ଖାଉଥିଲେ କ୍ଷୀର ଓ ରୁଟି ଚାହୁଁ ଚାହୁଁ ଚାଲିଗଲା… ସ୍ତ୍ରୀ ଓ ୨ ପୁଅର ଜୀବନ ! ହଁ ଆଜ୍ଞା ଏଭଳି କିଛି ଅଭାବନୀୟ ଘଟଣା ଗଞ୍ଜାମର ଶେରଗଡ ଥାନା ଅନ୍ତର୍ଗତ ଶ୍ରୀରାମ ନଗରରେ ଘଟିଯାଇଛି । ତେବେ ପ୍ରତିଦିନ ରାତିରେ ଖାଇପିଇ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ଚାଲିଯାଇଛି ୪ ଜୀବନ । ଯାହା କେବେବି କେହି ସ୍ଵପ୍ନରେ ମଧ୍ୟ ଭାବି ନଥିବେ । ତେବେ ସ୍ଵାମୀ ଜଣଙ୍କ ନିଜର ମିଡିଆ ସାମ୍ନାରେ ଏଭଳି କିଛି ପ୍ରତିକ୍ରିୟା ରଖି କଇଥିଲେ ।
ଆମେ ସ୍ଵାମୀ ଓ ସ୍ତ୍ରୀ ଓ ୨ ପୁଅ ସବୁଦିନ ଭଳି ରାତିରେ ଖାଇଥିଲୁ । ୨ ପୁଅ କ୍ଷୀର ଓ ରୁଟି ଖାଇଥିଲେ । ଆମେ ସ୍ଵାମୀ ଓ ସ୍ତ୍ରୀ ରୁଟି, ସଂତୁଳା ଖାଇବା ସହ କ୍ଷୀର ମଧ୍ୟ ପିଇଥିଲୁ । ତାପରେ ସମସ୍ତେ ଶୋଇଥିଲୁ । ହେଲେ ହଟାତ ୨ ପୁଅଙ୍କର ବାନ୍ତି ହେବା ଆରମ୍ଭ ହୋଇଯାଇଥିଲା । ତାପରେ ମୋ ସ୍ତ୍ରୀ ଓ ମାଆ’ ଓ ପୁଅ ମାନଙ୍କର ଏଭଳି ଅବସ୍ଥା ଖରାପ ହେବା ଦେଖି ମୁଁ ପୁରା ଧର୍ଯ୍ୟହରା ହୋଇପଡିଥିଲି ।
ତାପରେ ମୋ ଆଖି ସାମ୍ନାରେ ମୋ ସ୍ତ୍ରୀ ଓ ୨ ପୁଅଙ୍କର ସ୍ଵାସ୍ଥ ଅବସ୍ଥା ଏତେ ଅଧିକ ଗୁରୁତର ହୋଇଗଲା । ଯେ ତାଙ୍କୁ ସମ୍ଭାଳି ମଧ୍ୟ ମୁସ୍କିଲ ହୋଇପଡିଲା । ତାପରେ ଚାହୁଁ ଚାହୁଁ ଆଖି ପିଛୁଳାକେ ମୋ ସ୍ତ୍ରୀ ଓ ୮ ବର୍ଷ ବୟସର ୨ ପୁଅଙ୍କର ଜୀବନ ଚାଲି ଯାଇଥିଲା । ଯାହା ପରେ ମୋ ଆଖି ସାମ୍ନାରେ ସବୁ କିଛି ଅନ୍ଧକାର ହୋଇଯାଇଥିଲା । ମୁଁ କ’ ଣ କରିବି କ’ ଣ ନାହିଁ । ମୋତେ କିଛି ବୁଦ୍ଧି ବାଟ ମଧ୍ୟ ଦିଶିଲା ନାହିଁ ।
ସେତେ ବେଳକୁ ମୋର ଆଉ ମୋ ମା’ ଙ୍କ ସ୍ଵାସ୍ଥ ବିଗିଡିଯିବା କାରଣରୁ ମା’ ଙ୍କୁ ଆଣି ମେଡିକାଲରେ ପକେଇଛି । ମା’ ଙ୍କର ଦେହ ବର୍ତ୍ତମାନ କିଭଳି ଅଛି ମୁଁ ଭଲରେ ଜାଣିବି ନାହିଁ । ହେଲେ ହଟାତ ରାତାରାତି ଏଭଳି ସବୁ ଘଟିଜୀବ ମୁଁ ଦେଖି ଭାଙ୍ଗି ପଡିଛି ।
ତେବେ ଖବରର ସୂଚନା ପାଇ ପୋଲିସ ବର୍ତ୍ତମାନ ଏହି ଘଟଣା ଉପରେ ତଦନ୍ତ ଆରମ୍ଭ କରିଦେଇଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