ଖୋଲୁଛି ରହସ୍ୟ…ଜେଲ ରେ କାହିଁକି ଏତେ ଖୁସିରେ ରହୁଛି Gopal ? ମନରେ ନାହିଁ ଟିକେ ବି ଡର…

ବନ୍ଧୁଗଣ ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତୟଆ ପରେ ଓଡିଶାରେ ରାଜନୀତି ପରିସ୍ଥିତି ପୁରା ବଦଳି ଯାଇଛି । ନବ ଦାସ ଜଣେ ବରିଷ୍ଠ ନେତା ହେବା ସହ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଥିଲେ । ଝାରସୁଗୁଡା ଜିଲ୍ଲାରେ ତାଙ୍କର ବହୁତ ପ୍ରଭାବ ଥିଲା । ବିଜେଡି ଦଳରେ ଅନେକ ବର୍ଷ କାର୍ଯ୍ୟ କରିବା ସହ ସେ ଜନସାଧାରଣ ମାନଙ୍କ ପାଇଁ ଉଚିତ ପଦକ୍ଷେପ ନେଉଥିଲେ । ତେବେ ନବ ଦାସ ଯିବା ପରେ ଝାରସୁଗୁଡା ଜନସାଧାରଣ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି ।

ଆଉ ଅନ୍ୟ ପକ୍ଷେ ଆଗାମୀ ମାର୍ଚ୍ଚ ମାସରେ ଝାରସୁଗୁଡା ଜିଲ୍ଲାରେ ଉପ ନିର୍ବାଚନ ହେବାକୁ ଯାଉଛି । ଏହି ଉପ ନିର୍ବାଚନରେ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଟିକେଟ ମିଳିବାର ଅଧିକ ସମ୍ଭାବନା ରହିଛି କାରଣ ନବ ନିଜ ଝିଅକୁ ସମସ୍ତ ସଭା ଦାୟିତ୍ଵରେ ନେବା ସହ ତାଙ୍କୁ ରାଜନୀତିରେ ଏଣ୍ଟ୍ରି କରିବାକୁ ଚାହୁଁ ଥିଲେ । ତେଣୁ ଅଧିକାଂଶ ସମ୍ଭାବନା ଅଛି ନବ ଦାସଙ୍କ ଝିଅକୁ ବିଜେଡି ଟିକେଟ ଦେବାର ।

ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ ନବ ଦାସ ହତୟଆ କାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଏବେ ଜେଲରେ ଅଛନ୍ତି । ତାଙ୍କୁ ପ୍ରଥମେ ଝାରସୁଗୁଡା ଜେଲରେ ରଖାଯାଇଥିଲା ହେଲେ ନାର୍କୋ ଟେଷ୍ଟ ଶେଷ ହେବା ପରେ ତାଙ୍କୁ ଚୌଦ୍ବାର ଜେଲକୁ ସ୍ଥାନାନ୍ତରିତ କରା ଗଲା । ତେବେ ବନ୍ଧୁଗଣ ଏବେ ଖବର ଆସୁଛି ଚୌଦ୍ବାର ଜେଲରେ ଗୋପାଳ ଦାସ ବହୁତ ଅଧିକ ଖୁସି ଅଛନ୍ତି ।

ହଁ ଦର୍ଶକ ବନ୍ଧୁ ଏତେ ବଡ ହତୟଆ କରି ସେ କିଛି ଅନୁତାପ କରୁ ନାହାନ୍ତି । ସେ ଖାଉଛନ୍ତି ପିଉଛନ୍ତି ଆଉ ହସୁ ଛନ୍ତି । ଗୋପାଳ ଦାସଙ୍କ ସହ ଥିବା ଜଣେ କଏଦୀ ଏନେଇ କହିଛନ୍ତି, ଗୋପାଳ ଦାସ ଏତେ ବଡ ହତୟଆ କାଣ୍ଡ କରିବା ପରେ ମଧ୍ୟ ସେ କୌଣସି ଅନୁତାପ କରୁ ନାହାନ୍ତି । ମନ୍ତ୍ରୀଙ୍କୁ ମାରି ଅନୁତାପ କରିବା ବଦଳରେ ସେ ଜେଲ ଭିତରେ ବହୁତ ଖୁସିରେ ଅଛନ୍ତି ।

ଜେଲ ଭିତରକୁ ଆସିବା ପରେ ଅନ୍ୟ କ-ଏ-ଦୀ ମାନଙ୍କୁ ସେ ଜଣେ ଭଲ ଲୋକ ପରି ଲାଗିଲେ । ଜେଲ ଭିତରେ ଥିବା କ-ଏ-ଦୀ ମାନଙ୍କୁ ଦେଖି ସେ ହସି ଦେଉଛନ୍ତି । ଜେ-ଲରେ ଥିବା ଅନ୍ୟ କ-ଏ-ଦୀ ମାନେ ଯାହା ଖାଉଛନ୍ତି ସେ ମଧ୍ୟ ସେଇଆ ଖାଉ ଛନ୍ତି । ଆଉ ସେ ଏବେ ଜେଲରେ ବହୁତ ଖୁସି ଅଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *