ନମସ୍କାର ବନ୍ଧୁଗଣ ତେବେ ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଶରୀର ପ୍ରତି ଆମେ ଅବହେଳା କରିଥାଉ । ଟଙ୍କା ସଞ୍ଚୟ କରିବା ଲାଳସାରେ ସ୍ୱାସ୍ଥ୍ୟକୁ ଖରାପ କରିଦେଉ । ଯେଉଁଥି ପାଇଁ ପରବର୍ତ୍ତୀ ମୁହୂର୍ତ୍ତରେ ଶରୀରକୁ ବିଭିନ୍ନ ପ୍ରକାରର ରୋଗ ଆକ୍ରମଣ କରିଥାଏ । ଏହି ଜୀବନନାଶକ ରୋଗ ପ୍ରଥମେ ହାର୍ଟ, ଲିଭର୍ ଭଳି ଆଭ୍ୟନ୍ତରୀଣ ଅଙ୍ଗକୁ ନିଜ କବଳରେ କବଳିତ କରିଥାନ୍ତି । କିନ୍ତୁ ସମ୍ପୁର୍ଣ୍ଣ ରୂପେ ନହେଲେ ମଧ୍ୟ କିଛି ଉପାୟ ଆପଣାଇଲେ ଆପଣ ଏହି ସମସ୍ୟାରୁ ବାହାରିଆସି ପାରିବେ ।
ତେବେ ମଣିଷ ଶରୀରର ସବୁ ଅଙ୍ଗ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ , ଆଜି ଆମେ ଯେଉଁ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ବିଷୟରେ କଥା କହିବାକୁ ଯାଉଛୁ , ତାହା ହେଲା ଲିଭର୍ , ଏହା ଶରୀରରେ ହେଉଥିବା ସବୁ ଅଙ୍ଗରୁ ୫୦୦ ଗତିବିଧିକୁ ନିୟନ୍ତ୍ରିତ କରିଥାଏ , ଏହା ଛଡା ଶରୀରରେ ୩୦ ପ୍ରତିଶତ ରକ୍ତର ଅପୂର୍ତ୍ତି ଏହା କରିଥାଏ ।
୧୩୦୦୦ ପ୍ରକାରର ରସାୟନ ବନାଇବାରେ ସାହାଯ୍ୟ କରେ , ଲିଭରର ଏକ ମହତ୍ତ୍ୱପୂର୍ଣ୍ଣ କାମ ରକ୍ତକୁ ସଫା କରିବା , ଓ ଶରୀରରୁ ବିଷ-ଆକ୍ତ ପଦାର୍ଥକୁ ବାହାର କରିବା , କେବଳ ଏତିକି ନୁହେଁ ବ୍ଲଡ୍ ସୁଗର୍ କଣ୍ଟ୍ରୋଲ୍ କରିବାରେ ସବୁ ହର୍ମୋନ୍ସ ଲିଭର୍ ବନାଇଥାଏ ଓ ଭାଙ୍ଗିଥାଏ , କଣ ଆପଣ ଜାଣିଛନ୍ତି କି ଏତେ ସାରା ମହତ୍ତ୍ୱପୂର୍ଣ୍ଣ କାମକୁ ସଂଚାଳିତ କରିବାପାଇଁ ଲିଭରକୁ ସଠିକ୍ ଖାଦ୍ୟପେୟ ଉପରେ ବି ଦରକାର୍ ଆସିଥାଏ ।
ଯଦି ଆପଣଙ୍କ ଖାଦ୍ୟପେୟ ଠିକ୍ ଓ ସନ୍ତୁଳିତ ରହିବ ତେବେ ଲିଭର୍ ସୁସ୍ଥ୍ୟ ରହିବ , ଯଦି ଲିଭର୍ ଖରାପ ହେବାକୁ ଲାଗେ ତେବେ ଶରୀରରେ କିଛି ଲକ୍ଷଣ ଦେଖିବାକୁ ମିଳେ । ଏମିତିରେ ସେହି ଲକ୍ଷଣରୁ ଜାଣିପାରିବେ କି ଆପଣଙ୍କ ଚିକିତ୍ସା ସମ୍ଭବପର କିମ୍ବା ନାହିଁ । ତେବେ ଏହାର ଲକ୍ଷଣ ରେ ପ୍ରଥମ ରେ ଆପଣଙ୍କ ପାଟି ରୁ ଦୁର୍ଗନ୍ଧ ବାହାରିବା । ତେବେ ପେଟ ପୀଡା ଏକ ସାଧାରଣ ସମସ୍ୟା ଅଟେ ।
