ଲକ୍ଷ୍ମୀ ହୋଇ ଜନ୍ମ ହେଲେ 2 ଝିଅ, ଆଜି ପ୍ରୀତିରଞ୍ଜନ ଘଡାଇ ପାଇଲେ ମନ୍ତ୍ରୀ ପଦ, ଦେଖନ୍ତୁ ଏ ନେଇ କଣ କହୁଛନ୍ତି ସେ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରୀତିରଞ୍ଜନ ଘଡାଇ ଝିଅ ପାଇଁ ପାଇଛନ୍ତି ମନ୍ତ୍ରୀ ପଦ । ପ୍ରୀତିରଞ୍ଜନ ଘଡାଇ ଙ୍କ ଭାଗ୍ୟ ଖୋଲିଯାଇଅଛି । ୨ ଦିନ ତଳେ ଘରକୁ ଆସିଥିଲେ ୨ ଟି ଲକ୍ଷ୍ମୀ ଏବଂ ଆଜି ପାଇଛନ୍ତି ମନ୍ତ୍ରୀ ପଦ । ଓଲିଉଡ ଅଭିନେତ୍ରୀ ଝିଲିକ ଏବଂ ପ୍ରୀତିରଞ୍ଜନ ଘଡାଇ ଦୁହେଁ ଦୁଇ ଦିନ ତଳେ ପାଇଛନ୍ତି ଅଜସ୍ର ଖୁସି । କାରଣ ତାଙ୍କ କୋଳରୁ ଜନ୍ମ ନେଇଛନ୍ତି ୨ ଟି ଶିଶୁ କନ୍ୟା । ଆଉ ସେହି ଖୁସି ପରେ ପୁଣି ଆଜି ମନ୍ତ୍ରୀ ପଦ ।

ଦେଖିବାକୁ ଗଲେ ୨ ଝିଅ ହୋଇଛନ୍ତି ବୋଲି ୨ ଟି ଖୁସି ଏବଂ ଆଜି ଆଉ ଗୋଟିଏ ଖୁସି । ଅର୍ଥାତ ଗୋଟିଏ ପରିବାରରେ ୩ ଟି ଖୁସି ଏକା ସହିତ । ପ୍ରୀତିରଞ୍ଜନ ଘଡାଇ ସୁକିନ୍ଦା ର ବିଧାୟକ ହୋଇଥିବା ସମୟରେ ଏବେ ପାଇଛନ୍ତି ମନ୍ତ୍ରୀ ପଦ । ତେବେ ଏହିଭଳି ଖୁସି ତାଙ୍କ ବାପା ଙ୍କ ପାଇଁ ଏହି ଖୁସି ଆଣିବ ଯେ ଦୁଇଟି ଝିଅ ଆଜି ତାଙ୍କ ପାଇଁ ଲକି ହୋଇଛନ୍ତି ଏବଂ ମିଳିଛି ମନ୍ତ୍ରୀ ପଦ । ତେବେ ପ୍ରୀତିରଞ୍ଜନ ଘଡାଇ ଙ୍କ ବାପା ଯିଏ ପୂର୍ବତ୍ତନ ଅର୍ଥ ମନ୍ତ୍ରୀ ଥିଲେ ।

ଏବଂ ଏହାପରେ ପ୍ରୀତିରଞ୍ଜନ ଘଡାଇ ରାଜନୀତି ମଇଦାନ କୁ ଓହ୍ଲାଇଥିଲେ ଏହା ସହିତ ବିଧାୟକ ମଧ୍ୟ ହେଲେ । କିନ୍ତୁ ଓଲିଉଡ ଅଭିନେତ୍ରୀ ଝିଲିକ ଙ୍କ ସହିତ ସମ୍ପର୍କ ଅଥବା ଦୁହି ଙ୍କ ବିବାହ ସଂପୂର୍ଣ୍ଣ ସିକ୍ରେଟ ରହିଥିଲା । ମାର୍ଚ୍ଚ ୧୨, ୨୦୨୦ ରେ ଦୁହେଁ ବିବାହ ବନ୍ଧନର ବାନ୍ଧି ହୋଇଥିଲେ । ଯାହାକି ପରବର୍ତ୍ତୀ ସମୟରେ ଜଣା ପଡିଥିଲା । ତେବେ ଦୁଇ ଦିନ ତଳେ ଦୁହିଙ୍କ କୋଳରେ ଜନ୍ମ ଗ୍ରହଣ କରିଛନ୍ତି ଦୁଇଟି କନ୍ୟା ସନ୍ତାନ ।

ଆଉ ଏବେ ମିଳିଛି ମନ୍ତ୍ରୀ ପଦ । ଏଭଳି ଖୁସି ଖବର ହୁଏତ ଝିଅ ଙ୍କ ଆସିବା ପରେ ପରେ ହିଁ ସଙ୍କେତ ଦେଇଥିଲା ଯେ କିଛି ଗୋଟିଏ ବଡ ଖୁସି ଖବର ଆସୁଅଛି । ଆଉ ଏବେ ପ୍ରୀତିରଞ୍ଜନ ଘଡାଇ ପାଇଛନ୍ତି ମନ୍ତ୍ରୀପଦ । ରାଜ୍ୟରେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେବାପରେ, ପୁଣି ଗଠନ ହୋଇଛି ନୂତନ ଭାବରେ ମନ୍ତ୍ରୀ ମଣ୍ଡଳ । ଏବଂ ମନ୍ତ୍ରୀ ଭାବରେ ସାମିଲ ହୋଇଛନ୍ତି ପ୍ରୀତିରଞ୍ଜନ ଘଡାଇ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *