ଦେଖନ୍ତୁ ଅଭିନୟ ଛାଡି କୁନି ଝିଅର କେମିତି ଯତ୍ନ ନେଉଛନ୍ତି Anisha, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚୟ ଆନିଶା ମିଶ୍ର ଙ୍କୁ ଜାଣିଥିବେ । ତେବେ ଆପଣ ମାନେ ନିଶ୍ଚୟ ଜାଣିଥିବେ ସେ ୨୦୧୬ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସେ ବିବାହ କରିଥିଲେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ଶୁଣା ଅଭିନେତା ଶୁଭାଶିଷ ଶର୍ମା ଙ୍କୁ, ଆପଣ ମାନେ ଶୁଭାଶିଷ ଙ୍କୁ ନିଶ୍ଚୟ ଦେଖୁଥିବେ ଜୀ ସାର୍ଥକ ଟିଭି ରେ ପ୍ରସାରିତ ହେ ପ୍ରଭୁ ଧାରାବାହିକ ରେ ପ୍ରଭୁ ଚରିତ୍ର ରେ ଅଭିନୟ କରୁଥିବା ର । ଅନିଶା ଫ୍ୟାସନ ଡିଜାଇନର କରିଛନ୍ତି ଓ ହୋଟେଲ ମ୍ୟାନେଜମେଂଟ ରେ ପାଠ ପଢିଛନ୍ତି ।


ତେବେ ସେ ପ୍ରଥମ ଉତ୍ତରଦାୟୀ ଧାରାବାହିକ ରେ ଅଭିନୟ କରିଥିଲେ ଓ ତା ପରେ ସେ ବହୁ ଗୁଡିଏ ଧାରାବାହିକ ଓ ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରି ବେଶ ଲୋକ ପ୍ରିୟ ହୋଇ ପାରିଥିଲେ । ଦର୍ଶକ ବନ୍ଧୁ ସବୁଠୁ ବଡ କଥା ହେଲା ଯେ ଅନିଶା ଶର୍ମା ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ବରିଷ୍ଠ ଅଭିନେତ୍ରୀ ଉଷସୀ ମିଶ୍ର ଙ୍କ ସହାୟତା ରେ ସେ ଅଭିନୟ ଆରମ୍ଭ କରିଥିଲେ ।

ତେବେ ଆପଣମାନେ ଦେଖିଥିବେ କି ଅଭିନେତା ଶୁଭାଶିଷ ଓ ଅଭିନେତ୍ରୀ ଅନିଶା ତାଙ୍କ କୁନି ଝିଅ ସହିତ ବହୁତ ସମୟ ବିତାଉଛନ୍ତି । ଅନିଶା ତାଙ୍କ ସୋସିଆଲ ମିଡିଆରେ ବହୁତ ସମୟ ଝିଅର ଫଟୋ ପୋଷ୍ଟ କରିଥାନ୍ତି । ଦର୍ଶକମାନେ ତାଙ୍କ ଝିଅ ଙ୍କ ଫଟୋ ଦେଖି ବହୁତ ସୁନ୍ଦର ସୁନ୍ଦର କମେଣ୍ଟ ମଧ୍ୟ ଦେଇଥାନ୍ତି । ତେବେ ଅଭିନେତ୍ରୀ ଅନିଶା ତାଙ୍କ ଝିଅ ସହିତ ରିଲ ମଧ୍ୟ କରିଛନ୍ତି ।

ଅନିଶା ଯେପରି ଅଭିନୟ କରୁଥିବେ ତାଙ୍କ ଝିଅ ସେପରି ଦେଖି କରୁଥିବେ,ସେହିପରି ଭିଡିଓ ଆପଣମାନେ ନିଶ୍ଚୟ ଦେଖିଥିବେ । ସେ ବୟସରେ ବହୁତ ଛୋଟ କିନ୍ତୁ ସେ ସବୁ କିଛି ଜାଣି ପାରୁଛନ୍ତି । ବର୍ତ୍ତମାନ ଆଉ ଏକ ଭିଡିଓ ସେହିପରି ଭାଇରାଲ ହୋଇଛି । ତେବେ ଏକ ଭିଡିଓ ରେ ଅନିଶା ତାଙ୍କ ଝିଅ କୁ କୋଳରେ ବସାଇ ଏକ ଇଂଲିଶ ଗୀତ ଶୁଣାଇ ଛନ୍ତି ଓ ଅନିଶା ଗାଇଛନ୍ତି ।

ଏହା ଶୁଣି ତାଙ୍କ ଝିଅ ବହୁତ ଖୁସି ହେବା ସହିତ ବହୁତ ଖୁସି ହୋଇ ହସୁଛି । ଅନିଶା ଙ୍କ ପ୍ରଶଂସକ ମାନେ ଭିଡିଓ କୁ ବହୁତ ଭଲ ପାଇବା ଦେଉଛନ୍ତି । ତେବେ ଆହୁରି ଅନେକ ଭିଡିଓ ରେ ଦେଖିବାକୁ ମିଳୁଛି କି ସେ ନିଜ କୁନି ଝିଅ ର ଯତ୍ନ ବହୁତ ଭଲ ଭାବରେ ନେଉଛନ୍ତି ତାର ଖାଇବା ଠାରୁ ଆରମ୍ଭ କରି ତା ଶୋଇବା ପର୍ଯ୍ୟନ୍ତ ସବୁ ନିଜେ ବୁଝୁଛନ୍ତି ବର୍ତ୍ତମାନ ସେ ଅଭିନୟ ଜଗତରୁ ଟିକେ ଦୂରତା କରିଛନ୍ତି ଯାହା ଫଳରେ ସେ ନିଜ କୁନି ଝିଅ କୁ ଅଧିକ ସମୟ ଦେଇ ପାରିବେ ।


ତେବେ ଅନିଶା ଙ୍କ ଏହି ଭିଡିଓ ସବୁ ଦର୍ଶକ ମାନେ ଖୁବ ପସନ୍ଦ କରୁଛନ୍ତି ଏବଂ କୁନି ଝିଅ କୁ ମଧ୍ୟ ଅନେକ ଆଶୀର୍ବାଦ ପ୍ରଦାନ କରୁଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *