ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ଜାଣିଛନ୍ତି ଯେ, କିନ୍ନର ସମାଜ ଏକ ଏପରି ସମାଜ ଅଟେ ଯିଏ ସମସ୍ତଙ୍କୁ ଆଶୀର୍ବାଦ ଦେଇଥାଆନ୍ତି । ଏହା ମଧ୍ୟ କୁହାଯାଏ ଯେ,କିନ୍ନର ମାନଙ୍କ ଆଶୀର୍ବାଦ ଏବଂ ଅଭିଶାପ ନିଶ୍ଚିତ ଭାବରେ ଫଡ଼ିଥାଏ । ତାଙ୍କର ଏକ ମାତ୍ର ସାହାରା ହେଉଛି ଆଖପାଖ ରେ ହେଉଥିବା ସମାହାର ରେ ଯୋଗ ଦେବା ଏବଂ ନାଚ ଗୀତ କରିବା । କିନ୍ନର ସମାଜ ଏକ ଏପରି ସମାଜ ଯାହା ଅନ୍ୟ ମାନଙ୍କ ପାଇଁ ଏକ ଜିଜ୍ଞାସା ହୋଇ ରହି ଯାଇଥାଏ ।
ତେବେ କିଛ ବ୍ୟକ୍ତି ଏପରି ମଧ୍ୟ ଭାବି ଥାଆନ୍ତି ଯେ, କିନ୍ନର ମାନଙ୍କ ସାମ୍ନାକୁ ଯିବା ଆଦୋୖ ଉଚିତ ନୁହେଁ କାରଣ ସେମାନଙ୍କ ସମ୍ମୁଖକୁ ଯିବା ଦ୍ୱାରା ସେମାନଙ୍କ କହିବା ଅନୁସାରେ ସବୁ କରିବାକୁ ପଡିଥାଏ ନଚେତ ସେମାନେ କିଛିଭି କରି ଦିଅନ୍ତି । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ଯେ, ଆପଣ ମାନେ ଯଦି ଏହି ଜିନିଷ ଟି ମାଗି ଆଣିବେ ତାହେଲେ ଆପଣଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ ଏବଂ ଆପଣ ଧନ ସମ୍ପତ୍ତି ର ଅଧିକାରୀ ହେବେ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ ।
୧- ପ୍ରଥମ ରେ ଆପଣ ଜଣେ ବୃଦ୍ଧ କିନ୍ନର ଙ୍କୁ କିଛି କଏନ ଦିଅନ୍ତୁ ଏବଂ ପାର୍ଥନା କରନ୍ତୁ କି ଆପଣ ଯେତେବେଳେ ବି ତାଙ୍କୁ ମାଗିବେ ତେବେ ଆଶୀର୍ବାଦ ରୂପରେ ସେ ଆପଣଙ୍କୁ ଗୋଟିଏ କଏନ ଦେବେ ଏବଂ ସେହି କଏନ କୁ ଆପଣ ଏକ ସବୁଜ ରଙ୍ଗ କପଡ଼ାରେ ଗୁଡାଇ ତାକୁ ନିଜ ଲକର, ଆଲମାରୀ କିମ୍ବା ଟ୍ରେଜେରୀ ରେ ରଖନ୍ତୁ । ତେବେ ମନୁଷ୍ୟ ନିଜ କର୍ମ ଅନୁସାରେ ହିଁ ପୁରୁଷ, ନାରୀ କିମ୍ବା ନପୁଂସକ ଲିଙ୍ଗ ରେ ଜନ୍ମ ଲାଭ କରିଥାଆନ୍ତି ।
