ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।
ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ବନ୍ଧୁଗଣ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀଳା କିଏ ବା ବୁଝିପାରିବ ।
ସେ ଭକ୍ତ ଭାବରେ ବନ୍ଧା । କଥାରେ ଅଛି ପ୍ରଭୁଙ୍କ ଡୋରୀ ଯେ ପର୍ଯ୍ୟନ୍ତ ନ ଲାଗିଛି ସେ ପର୍ଯ୍ୟନ୍ତ ସତ ଚେଷ୍ଟା କରିଲେ ମଧ୍ୟ ଦର୍ଶନ ପାଇପାରିବେନି । ବନ୍ଧୁଗଣ କଇଁଛରେ ମହା ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଛବି ଏମିତି ଏକ ଅଲୌକିକ ଘଟଣା ଶ୍ୟାମା ଖୁଣ୍ଟା ବ୍ଲକ ଅନ୍ତର୍ଗତ ବାହାଦୁର ପୁର ଗ୍ରାମରେ ଦେଖିବାକୁ ମିଳିଛି ।
ଦେବ କାଳନ୍ଦି ଗତ ରବିବାର ଦିନ ଖଳାକୁ ଯାଉଥିବା ସମୟରେ ଏପରି ଏକ ବିରଳ କଇଁଛ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଛବି ଦେଖି ସେ ଖୁସିରେ ପାଗଳ ହୋଇଯାଇଥିଲେ । ଏ ବିଷୟରେ ସେ ଗ୍ରାମ ବାସୀଙ୍କୁ ଜଣାଇଥିଲେ ପରେ ସେହି ବିରଳ କଇଁଛକୁ ଉଦ୍ଧାର କରି ଗ୍ରାମକୁ ଆଣିଥିଲେ । ଏବେ ସେହି ଜଗନ୍ନାଥଙ୍କ ପ୍ରତି ଛବି ଥିବା କଇଁଛକୁ ଧୂପ, ଦୀପ ଓ ଶଙ୍ଖ ଧ୍ୱନି ଦେଇ ପୂଜା କରୁଛନ୍ତି ଗ୍ରାମବାସୀ ।
ତେବେ ଏହି ବିରଳ କଇଁଛ କେଉଁଠୁ ଏ ସ୍ଥାନକୁ ଆସିଲା ତାହା ଜଣା ପଡି ନାହିଁ । ଜଗନ୍ନାଥଙ୍କ ପ୍ରତି ଛବି ଥିବା ବିରଳ କଇଁଛକୁ ଦେଖିବା ପାଇଁ ଗ୍ରାମବାସୀଙ୍କ ପ୍ରବଳ ଭିଡ ଜମିଛି । ଏପରି ଅଲୌକିକ ଘଟଣା ଏବେ ସମସ୍ତ ସ୍ଥାନରେ ବେସ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।