Lipi ଙ୍କ ଘରେ Sunday ମସ୍ତି, ଦେଶୀ ମାଟିହାଣ୍ଡି ଚିକେନ ସାଙ୍ଗକୁ କ୍ରିକେଟ ଖେଳ, କ୍ରିକେଟ ଖେଳି ଲିପି ହେଲେ ସେନ୍ସଲେସ, Video ଦେଖିଲେ ଆପଣ ହସି ହସି ଗଡିବେ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ନିଶ୍ଚୟ ଜାଣିଥିବେ କି ଏହି ସମୟରେ ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ ।

ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି ।

ତେବେ ସେହି ଭଳି ନବେ ଦଶକ ରେ ବହୁତ ଚର୍ଚ୍ଚିତ ରହୁଥିବା ଆଲବମ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ପାଇଁ ମଧ୍ୟ ଲୋକମାନେ ବହୁତ ଆଗ୍ରହ ପ୍ରକାଶ କରିଥାନ୍ତି । ତେବେ ଆଜି ଆମେ ଓଲିଉଡ ଅଭିନେତ୍ରୀ ତଥା ଆଲବମ କୁଇନ ଲିପି ବିଷୟରେ ଆଲୋଚନା କରିବା । ଆପଣ ମାନେ ଲିପି ମହାପାତ୍ର ଙ୍କୁ ତ ନିଶ୍ଚୟ ଜାଣିଥିବେ । ନବେ ଦଶକର ଆଲବମ କୁଇନ କହିଲେ ମଧ୍ୟ କିଛି ଖରାପ ହେବ ନାହିଁ ।

ତେବେ ସେ ଅନେକ ଆଲବମ ରେ ଅଭିନୟ କରି ନିଜର ଲୋକପ୍ରିୟତା ହାସଲ କରିବା ସହ ବର୍ତ୍ତମାନ ମଧ୍ୟ ଅନେକ ଧାରାବାହିକ ଗୁଡିକ ରେ ଅଭିନୟ କରି ଲୋକ ମାନଙ୍କ ହୃଦୟ ରେ ନିଜ ସ୍ଥାନ କୁ ବଜାୟ ରଖିଛନ୍ତି । ତେବେ ଆଜିକାଲି ୟୁଟିୟୁବ ର କ୍ରେଜ ବହୁତ ଅଧିକ ସମସ୍ତେ ନିଜର ଏକ ଚ୍ୟାନେଲ ଖୋଲି ସେଠାରେ ନିଜର ପ୍ରତିଭା ଦେଖାଇବା ସହ ନିଜର ଦୈନଦିନ ଜୀଵନ ବିଷୟରେ ମଧ୍ୟ ଲୋକ ମାନଂକୁ ଜଣାଉଛନ୍ତି ।

ତେବେ ବର୍ତ୍ତମାନ କିଛି ଦିନ ତଳେ ନିଜ ଚ୍ୟାନେଲ ରେ ଏକ ଭିଡିଓ ପୋଷ୍ଟ କରିଥିଲେ । ତେବେ ସେଥିରେ ସେ ଦେଖେଇଥିଲେ କି କିପରି ତାଙ୍କ ମାଆ ଏବଂ ତାଙ୍କ ଭାଉଜ ମିଶି କରି ଚୁଲିରେ ମାଟି ହାଣ୍ଡିରେ ଦେଶୀ ଚିକେନ୍ ରୋଷେଇ କରୁଛନ୍ତି ଏହା ସହ ସବୁ କାମ ଏକଦମ ଦେଶୀ ଷ୍ଟାଇଲ ରେ ହେଉଛି ଯେମିତି ମସଲା ବଟା ଯାହାକି ଶିଳରେ ବଟା ଯାଉଛି ଆଦି ।
ତେବେ ଏହି ଭିତରେ ଲିପି ଏବଂ ତାଙ୍କ ଭାଉଜ କ୍ରିକେଟ ଖେଳିବା ମଧ୍ୟ ଆରମ୍ଭ କରିଦେଲେ ତେବେ ପରେ ପରେ ତାଙ୍କ ମାଆ ମଧ୍ୟ ଲିପି ସହ ଖେଳିବାକୁ ଲାଗିଲେ ଏହା ପରେ ତାଙ୍କ ପୁତୁରା ମଧ୍ୟ ଖେଳିଲେ ।


ତେବେ ଏହି ସମୟରେ ସେ ତଳେ ପଡି ସେନ୍ସଲେସ ହେବାର ନାଟକ ମଧ୍ୟ କରିଲେ ଏବଂ ଗ୍ଲୁକୋଜ ମଧ୍ୟ ମାଗିଲେ ତେବେ ଏହା ଦେଖି ସମସ୍ତେ ହସିବାକୁ ଲାଗିଲେ । ତେବେ ଶେଷ ରେ ସେ ଭାତ ଏବଂ ମାଟି ହାଣ୍ଡିରେ ପ୍ରସ୍ତୁତ ଚିକେନ୍ କୁ ଖାଇଲେ ଏବଂ ନିଜ ମାଆ ଙ୍କ ର ଖୁବ ପ୍ରଶଂସା ମଧ୍ୟ କରିଲେ । ତେବେ ଲିପିଙ୍କ ର ଏହି ଭିଡିଓ ରେ ତିନି ରୁ ଚାରି ଲକ୍ଷ ଭିୟୁ ମଧ୍ୟ ଅଛନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *