ପ୍ରଥମ କରି ଶାଶୂଘରେ କିପରି ନୂଆ କୁମାର ପୂର୍ଣ୍ଣିମା ପାଳନ କଲେ Pragyan ଙ୍କ ସ୍ତ୍ରୀ Sunanda, କୁମାର ପୂର୍ଣ୍ଣିମାରେ ଦେଖିଲେ ଭୁତ ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଯେ ଆମ । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି । ଏହି ଅଭିନେତ୍ରୀ ମାନେ ଦର୍ଶକ ମାନ ଙ୍କ ମନୋରଂଜନ କରାଇ ଥାଆନ୍ତି ନିଜ ଜବରଦସ୍ତ ଅଭିନୟ ଫଳ ରେ । ଏହି ଅଭିନେତ୍ରୀ ମାନ ଙ୍କୁ ଓଡ଼ିଶା ର ସମସ୍ତ ଦର୍ଶକ ମାନେ ବେଶ୍ ଭଲ ଭାବରେ ଜାଣିଛନ୍ତି । ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତ୍ରୀ ମାନେ ବେଳେ ବେଳେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି କିଛି କାର୍ଯ୍ୟ କୁ ନେଇ ।

ତେବେ ବର୍ତ୍ତମାନ୍ ସମୟ ରେ ଠିକ୍ ସେହିଭଳି ଭାବେ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ସେହି ବିଷୟ ରେ ଜାଣିବା । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତ୍ରୀ ଭାବେ ବେଶ୍ ପରିଚିତ ସେ ହେଉଛନ୍ତି ସୁନନ୍ଦା । ଆପଣ ମାନେ ସୁନନ୍ଦା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଅଭିନେତ୍ରୀ ସୁନନ୍ଦା ଯିଏ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ , ଅଭିନୟ ରୁ ସେ ଅନେକ କିଛି ପାଇଛନ୍ତି ।

ହଁ ବନ୍ଧୁ ନିଜ ଅଭିନୟ ପାଇଁ ସେ ଅନେକ ନାମ ଅର୍ଜନ କରିବା ସହ ସବୁଠି ନିଜ ଅଭିନୟ ପାଇଁ ସମ୍ମାନ ମିଳେ । ଆପଣ ମାନେ ତାଙ୍କ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ । କେବଳ ଚଳଚ୍ଚିତ୍ର ରେ ନୁହେଁ ବରଂ ଧାରାବାହିକ ନଜର ଆସିବା ସହ ବହୁ ସାରା ରିଆଲିଟ ସୋ ରେ ନଜର ଆସୁଛନ୍ତି । ତେବେ ଏହି ଅଭିନେତ୍ରୀ ଜଣକ ଅତି ନିକଟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ପ୍ରଜ୍ଞା ଖଟୁଆ ଙ୍କୁ ବିବାହ କରିଛନ୍ତି ।

ପ୍ରଜ୍ଞା ଖଟୁଆ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ହାସ୍ୟ ଅଭିନେତା ଯିଏ ଲକ୍ଷ ଲକ୍ଷ ଦର୍ଶକ ମାନ ଙ୍କ ମନ୍ ରେ ନିଜ ଅଭିନୟ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ପାଇ ପାରିଛନ୍ତି , ଆପଣ ମାନେ ଅଭିନେତା ପ୍ରଜ୍ଞା ଙ୍କ କମେଡି ନିଶ୍ଚୟ ଦେଖିଥିବେ । ତେବେ ବିବାହ ପରେ ଉଭୟ ବର୍ତ୍ତମାନ୍ ସମୟ ରେ ବେଶ୍ ଖୁସି ରେ ରହିବା ସହ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହୁଛନ୍ତି । ବିବାହ ପରେ ମଧ୍ୟ ନିଜ ଅଭିନୟ ଜାରି ରଖିଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଭିନେତ୍ରୀ ସୁନନ୍ଦା ଓ ଆଜି ଆମେ ଏହି ଚର୍ଚ୍ଚା ର ବିଷୟ ରେ ଜାଣିବା । ତେବେ ଆପଣ ମାନେ ଜାଣିଥିବେ ଯେ ସରି ଯାଇଛି କୁମାର ପୂର୍ଣ୍ଣିମା ତେବେ ଆଶ୍ୱିନ ମାସ ପୂର୍ଣ୍ଣିମୀ ତିଥିରେ କୁମାରୋତ୍ସବ ବା କୁମାର ପୂର୍ଣ୍ଣିମା ପର୍ବଟି ପାଳିତ ହୁଏ । ଏହିଦିନ ଜଗନ୍ମାତା ମା’ ଲକ୍ଷ୍ମୀଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ବା କୋଜାଗାର ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ ।

ଏହିପର୍ବ ଓଡ଼ିଶାର ଘରେ ଘରେ ପାଳିତ ହୁଏ ଏବଂ ଏ ଦିନ ଓଡ଼ିଶାବାସୀ ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି । କୁମାର ପୂର୍ଣ୍ଣମୀ ଅବସରରେ ପାଳିତ ହେଉଥିବା ଜହ୍ନି ଓଷା ଏକ ସକାମ ବ୍ରତ । ରୋଗରୁ ମୁକ୍ତ ଓ ଧନପ୍ରାପ୍ତ ଉଭୟ କାମନାର ପରିପୂରଣ ପାଇଁ ଏ ଓଷା ପାଳନ । ଲକ୍ଷ୍ମୀବ୍ରତ ଐଶ୍ୱର୍ଯ୍ୟପ୍ରାପ୍ତିର କାମନାରେ ପାଳିତ ହୋଇଥାଏ ।

ଜୁଆଖେଳ, ପଶାଖେଳ ବା ଗଜଲକ୍ଷ୍ମୀ ପୂଜା ଇତ୍ୟାଦି ମୂଳରେ ସମ୍ପଦ ଓ ସୌଭାଗ୍ୟ ଲାଭର ଲାଳସା ପ୍ରଚ୍ଛନ୍ନ । ଚନ୍ଦ୍ର ଓ ସୂର୍ଯ୍ୟ ଉପାସନା ଅନ୍ତରାଳେରେ ଶକ୍ତି ଓ ସାମର୍ଥ୍ୟ ଲାଭର ପିପାସା ନିହିତ । ସେହିପରି କେଦାର ବା କାର୍ତ୍ତିକେୟ ବ୍ରତ ପାଳନ । ଅତଏବ ମନେହୁଏ ଯେ କୁମାର ପୂର୍ଣ୍ଣମୀ ଦିନଟି କୁମାରୋତ୍ସବ ନାମରେ କଥିତ ହେଉଥିଲେ ମଧ୍ୟ ଏହା ନାରୀପୁରୁଷ ନିର୍ବିଶେଷରେ ଅତି ଆଦରଣୀୟ ପର୍ବ ରୂପେ ଗୃହିତ ହୋଇଥାଏ ।

ଏହି ସମୟରେ ଗଜପୃଷ୍ଠରେ ଲକ୍ଷ୍ମୀ ଦେବୀଙ୍କର ହୁଏ ଆବିର୍ଭାବ । କାରଣ ଓଡ଼ିଶାର ନରନାରୀ ପରା ଲକ୍ଷ୍ମୀଦେବୀଙ୍କୁ ଆରାଧନା ମାଧ୍ୟମରେ ବରଣ ହୋଇଥାନ୍ତି ଓ ଏହି ପୁର୍ଣିମା ଟି ସୁନନ୍ଦା ବେଶ ଧୁମ୍ ଧାମରେ ରେ ପାଳନ କରିଛନ୍ତି ନିଜ ସ୍ବାମୀ ଙ୍କ ପାଇଁ ଏହି ପୂଜା ପାଳନ କରୁ ଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଓ ଆପଣ ମାନେ ଏହି ଭିଡିଓ ଟି ରେ ସୁନନ୍ଦା ନିଜ ଦିଅର ମାନଙ୍କ ସହ କିପରି ମଜା ମସ୍ତି କରୁଛନ୍ତି ତାହା ଜାଣି ପାରିବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *