ଓଃ କି ସୁମଧୁର ସ୍ଵର ! କୁନି ଝିଅଙ୍କ କଣ୍ଠରେ ଭାଇରାଲ ଭଜନ ‘ଝୁଲରେ ନିତାଇ ଝୁଲ’ ଶୁଣିଲେ ଆପଣ ବି ହେଇଯିବେ ଭାବ ବିହ୍ଵର, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମ ତଥା ସିନେମା, ଟିଭି ଆଦି ବର୍ତ୍ତମାନ ଏମିତି ଏକ ପାର୍ଟଫାର୍ମ ସାଜିଛନ୍ତି ଯାହା ଲୋକ ମାନଙ୍କ ମଧ୍ୟରେ ଥିବା ବିଚକ୍ଷଣ ଗୁଣ ଗୁଡିକୁ ସମସ୍ତ ଙ୍କ ଆଗକୁ ଆଣିବାରେ ତଥା ଲୋକ ମାନଙ୍କ ପାଖରେ ଲୁଚି ରହିଥିବା ଗୁଣ ଗୁଡିକୁ ସମସ୍ତ ଙ୍କ ସାମ୍ନା କୁ ଆଣିଥାଏ ଏବଂ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥାଏ । ତେବେ ଆମେ ଦେଶ ରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଗୁଣ ର ଅଧିକାରୀ ଅଟନ୍ତି ତାଙ୍କ ପାଖରେ ବହୁତ ପ୍ରତିଭା ରହିଛି ।


ତେବେ କିନ୍ତୁ ଉଚିତ ପାର୍ଟଫାର୍ମ ନଥିବାକୁ ତାହା ନିଜ ଭିତରେ ହିଁ ରହିଯାଉଥିଲା । କିନ୍ତୁ ଯେବେ ଠାରୁ ଏହି ସୋସିଆଲ ମିଡିଆ ଲୋକ ମାନଙ୍କ ପାଖରେ ପହଁଚିଛି ସେହି ଦିନରୁ ବନ ରେ ଫୁଟି ଝଡିଯାଉ ଥିବା ବଣ ମଲୀ ପରି ନହୋଇ ନିଜ ପାଖରେ ନିଜର ଗୁଣ ଲୋକ ମାନେ ସମାଜ ଆଗରେ ଦେଖାଇ ପାରୁଛନ୍ତି ଆଉ ନିଜର ଟାଲେଣ୍ଟ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ ହେଉଛନ୍ତି ।

ତେବେ ଏହି ଗୁଣ ଗୁଡ଼ିକ ସବୁକୁ ବିଶ୍ୱ ଦରବାରରେ ଛିଡା କରିବା ପାଇଁ ଅନେଇ ରିଆଲିଟି ସୋ ସବୁ ଭିନ୍ନ ଭିନ୍ନ ଟିଭି ରେ ଦେଖିବାକୁ ମିଳୁଛି । ତେବେ କିନ୍ତୁ ବର୍ତ୍ତମାନ ଏକ ଭଜନ ଖୁବ ଭାଇରାଲ ହେବାରେ ଲାଗିଛି ତେବେ ଆପଣ ମାନେ ତ ଜାଣିଥିବେ କି ଆମେ ଈଶ୍ୱର ଙ୍କୁ ନିଜର ଭକ୍ତି ନିଜର ଭାବନା କୁ ନିଜର କଥା କୁ ପ୍ରକଟ କରିବା ପାଇଁ ଭଜନ ର ସାହାର୍ଯ୍ୟ ନେଇଥାଉ ଏବଂ ଭଜନ ଗାଇ ନିଜର ଭକ୍ତି ଭାବନା କୁ ଅର୍ପଣ କରିଥାଉ ଈଶ୍ୱରଙ୍କ ନିକଟରେ ।

ତେବେ ସେହିପରି ବର୍ତ୍ତମାନ ଦୁଇଜଣ କୁନି ଝିଅ ପ୍ରତୀକ୍ଷା ପଟ୍ଟନାୟକ ଏବଂ କ୍ରିଷ୍ଣ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଏହି ଦୁଇ କୁନି ଝିଅ ଏକ ଭଜନ କୁ ଗାଇଛନ୍ତି ଯାହାର ନାମ ହେଉଛି ଝୁଲ ରେ ନିତାଇ ଝୁଲ ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ । ତେବେ ଏହି ଭଜନ ଟି କୁ ସେମାନେ ଓଡ଼ିଆ ଭକ୍ତି ୟୁଟିୟୁବ ଚ୍ୟାନେଲ ରେ ଗାଇ ଛନ୍ତି ।


ତେବେ ଏହି ଭଜନ ଟି ବର୍ତ୍ତମାନ ଭାଇରାଲ ହେବା ସହ ଲୋକମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ତେବେ ଏହି ଭଜନରେ ୧୩ ଲକ୍ଷ ରୁ ଅଧିକ ଭିୟୁ ଆସି ସାରିଲେଣି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *