ଭାଇରାଲ ହେଲା Lata ଦିଦିଙ୍କ ମୃତ୍ୟୁ ପୂର୍ବର ଶେଷ ଭିଡିଓ, ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସ୍କରଙ୍କ ମୃତ୍ୟୁ ପରେ ସାରା ଭାରତ ବର୍ଷରେ ଶୋକର ଛାୟା ଖେଳି ଯାଇଛି । ଲତା ଥିଲେ ଜଣେ ଲୋକପ୍ରିୟ ଗାୟିକା ସେ ଭାରତର ସମସ୍ତ ଭାଷାରେ ଗୀତ ଗାଇ ସୁନାମ ଅର୍ଜନ କରିଥିଲେ । ବୋଧେ ବଲିଉଡ ଇଣ୍ଡଷ୍ଟ୍ରିରେ ଏମିତି କେହି ସିଙ୍ଗର ନଥିବେ ଯିଏ ଲତାଙ୍କ ଭଳି ପ୍ରସିଦ୍ଧି ଓ ଲୋକପ୍ରିୟତା ହାସଲ କରିଥିବେ । ତେବେ ବନ୍ଧୁଗଣ ଗତ କାଲି ଲତାଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଥିଲା ।

ଅନେକ ଲୋକ ଏଥିପାଇଁ ନିଜର ଦୁଃଖ ପ୍ରକାଶ କରିଛନ୍ତି । ଲତା ଯିବା ପରେ ତାଙ୍କ ସହ ଜଡିତ ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗତ କିଛି ସମୟ ହେବ ଲତାଙ୍କର ଶେଷ ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ ହେଉଛି  । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଏହି ଭାଇରାଲ ଭିଡିଓରେ ଲତା ଚାଲି ଚାଲି ଆସୁଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ଏହି ଭିଡିଓଟି ହେଉଛି ଲତାଙ୍କ ଅସୁସ୍ଥତା ସମୟର ଭିଡିଓ ଯେଉଁ ସମୟରେ ସେ ଦୁଇଟି ମହିଳାଙ୍କୁ ଧରି ଚାଲି ଚାଲି ଆସୁଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋରସୋର ହେଉଛି ।

ଲତାଙ୍କ ଏହି ଶେଷ ଭିଡିଓଟିକୁ ଦେଖି ଅନେକ ଲୋକ ଭାବ ବହୁଳ ହୋଇଯାଉଛନ୍ତି । ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଲତା ଗତ ଜାନୁୟାରୀ ୮ ତାରିଖରେ କରୋନାରେ ଚିହ୍ନଟ ହୋଇଥିଲେ । କରୋନାରେ ଚିହ୍ନଟ ହେବା ପରେ ଲତାଙ୍କ ଚିକିତ୍ସା ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଚାଲି ଥିଲା । ହେଲେ ତାଙ୍କ ଅବସ୍ଥା ଗୁରୁତ୍ଵର ହୋଇଯିବାରୁ ୯୨ ବର୍ଷ ବୟସରେ ସେ ପ୍ରାଣ ହରାଇ ଛନ୍ତି ।

ବନ୍ଧୁଗଣ ଲତା ଯିବା ପରେ ଦେଶର ସମସ୍ତ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ କେତେକ ଦିଗଜ କଳାକାର ମାନେ ମଧ୍ୟ ଭାରତ ରତ୍ନ ଲତା ମଙ୍ଗେସ୍କରଙ୍କୁ ହରାଇ ନିଜର ଦୁଃଖ ପ୍ରକାଶ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଲତାଙ୍କର ଏହି ଶେଷ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *