ନମସ୍କାର ବନ୍ଧୁଗଣ ତେବେ ନିଶ୍ଚିତ ଭାବରେ ଆପଣ ମାନେ ଶୁଣିଥିବେ କି ପ୍ରେମ ର କୌଣସି ବୟସ ନଥାଏ । କେବଳ ଦୁଇ ଟି ଭଲ ହୃଦୟ ଦରକାର । ଏହା ଛଡା ଦୁଇ ଜଣ ବ୍ୟକ୍ତି ଙ୍କ ମନ ର ମିଳନ ହେବା ଆବଶ୍ୟକ କାହିଁକି ନା ପ୍ରେମକୁ ଅନ୍ଧ ବୋଲି କୁହାଯାଏ । ପ୍ରେମ କୌଣସି ଜାତି,ଧର୍ମ,ବର୍ଣ୍ଣ,ରଂଗ ଦେଖେ ନାହିଁ । କିମ୍ବା ସିଏ କେମିତି କେ ତେ ବୟସ କଣ କିଛି ଦେଖା ଯାଏ ନାହିଁ ବାସ ଆପେ ଆପେ ପ୍ରେମ ହୋଇ ଯାଇଥାଏ ।
ତେବେ ଟିଭି ଇଣ୍ଡଷ୍ଟ୍ରୀ ଏବଂ ସିନେମା ଇଣ୍ଡଷ୍ଟ୍ରୀ ରେ ପ୍ରେମ ର କଥା ପ୍ରାୟତଃ ସବୁବେଳେ ଶୁଣିବାକୁ ମିଳିଥାଏ । ତେବେ କିଛି ପ୍ରେମ ସମ୍ପର୍କ ଏପରି କି ଯାହା ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଥିଲା ଏବଂ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ତେବେ କିଛି କଳାକାର ଏପରି ଅଛନ୍ତି ଯେଉଁ ମାନଙ୍କ ପ୍ରେମ କୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଏହା ମଧ୍ୟ କହି ପାରିବେ କି ଲଂଘୁର ହାତରେ ଅଙ୍ଗୁର ବୋଲି । ତେବେ ଆସନ୍ତୁ ସେହି ପରି କିଛି ଯୋଡ଼ା ଙ୍କ ବିଷୟ ରେ ଜାଣିନେବା ।
୧- ପ୍ରଥମ ରେ ଅଛନ୍ତି ଐଶ୍ଵୟା ରାୟ ଏବଂ ଅଭିଷେକ ଵଚନ । ଐଶ୍ଵୟା ବିଶ୍ୱ ସୁନ୍ଦରୀ ସହ ଜଣେ ବଲିଉଡ ର ସୁନ୍ଦରୀ ଏବଂ ଲୋକ ପ୍ରିୟ ଅଭିନେତ୍ରୀ ତାଙ୍କର ସିନେମା ଏବଂ ଅଭିନୟ କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି । ତେବେ ଐଶ୍ଵୟା ଅଭିଷେକ ଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ଲୋକମାନେ ଏହି ଯୋଡି କୁ ଏତେ ପସନ୍ଦ କରନ୍ତି ନାହିଁ । ଯେଉଁଠି ଐଶ୍ଵୟା ବଲିଉଡ ର ନମ୍ବର ୧ ଅଭିନେତ୍ରୀ ରହିବା ବେଳେ ଅଭିଷେକ ଜଣେ ଫ୍ଲାଫ ଅଭିନେତା ।
୨- ଦ୍ଵିତୀୟ ରେ ହେଉଛନ୍ତି ଜ୍ୟାକଲିନ ଫର୍ଣ୍ଣାଡିସ ଓ ସାଜିଦ ଖାନ । ଏହି ଦୁଇ ଜଣଙ୍କର ମଧ୍ୟ ପ୍ରେମ ସମ୍ପର୍କ ଥିଲା କିନ୍ତୁ କେହି ବି ବିଶ୍ୱାସ କରୁ ନ ଥିଲେ । ଜ୍ୟାକଲିନ ବହୁତ ସୁନ୍ଦର ଓ ଫିଟ୍ ଥିବା ବେଳେ ସାଜିଦ୍ ଏକଦମ ମୋଟା ଯାହାକି ପରସ୍ପର ସହ ବିଲକୁଲ ବି ମେଳ ଖାଏ ନାହିଁ । କିନ୍ତୁ ଏମାନଙ୍କର ଏବେ ବ୍ରେକପ ହେଇଯାଇଛି୍ ବୋଧ ହୁଏ ଏମାନେ ବି ଜାଣିଗଲେ ଯେ ଦୁହେଁ ପରସ୍ପର ସହ ମେଳ ଖାଉ ନାହାନ୍ତି ବୋଲି ।