ଶାସ୍ତ୍ର ଅନୁସାରେ ବୁଧ ଗ୍ରହ ନପୁଂସକ ଅଟନ୍ତି ତେଣୁ କିନ୍ନର ମାନଙ୍କ ଉପରେ ବୁଧ ଗ୍ରହ ସଦା ସର୍ବଦା ଆଶୀର୍ବାଦ ରଖିଥାଆନ୍ତି । ତେବେ ଯଦି କୌଣସି କିନ୍ନର ଆପଣଂକୁ ବୁଧବାର ଦିନ ଆଶୀର୍ବାଦ ଅଥବା କିଛି ଜିନିଷ ପ୍ରଦାନ କରୁଛନ୍ତି ତେବେ ଆପଣଙ୍କ ଭାଗ୍ୟ ବଦଳିବାର ବହୁତ ମାତ୍ରା ରେ ସମ୍ଭାବନା ରହିଛି ।
୨- ଦ୍ଵିତୀୟ ରେ ହେଉଛି ଯଦି କିନ୍ନର ମାନେ ଖୁସି ହୋଇ ଆପଣ ମାନଙ୍କୁ ଏକ ଟଙ୍କିଆ ମୁଦ୍ରା ପ୍ରଦାନ କରନ୍ତି ତାହେଲେ ଆପଣଙ୍କ ଭାଗ୍ୟ ଚମକି ଯିବ । ତାହାଦ୍ୱାରା ଆପଣ ମାନଙ୍କୁ କିନ୍ନର ମାନଙ୍କ ଆଶୀର୍ବାଦ ମିଳିଥାଏ ଏବଂ କିନ୍ନର ମାନଙ୍କ ଆଶୀର୍ବାଦ ଦ୍ୱାରା ଆପଣଙ୍କ ଭାଗ୍ୟ ସମ୍ପୁର୍ଣ୍ଣ ଭାବରେ ବଦଳି ଯିବ । ଆପଣ ନିଜ ତରଫ ରୁ ତାଙ୍କୁ ସେହି ଏକ ଟଙ୍କିଆ ମୁଦ୍ରା ମାଗିଲେ ସେମାନେ ଦେଇ ନଥାଆନ୍ତି କିନ୍ତୁ ଆପଣ ମାନେ ଥରେ ଚେଷ୍ଟା କରି ଦେଖିବେ,ହୁଏତ ସେମାନେ ଆପଣଙ୍କୁ ଖୁସି ର ସହ ମୁଦ୍ରାଟି ପ୍ରଦାନ କରି ପାରନ୍ତି ।
୩- ତୃତୀୟ ରେ ଆପଣ ନିଜ ସନ୍ତାନ କୁ ବୁଧବାର ଦିନ ଏକ କିନ୍ନର ର ଆଶୀର୍ବାଦ ଦିଅନ୍ତୁ ଦେଖିବେ ସେହି ପିଲାଟି ଖୁବ ବୁଦ୍ଧିମାନ ଏବଂ ସୁଗଠିତ ହେବ । ତେବେ ଯଦି ଆପଣ ଙ୍କ ସନ୍ତାନ ନାହିଁ ଏବଂ ଯେତେ ଉପାୟ କଲେ ମାଧ୍ୟ ଆପଣଂକୁ ସନ୍ତାନ ସୁଖ ମିଳୁନାହିଁ, ତେବେ ଆପଣ ବଜାର ରୁ ଏକ କଣ୍ଢେଇ କିଣି ଆଣନ୍ତୁ ଏବଂ ସେହି କଣ୍ଢେଇ ସହ କିଛି ପଇସା ଜଣେ କିନ୍ନର ଙ୍କୁ ପ୍ରଦାନ କରନ୍ତୁ ଯଦି ସେ ଖୁସି ର ସହ ସେ କଣ୍ଢେଇଟି କୁ ନିଜ ପାଖରେ ରାଝିବେ ତେବେ ଆପଣ ମାନେ ନିଶ୍ଚିତ ହୋଇଯିବେ ଯେ, ଭବିଷ୍ୟତ ରେ ଆପଣ ମାନଙ୍କୁ ନିଶ୍ଚିତ ଭାବରେ ସନ୍ତାନ ସୁଖ ମିଳିବାକୁ ଯାଉଛି ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।