣ ତାଙ୍କୁ ସିନ୍ଦୁର ବିନ୍ଦୁ ଧାରାବାହିକ ରେ ଦେଖିଥିବେ ତେବେ ସେ ୪ କୋଟି ୮୦ ଲକ୍ଷ୍ୟ ଟଙ୍କାର ମାଲିକାଣି।

୧୦- ଦଶମ ରେ ହେଉଛନ୍ତି ଲିପି। ତେବେ ଲିପି ଙ୍କୁ ମଧ୍ୟ ଆପଣ ଅନେକ ଧାରାବାହିକ ତଥା ତାରା ତାରିଣୀ ରେ ଦେଖିଥିବେ ତେବେ ସେ ୫ କୋଟି ଟଙ୍କାର ମାଲିକାଣି। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *