କୁଆଡେ ଗଲୁ ପାଗିଲି ସୁରେ କୀର୍ତ୍ତନ ମର୍ଡନ ladies କୀର୍ତ୍ତନ, ଏମିତି କୀର୍ତ୍ତନ ଆଗରୁ କେବ ବି ଦେଖି ନଥିବେ, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଅନେକ ଲୋକ ସୋସିଆଲ ମିଡିଆରେ ଫେମସ ହେବା ପାଇଁ ସର୍ଟ ଭିଡିଓ ମଧ୍ୟ ଅପଲୋଡ କରୁଛନ୍ତି । ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ସୋସିଆଲ ମିଡିଆ ମାଧ୍ୟମରେ ଫେମସ ହୋଇ ପାରୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଖୁସି ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ଭଗବାନଙ୍କ ସ୍ମରଣରେ କୀର୍ତ୍ତନ କରାଯାଇଥାଏ । ଆପଣ ମାନେ ସମସ୍ତେ ଅନେକ ସ୍ଥାନରେ କୀର୍ତ୍ତନ ଦେଖିଥିବେ । ସାଧାରଣତଃ କୀର୍ତ୍ତନରେ ବ୍ରାହ୍ମଣ ମାନେ ଗୋଟିଏ ସ୍ଵରରେ ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି । ହେଲେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି କୀର୍ତ୍ତନ ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ସମସ୍ତେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଏହି କୀର୍ତ୍ତନ ଭିଡିଓରେ କିଛି ବ୍ରାହ୍ମଣ ଓ କିଛି ମହିଳା ମାନେ କୀର୍ତ୍ତନ କରୁଥିବାର ନଜର ଆସୁଛନ୍ତି । ହେଲେ ଓଡିଆ ଆଲବମ ‘କୁଆଡେ ଗଲୁ ପାଗିଲି’ ଗୀତର ସୁରେ ସୁରେ ଏମାନେ କୀର୍ତ୍ତନ କରୁଛନ୍ତି । ବ୍ରାହ୍ମଣ ମାନେ ଅତି ସୁନ୍ଦର ଭାବରେ ଏହି ‘କୁଆଡେ ଗଲୁ ପାଗିଲି’ ଆଲବମ ଗୀତର ସୁରେ ସୁରେ କୀର୍ତ୍ତନ କରୁଛନ୍ତି ଯାହା ଲୋକମାନଙ୍କୁ ଅତ୍ୟନ୍ତ ମନୋରଞ୍ଜନ କରେଇଛି ।

ବନ୍ଧୁଗଣ ଏବେ ପ୍ରାର୍ଥନା ବି ମଡର୍ନ ଉପାୟରେ କରାଯାଉଛି । ଏହି ଭିଡିଓକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଅନେକ ଲୋକ ଏହି ଭିଡିଓକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *