କିନ୍ନର ମାନଙ୍କ ଅନ୍ତିମ ସଂସ୍କାର ରାତିରେ ହିଁ କାହିଁକି ହୋଇଥାଏ ? ଜାଣନ୍ତୁ ଏହାର ରହସ୍ୟ

ନମସ୍କାର ବନ୍ଧୁଗଣ ତେବେ ଭଗବାନ ଗଢିଥିବା ମନୁଷ୍ୟ ର ତିନୋଟି ପକ୍ଷ ଥାଏ । ନାରୀ, ପୁରୁଷ, ଓ କିନ୍ନର । ଆମ ମଣିଷ ସମାଜ ନିଜ ମିଛ ଅହଂକାର ଓ ଗର୍ବ ପାଇଁ କିନ୍ନର ମାନଙ୍କୁ ତଡି ଦେଇଥାଏ ।କିନ୍ନର ଙ୍କୁ ଆଦିଶକ୍ତି ର ଅର୍ଦ୍ଧ ନାରେଶ୍ୱରୀ ଙ୍କ ରୂପ ମଧ୍ୟ କୁହାଯାଏ । କିନ୍ତୁ ସେମାନେ ଆମ ହସ ସୁଖ ରେ ସାମିଲ ହୋଇ ତାଙ୍କ ଆଶୀର୍ବାଦ କରନ୍ତି ।କିନ୍ନର ଙ୍କ ଅଭିଶାପ ଓ ଆଶୀର୍ବାଦ ଏହି ଦୁଇଟି ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ ।

ତେବେ ଏମାନଙ୍କ ର ଅନ୍ତିମ ସଂସ୍କାର ବହୁତ ରହସ୍ୟମୟ ହୋଇଥାଏ । ଏହା ଗରୁଡ଼ ପୁରାଣ ରେ ବର୍ଣିତ ହେଇଛି । କିନ୍ନର ମାନଙ୍କୁ ଏକ ଏପରି ଆଶ୍ରିବାଦ ପ୍ରାପ୍ତି ହେଇଛି ଯେ ଯେଉଁ କିନ୍ନର ମୃତ୍ୟୁ ବରଣ କରିବାକୁ ଯାଉ ଥାଏ।ତେବେ ସେ ମୃତ୍ୟୁ ପୂର୍ବରୁ  ଜାଣି ଯାଆନ୍ତି କି ସେମାନଙ୍କ ଆୟୁ ପୁରି ଆସିଲାଣି ତେଣୁ ସେମାନେ ମୃତ୍ୟୁ ର କିଛି ଦିନ ପୂର୍ବ ରୁ ଅନ୍ନ ତ୍ୟାଗ କରି ପାଣି ପିଇ ରହି ଥାନ୍ତି।ଏହା ପରେ ଯେଉଁ କିନ୍ନର ମୃତ୍ୟୁ ବରଣ କରେ ତାହାର ମୃତ ଦେହ କୁ ଧଳା କନା ରେ ଘୋଡାଇ ଦେଇ ଥାଆନ୍ତି। କିନ୍ନର ର ମୃତ ଶରୀର କୁ  ଅର୍ଧ ରାତି ରେ ନିଆଯାଏ ।

କିନ୍ନର ଙ୍କ ମୃତ ଶରୀର କୁ ହିନ୍ଦୁ ଧର୍ମ ଭଳି ପୋଡାଯାଏ ନାହିଁ।ତେବେ ସେମାନଙ୍କ ଶରୀର କୁ ପୋତା ହୋଇଥାଏ। କିନ୍ନର ର ମୃତ ଦେହ କୁ ଅନ୍ୟ କିନ୍ନର ମାନେ ମଝିରେ ରଖି ଗାଳି ଦେଇଥାନ୍ତି ଓ ଚପଲ ମାରି ଥାନ୍ତି । ଏହା ପଛରେ ଥିବା ରହସ୍ୟ  ହେଉଛି ଏମିତି କରିବା ଦ୍ଵାରା ଯେଉଁ କିନ୍ନର ମୃତ୍ୟୁ ବରଣ କରିଥାଏ ତାହାର ଏହି ଜନ୍ମରେ ଥିବା ସବୁ ପାପ କ୍ଷୟ ହୋଇ ଯିବ ।

କିନ୍ନର ମାନେ କେହି କିନ୍ନର ମରିଲେ ଦୁଃଖ ବା ଶୋକ କରନ୍ତି ନାହିଁ ଓଲଟା ତା ମୃତ ଦେହ କୁ ରଖି ଖୁସି ରେ ନାଚ ଓ ଗୀତ କରନ୍ତି।ତେବେ ସେମାନେ ଏହା ଭାବନ୍ତି କି ଏବେ ସେ କିନ୍ନର ଭଳି ନର୍କ ଜନ୍ମ ରୁ ମୁକ୍ତି ପାଇଲା । କିନ୍ନର ମାନଙ୍କ ଶବ କୁ ଅନ୍ୟ ଲୋକଙ୍କ ପରି ୪ କାନ୍ଧ ରେ ନିଆ ଯାଏ ନାହିଁ ବରଂ ସିଧା କରି ନିଆଯାଏ ।

ଓ କୌଣସି ବ୍ୟକ୍ତି ଯଦି କିନ୍ନର ର ଶବ ଦାହ ଦେଖନ୍ତି ତେବେ ସେ ମଧ୍ୟ ପର ଜନ୍ମ ରେ କିନ୍ନର ହେବେ । ତେଣୁ କରି କିନ୍ନର ମାନେ ଆଗ ହିଁ ଲୋକମାନଙ୍କୁ ସଜାଗ କରନ୍ତି ଯେପରି କେହି ତା ମୃତ ଦେହ ନ ଦେଖନ୍ତୁ।ତେବେ କିନ୍ନର ମାନଙ୍କ ଶବ କୁ ଯଦି କେହି ବ୍ୟକ୍ତି ଲୁଚିକି ଦେଖେ ତେବେ ସେ ବଞ୍ଚିବା କଷ୍ଟ କର ହୋଇ ଥାଏ ।

କିନ୍ନର ର ମୃତ୍ୟୁ ପରେ ଅନ୍ୟ କିନ୍ନର ମାନେ ୧ ସପ୍ତାହ ପର୍ଯ୍ୟନ୍ତ ବ୍ରତ ରଖନ୍ତି ଓ ନିଜ ଭଗବାନ ଇରାବନ ଙ୍କ ନିକଟରେ ପ୍ରାର୍ଥନା କରନ୍ତି । ଯେପରି ମୃତ୍ୟୁ ବରଣ କରିଥିବା କିନ୍ନର ଯଦି କୌଣସି ସୌଭାଗ୍ୟ ରୁ ବଂଚିତ ଥିବ ତାହା ତା ପୁନର୍ଜନ୍ମ ରେ ପୂରା ହେଉ ଓ ସେ ଏକ ପୂର୍ଣାଙ୍ଗ ଜନ୍ମ ଗ୍ରହଣ କରୁ।

ତେବେ ଆପଣ ମାନଙ୍କୁ ଓଡିଆ ଗାୟିକା ଅର୍ପିତାଙ୍କ ଗୀତ ଗୁଡିକ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *