ଓଡିଆ ସିଙ୍ଗର Kuldeep ଙ୍କ ବାହାଘରରେ ଜବରଦସ୍ତ ଡ୍ୟାନ୍ସ କଲେ Asima Panda, ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ବାହାଘର ର ଦିନ ଚାଲିଛି ବୋଲି ଆମେ କହିପାରିବା । କାରଣ ଏହି ସିଜିନ ରେ ଅନେକ ବିବାହ ହେବାରେ ଦେଖିବା କୁ ମିଳିଥାଏ । ତେବେ ଚଳିତ ବର୍ଷ ଅନେକ ଫିଲ୍ମ କଳାକାର ତଥା ଟିଭି ସିରିଏଲ ର ଅଭିନେତା ଓ ଅଭିନେତ୍ରୀ ମାନେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଯାହାଙ୍କ ର ଫୋଟ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଥିବା ର ଆପଣ ମଧ୍ୟ ଦେଖୁଥିବେ ।


ତେବେ ବିବାହ ମାନେ ଆନନ୍ଦ ଉଲ୍ଲାସର ଦିନ ଏହା ତ ଆମେ ସମସ୍ତେ ଜାଣିଛୁ । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆମ ଓଡିଶାରେ ଜଣେ ଗାୟକ ଙ୍କ ର ବିବାହ କୁ ନେଇ ଚର୍ଚ୍ଚା ଚାଲିଛି । ତାଙ୍କ ବିବାହ କୁ ନେଇ ଯେତିକି ଚର୍ଚ୍ଚା ଚାଲିଛି ତାଙ୍କ ବିବାହରେ ଅନ୍ୟ ଗାୟକ ଓ କଳାକାର ମାନେ ଯାହା ସବୁ କରିଛନ୍ତି ତାହା ଅଧିକ ମାତ୍ରାରେ ଭାଇରଲ ମଧ୍ୟ ହେଉଛି ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଏମିତି ଭିଡିଓ ଭାଇରାଲ ହେଉଛି ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ହସିବେ ମଧ୍ୟ । ତେବେ ଆପଣ ମାନେ ଜାଣିଥିବେ କି କିଛି ଦିନ ତଳେ ଓଡ଼ିଆ ଫିଲ୍ମ ଇନ୍ଦ୍ରଷ୍ଟ୍ରି ର ଗାୟକ କୂଳଦୀପ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ତାଙ୍କ ର ବିବାହ ରେ ଖୁବ ମଜା ନେଉଛନ୍ତି ଅନ୍ୟ ଗାୟକ ଓ କଳାକାର ମାନେ । ତେବେ କୂଳଦୀପ ଙ୍କର ବିବାହ ର ଅନେକ ଫୋଟ ଓ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିଲା ।

କିନ୍ତୁ ଏହି ଫୋଟ ଓ ଭିଡିଓ ମଧ୍ୟରୁ ଗୋଟିଏ ଭିଡିଓ ଲୋକ ଙ୍କୁ ବେଶ ପସନ୍ଦ ଆସିଛି ଆଉ ଲୋକମାନେ ଏହାର ବେଶ ମଜା ମଧ୍ୟ ନେଉଛନ୍ତି । ତେବେ ଭିଡିଓ ଟି କିଛି ଏପରି ରହିଛି କି ବିବାହ ମାନେ ମଜାମସ୍ତି ଡ୍ୟାନ୍ସ ର ହୋଇଥାଏ । ସେହି ପରି କୂଳଦୀପ ଙ୍କର ବାହାଘର ରେ ଡ୍ୟାନ୍ସ କରି ଚର୍ଚ୍ଚା ରେ ଗାୟିକା ଅସୀମା ପଣ୍ଡା ରହିଛନ୍ତି । ତେବେ ଭିଡିଓ ଟିରେ ଦେଖାଯାଇଛି ଯେ, କୂଳଦୀପ ଓ ତାଙ୍କ ର ନବ ବିବାହିତ ଙ୍କ ସହ ସମସ୍ତେ ଡ୍ୟାନ୍ସ କରୁଥିଲେ ।


ତେବେ ଓଡ଼ିଆ ଗୀତ ଓ ଡିଜେ ବଜାଇ ବେଶ ଧୁମ ଧାମ ରେ ନାଚ ଚାଲିଥିଲା । ଆଉ ଏହି ମଧ୍ୟରେ ଅସୀମା ପଣ୍ଡା କିଛି ଏପରି କରିଦେଲେ କି ସବୁ ଆଶ୍ଚର୍ଯ୍ୟ ହୋଇ ରହିଗଲେ । ତେବେ କୂଳଦୀପ ଙ୍କର ବିବାହ ରେ ଓଡ଼ିଆ ଇନ୍ଦ୍ରଷ୍ଟ୍ରି ର ସୁପରହିଟ ଗାୟକ ଅସୀମା ପଣ୍ଡା ଶାଢୀ ପିନ୍ଧିଥିଲେ । ତେବେ ସେ ସମସ୍ତ ଙ୍କ ସହ ଡ୍ୟାନ୍ସ କରୁ କରୁ ସେ ଶାଢ଼ୀ ଟିକୁ ହାତରେ ଟିକେ ଉପର କୁ ଧରି ଡ୍ୟାନ୍ସ କରୁଥିବା ର ନଜର ରେ ଆସିଥିଲେ ।

ତେବେ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହାକୁ ଦେଖି ବେଶ ମଜା କରୁଥିବା ମଧ୍ୟ ଜଣାପଡ଼ିଛି । ତେବେ ଆପଣ ବି ଦେଖନ୍ତୁ କିପରି ଶାଢ଼ୀ ଉଠାଇ ଡ୍ୟାନ୍ସ କରୁଛନ୍ତି ଅସୀମା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *