‘ମୋ …ଗେହ୍ଲା ଭାଇ….ତା ନୁଖୁରା ଦେହରେ ଟିକେ ତେଲ ମାଲିସ କରିଦିଏ…’ କୁନି ଭାଇ ଭଉଣୀ ଏମିତି ପ୍ରେମ ଦେଖି ଆପଣ ବି ଭାବୁକ ହେଇଯିବେ, ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି ।ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ବହୁତ ଖୁସି ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଆସେ ଯାହା ଲୋକମାନେ ଦେଖିଲେ ବହୁତ ଖୁସି ହୋଇଯାନ୍ତି । ତେବେ ଭାଇ-ଭଉଣୀ ସମ୍ପର୍କର ଏକ ସୁନ୍ଦର ଉଦାହରଣର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଭାଇରାଲ ହେଉଥିବା ଭିଡିଓରେ ବହୁତ ସ୍ନେହରେ ଗୋଟେ ଝିଅ ତାର କୁନି ଭାଇକୁ ତେଲ ଲଗାଉଛି । ବୟସରେ ସିନା ସାନ ହେଲେ ବୁଦ୍ଧିରେ ସେ କାହା ଠାରୁ କମ ନୁହେଁ ।

ନିଜ କୋଳରେ କୁନି ଭାଇକୁ ଓଲଟେଇ ଶୁଆଇ ଦେଇଛି ଆଉ ମୁଣ୍ଡ ଠାରୁ ନେଇ ଗୋଡ ହାତ ଜାଣେ ଘଷି ଦେଉଛି ତେଲ । ପୁରା ରଗଡିକି ମାଲିସ କରିଦେଉଛି ସତରେ କେତେ ସୁନ୍ଦର ଭଲ ପାଇବା ଏ ଭାଇ ଭଉଣୀଙ୍କ ମଧ୍ୟରେ ରହିଛି । ଭଗବାନ ସୃଷ୍ଟି ରଚିବା ବେଳେ ବୋଧେ ଅତି ଶ୍ରଦ୍ଧାର ସହ ଏହି ଭାଇ-ଭଉଣୀ ସମ୍ପର୍କର କଳ୍ପନା କରିଥିଲେ ।

ନହଲେ କେମିତି ବା ଏ ସମ୍ପର୍କରେ ଏତେ ପ୍ରେମ, ସ୍ନେହ, ଯତ୍ନ ଓ ଭଲ ପାଇବା ଥାନ୍ତା । ସେ ଯାହା ବି ହେଉ ଏ ଭଉଣୀର ତାର ସାନ ଭାଇ ପ୍ରତି ସ୍ନେହ ଓ ଭଲ ପାଇବାର ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଅନେକ ଲୋକ ଏହି ଭିଡିଓକୁ ଦେଖି ନିଜର ଭିନ୍ନ ଭିନ୍ନ ମତ ରଖିଛନ୍ତି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *