ବନ୍ଧୁଗଣ, ବର୍ତ୍ତମାନ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଆସିଲା ଏକ ଦୁଃଖ ଖବର । ଆପଣ ମାନେ ନିଶ୍ଚିତ ଭାବରେ ଆମ୍ଭର ପ୍ରିୟ ଓଡିଆ ଗୀତିକାର କୁଳଦୀପ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ସେ ନିଜ ସୁ ମଧୁର କଣ୍ଠରେ ଗୀତ ଗାଇ ବେସ ପ୍ରଶଂସାର ପାତ୍ର ହୋଇଛନ୍ତି । ତାଙ୍କ ସଙ୍ଗୀତ ର ତାଳେ ତାଳେ ଅନେକ ଯୁବାପିଢୀ ନାଚି ଉଠିଥାନ୍ତି । ଅନେକ ଚଳଚିତ୍ର ରେ ନିଜର କଣ୍ଠଦାନ କରି ସେ ବର୍ତ୍ତମାନ ଜଣେ ଆଗଧାଡିର ଗାୟକ ଭବରେ ପରିଚିତ । ତେବେ ନିକଟରେ କୁଳଦୀପ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ମାତ୍ର ବର୍ତ୍ତମାନ ତାଙ୍କ ପରିବାରକୁ ଆସିଛି ବହୁଅତ ବଡ ଦୁଖ ଖବର । ସୂଚନା ଅନୁଯାୟୀ କୁଳଦୀପ ଙ୍କ ବାପା ଆତ୍ମହତୟା କରିଛନ୍ତି । ଗତକାଲି କୁଳଦୀପ ଙ୍କ ବାପା ଆତ୍ମହତୟା କରିଛନ୍ତି । କୁଳଦୀପ ଈପ୍ସିତା ଙ୍କୁ ବିବାହ କରିଥିଲେ । ସୂଚନା ମୁତାବକ କୁଳଦୀପ ଏବଂ ଈପ୍ସିତା ପରସ୍ପରକୁ ବିବାହ କରିଥିଲେ ଏବଂ ପରବର୍ତ୍ତୀ ଅବସ୍ଥାରେ ପରିବାରର ସହମତି କ୍ରମେ ପରସ୍ପର ପରସ୍ପର କୁ ବିବାହ କରିଥିଲେ ।
କୁଳଦୀପ ଙ୍କ ବିବାହ ପରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ବହୁତ ଖୁସିରେ ଥିଲେ, ମାତ୍ର ବର୍ତ୍ତମାନ ତାଙ୍କ ପରିବାରକୁ ମାଡି ଆସିଛି ଏକ ବହୁତ ବଡ ଦୁଃଖଦ ଘଟଣା । କୁଳଦୀପଙ୍କ ବାପା ଙ୍କର ଆତ୍ମହତୟା ର କାରଣ ବର୍ତ୍ତମାନ କିଛି ସ୍ପଷ୍ଟ ହୋଇ ନାହିଁ । ସୂଚନା ଅନୁଯାୟୀ ତାଙ୍କ ବାପା ଜଣେ ବ୍ୟବାସାୟୀ ଥିଲେ ।
ସମାଜ ରେ ମଧ୍ୟ ତାଙ୍କର ଭଲ ନାମ ଥିଲା ମାତ୍ର ସେ ଆଜି ଆଉ ଆମ୍ଭ ଗହଣରେ ନାହାଁନ୍ତି ସମସ୍ତଙ୍କୁ ଛାଡିଦେଇ ଚିରଦିନ ଲାଗି ଆର ପାରିକୁ ଚାଲି ଯାଇଛନ୍ତି । କୁଳଦୀପ ଙ୍କ ବାପା ତାଙ୍କ ପୁଅ ଙ୍କ ବାହାଘରରେ ବେସ ଖୁସି ଥିଲେ । ଘରକୁ ନୂଆ ବୋଧୂ ଆସିବା ପରେ ଏହି ଖୁସି ଆହୁରି ଦୁଇ ଗୁଣା ବଢିଯାଇଥିଲା ମାତ୍ର ଏଭଳି କେଉଁ କାରଣ ନିମନ୍ତେ କୁଳଦୀପ ଙ୍କ ବାପା ଏହି ନିଷ୍ଠୁର ପଦକ୍ଷପ ନେଲେ ତାହା ବର୍ତ୍ତମାନ ଆଶ୍ଚର୍ଯ୍ୟ ର ବିଷୟ ପାଲଟି ଯାଇଅଛି ।
ବର୍ତ୍ତମାନ ତାଙ୍କ ବାପା ଙ୍କ ବିୟୋଗ ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଏହିଭଳି ଅଭାବନୀୟ ଘଟଣା କୁ କୁଳଦୀପ ଏବଂ ତାଙ୍କ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଏହା ପଛର କାରଣ କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିବା ସହିତ ଚାରିଆଡେ ଶୋକାକୂଳ ପରିବେଶ ଖେଳି ଯାଇଅଛି । ତେବେ ବନ୍ଧୁଗଣ ଏହି ଖବରକୁ ନେଇ ଆପଣଙ୍କ ମତାମତ ଆମ୍ଭ ମାନଙ୍କୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଫଲୋ କରନ୍ତୁ ।