ଏହା ବହୁତ କାରଣରୁ ହୋଇଥାଏ କିନ୍ତୁ ଯଦି ଆପଣଙ୍କ ପେଟର ଡାହାଣ ପଟ ଭାଗରେ ପିଡା ହୋଇଥାଏ ତେବେ ତଳ ମାଂସପେଶୀ ଭାଗରେ ପିଡା ହୁଏ ତେବେ ଜାଣିପାରିବେ କି ଲିଭର ବିପଦରେ ଅଛି । ତେବେ ଆଖିର ରଙ୍ଗ ହଳଦିଆ ଓ ତ୍ୱଚା ଧଳା ହୋଇଯିବା ଭଳି ଲକ୍ଷଣ ଦେଖାଗଲେ ଏହା ବୁଝିଯିବେ କି ଲିଭର ଖରାପ ଅଛି । ରକ୍ତରେ ପିତ୍ତ ବର୍ଣ୍ଣକ ବିଲିରୁବିନ୍ ସ୍ତର ବଢିବାକୁ ଲାଗିଛି ଏହି ସ୍ତର ବଢିଲେ ବିଷ-ଆକ୍ତ ପଦାର୍ଥ ବାହାରକୁ ବାହାରି ପାରେ ନାହିଁ ।
ଲିଭର ଖରାପ ହେବାର ଆଶଙ୍କାରେ ପିଲିଆ ଆକାରରେ ଦେଖାଦିଏ । ଯଦି ଆପଣଙ୍କୁ ଆସିଡିଟି ଓ ଅପଚ ପରି ସମସ୍ୟା ଅଛି ତେବେ ଏହା ଲିଭର୍ କୁ ନଷ୍ଟ କରିପାରେ ଏଥିରେ ବାନ୍ତି ହେବାର ସମସ୍ୟା ଦେଖାଦିଏ । ଯଦି ଆପଣଙ୍କ ଓଜନ ବିନା ପରିଶ୍ରମ କରି କମିଯାଇଛି ତେବେ ଏହା ଭଲ ସଙ୍କେତ ନୁହେଁ ଲିଭର୍ ଖରାପ ହେବା କାରଣରୁ ଭୋକ ମଅରିଯାଏ ଯାହା ଦ୍ୱାରା ଓଜନ କମିଯାଏ । ଏମିତିରେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ କବଜ୍ ଅଭିଯୋଗ ଥିଲେ ଏହା ଲିଭର୍ ଖରାପ ହେବାକୁ ଇସାରା କରେ ।
ଏହା ସହ ଏହି ସ୍ଥିତିରେ ଯେବେ ଆପଣଙ୍କ ଫୁଲିଥିବା ଭାଗରେ ଦବାଇବେ ତେବେ ବହୁତ ସମୟ ଯାଏଁ ତାହା ଦବି ରହିବ ଟିକିଏ ଥକାପଣ ସମସ୍ତଙ୍କୁ ହୋଇଥାଏ କିନ୍ତୁ ଯଦି ଆପଣଙ୍କୁ ଛୋଟ ମୋଟ କାମରେ ଥକା ଲାଗେ ତେବେ କିମ୍ବା ମାଂସପେଶୀରେ ଦୁର୍ବଳତା ଆସେ ତେବେ ଏହା ସଙ୍କେତ ଦିଏ କି ଆପଣଙ୍କ ଲିଭର୍ ପୁରା ଖରାପ ହୋଇଛି ଲିଭର୍ ଖରାପ ହେବା ଦ୍ୱାରା ନିଦ ଠିକ୍ ଭାବେ ଆସିନଥାଏ ଓ କନଫ୍ୟୁଜନ୍ ସ୍ଥିତି ଆସିଯାଏ ଯାହା କାରଣରୁ ବ୍ୟବହାରରେ ପରିବର୍ତ୍ତନ ଦେଖାଦିଏ ।
ତେବେ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।