୩- ତୃତୀୟ ରେ ହେଉଛନ୍ତି ମଲାଇକା ଏବଂ ଅର୍ଜୁନ କପୂର ଙ୍କର । ଯିଏ ଏବେ ଛାଡପତ୍ର ପରେ ମଲାଇକା ଅରୋରା ହେଇ ଯାଇଛନ୍ତି । ଆଉ ଅତି ଶୀଘ୍ର ସେ କପୁର ମଧ୍ୟ ହେବାକୁ ଯାଉଛନ୍ତି । କାରଣ ମଲାଇକା ଓ ଅର୍ଜୁନ ପରସ୍ପରକୁ ଡେଟ କରୁଥିବାର ଦେଖା ଯାଇଛି । ମଲାଇକା ଏବେ ବି ବହୁତ ଫିଟ୍ ଓ ସୁନ୍ଦର ଦେଖା ଯାଉଥିବା ବେଳେ ଅର୍ଜୁନ କପୁର ଫିଟନେସ୍ ରେ ବିଲକୁଲ ବି ଧ୍ୟାନ ଦେଉ ନାହାନ୍ତି । ଯାହା ଫଳରେ ଏମାନେ ପରସ୍ପର ସହ ମେଳ ଖାଉ ନାହାନ୍ତି ।
୪- ଚତୁର୍ଥ ରେ ହେଉଛନ୍ତି ରାଣୀ ମୁଖାର୍ଜୀ ଏବଂ ଆଦିତ୍ୟ ଚୋପ୍ରା । ବଲିଉଡ ରେ ରାଣୀ ଙ୍କ ଅଭିନୟ କୁ ସମସ୍ତେ ପସନ୍ଦ କରିଥାନ୍ତି ତାଙ୍କର ସବୁ ସିନେମା କୁ ଲୋକମାନେ ଦେଖିବାକୁ ଭଲ ପାଆନ୍ତି । ତେବେ ରାଣୀ ୨୦୧୪ ରେ ଯଶରାଜ ଙ୍କ ପୁଅ ଆଦିତ୍ୟ ଙ୍କୁ ବିବାହ କରିଥିଲେ ତେବେ ଆଦିତ୍ୟ ଏବଂ ରାଣୀ ଙ୍କ ଯୋଡି ଦେଖିଲେ ଟିକେ ଆଶ୍ଚର୍ଯ୍ୟ ନିଶ୍ଚିତ ଲାଗିବ କାରଣ ଆଦିତ୍ୟ ରାଣୀ ଙ୍କ ଠାରୁ ବହୁତ ବଡ଼ ଦେଖା ଯାଆନ୍ତି ।
୫- ପଞ୍ଚମ ରେ ହେଉଛନ୍ତି ଶ୍ରୀଦେବୀ ଏବଂ ବୋନି କପୂର । ଶ୍ରୀଦେବୀ ହେଉଛନ୍ତି ବଲିଉଡ ର କୁଇନ ତାଙ୍କ ନୃତ୍ୟ ଏବଂ ଅଭିନୟ କୁ ଲୋକ ମାନେ ଖୁବ ପସନ୍ଦ କରନ୍ତି ଏବଂ ତାଙ୍କୁ ବହୁତ ଭଲ ମଧ୍ୟ ପାଇଥାନ୍ତି ତେବେ ଶ୍ରୀଦେବୀ ବଲିଉଡ଼ ର ଜଣେ ପ୍ରସିଦ୍ଧ ନିର୍ଦେଶକ ବୋନି କପୂର ଙ୍କୁ ୧୯୯୬ ରେ ବିବାହ କରିଥିଲେ ତେବେ ଏହି ଯୋଡି ଙ୍କୁ ଦେଖିଲେ ସ୍ୱାମୀ ସ୍ତ୍ରୀ ନୁହେଁ ବରଂ ବାପା ଝିଅ ଭଳି ଲାଗିଥାଏ ।
୬- ଷଷ୍ଠ ରେ ହେଉଛନ୍ତି ବିନୋଦ ନାୟର ଏବଂ ତାଙ୍କ ପତ୍ନୀ ତୁଲୀପ । ତେବେ ଏହି ଯୋଡି ବହୁତ ଅଜୀବ ଦେଖା ଯାଆନ୍ତି ବିନୋଦ ନିଜ ପତ୍ନୀ ଙ୍କ ଠାରୁ ଉଚ୍ଚତା ରେ ମଧ୍ୟ କମ ଏବଂ ତା ସହ ତାଙ୍କ ସ୍ତ୍ରୀ ବହୁତ ସୁନ୍ଦର ଥିବା ବେଳେ ବିନୋଦ ତାଙ୍କ ଆଗରେ ଏକ ଦମ ଫିକା ଏବଂ ଦର୍ଶକ ମାନେ ମଧ୍ୟ ତାଙ୍କ ଯୋଡି କୁ ପସନ୍ଦ କରନ୍ତି ନାହିଁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ହିଁ ବଲିଉଡ ବିଷୟରେ ପ୍ରତିଦିନ ନୂଆ ନୂଆ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡି ହୁଅନ୍ତୁ ।