ବେକରେ ଜୋତାମାଳ ଗୋଡରେ ବ-ନ୍ଧା ହେଇଛି ପ୍ଲା-ଷ୍ଟି-କ ଦଉଡି ଏମିତି ଏକ ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ ଏ ବ୍ୟକ୍ତି ଜଣକ ଏମିତି କଣ କରିଛନ୍ତି ଯେ ତାଙ୍କୁ ଏପରି ଶାସ୍ତି ଦିଆ ଯାଉଛି । ହେଲେ ବନ୍ଧୁଗଣ ଏ ବ୍ୟକ୍ତି ଜଣକ ଏମିତି କିଛି କାମ କରିଛନ୍ତି ଯେଉଁଥି ପାଇଁ ତାଙ୍କୁ ଦିଆ ଯାଉଛି ଏମିତି ଦ-ଣ୍ଡ । ଘରେ ସ୍ଵାମୀ ନଥିଲେ କି ଶାଶୁ ନଥିଲେ ଘରେ ଏକା ଶୋଇ ଥିଲା ବୋହୂ । ଏହାର ସୁଯୋଗ ଉଠାଇ ବୋହୂକୁ ଦୁଷ୍କଅର୍ମ କରିବା ପାଇଁ ଉଦ୍ୟମ କରିଥିଲେ ଶ୍ଵଶୁର ।
ହେଲେ ବୋହୂ ଶ୍ଵଶୁରଙ୍କ ମନ୍ଦ ଉଦ୍ଦେଶ୍ୟ କଥା ଜାଣିବା ପରେ ତୁରନ୍ତ କୌଶଳ କ୍ରମେ ଘରୁ ବାହାରି ଆସି ବାପଘରକୁ ଚାଲି ଆସିଥିଲେ । ଶାଶୁଘରେ କଣ ସବୁ ହେଲା ବାପଘର ଲୋକଙ୍କୁ ସବୁ କଥା କହିଥିଲେ । ବାସ ସବୁ ଜାଣିବା ପରେ ସ୍ଵାମୀ ଏବଂ ଶ୍ଵଶୁରକୁ ବାପାଘରକୁ ଡାକି ଥିଲେ ବାପଘର ଲୋକେ ।
ବାପଘରେ ପହଞ୍ଚିବା ପରେ ଶ୍ଵଶୁରଙ୍କ ପୁରା କାର୍ଣ୍ଣମା ବୁଝିବା ସହିତ ଶ୍ଵଶୁରଙ୍କୁ ଏମିତି ବାନ୍ଧି ପକାଇ ଥିଲେ ବାପଘର ଲୋକେ । ଗୋଡରେ ପ୍ଲାଷ୍ଟିକ ଦଉଡି ଏବଂ ବେକରେ ଚ-ପ-ଲ ମାଳ ପିନ୍ଧାଇ ବସାଇ ଦେଇଥିଲେ ଶ୍ଵଶୁରକୁ । ଏମିତି କି ନି-ର୍ଘା-ତ ମା-ଡ ମଧ୍ୟ ଶ୍ଵଶୁରକୁ ମ-ରା ଯାଇଥିଲା । ଶ୍ଵଶୁରଙ୍କ ଏହି କାର୍ଣ୍ଣମା ବିଷୟରେ ଜାଣିବା ପରେ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । ପରେ ଏମିତି ବା-ନ୍ଧି ମା-ଡ ମା-ରି-ଥିଲେ ଗାଁ ଲୋକେ ।
ଶ୍ଵଶୁରର କହିବା ମୁତାବକ, ସେମିତି କିଛି ହେଇନି । ମୋ ବୋହୂ ମୋ ନାଁରେ ଏମିତି ଅଭିଯୋଗ ଆଣିଛି । ସେ ମୋତେ ବା-ନ୍ଧି ଆଣିକି ଧୁ-ମ ବା-ଡେ-ଇ-ଲେ । ସେମାନେ ଏମିତି କାହିଁକି କଲେ ମୁଁ ଜାଣିନି । ସେ ମିଛ କହୁଛି ନା ସତ କହୁଛି ସେ କଥା ମୋ ଗାଁ ଲୋକ କହି ପାରିବେ । ଦର୍ଶକ ବନ୍ଧୁ ଅନ୍ୟ ପରେ ସ୍ଵାମୀ କହିଛି, ମୁଁ ବାହାରେ ଥିଲି ମୋତେ ଫୋନ କରି ଡକେଇଲେ ତା ପରେ ମୁଁ ସିଧା ଏଠି ଚାଲି ଆସିଲି ।
ଦର୍ଶକ ବନ୍ଧୁ ବର୍ତ୍ତମାନ ଏଭଳି ସମୟ ଆସିଲାଣି ଶ୍ଵଶୁର ବି ନିଜ ବୋହୂକୁ ଖରାପ ନଜରରେ ଦେଖୁଛି । ଶ୍ଵଶୁର-ବୋହୂ ସମ୍ପର୍କକୁ ଏକ ପ୍ରକାରର ବାପା-ଝିଅ ସମ୍ପର୍କ କହିଲେ ଭୁଲ ହେବ ନାହିଁ । ହେଲେ ଏଭଳି ଶ୍ଵଶୁରକୁ ଚପଲ ମା-ଳ ପି-ନ୍ଧା-ଇ ମା-ଡ ମା-ରି-ବା ହିଁ ଠିକ । ତେବେ ଏହି ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।