ଖାଇସାରିବା ପରେ 1 ଚାମଚ ଖାଆନ୍ତୁ ଏହି ଗୁଣ୍ଡ, ମାସକ ଭିତରେ ଡାଇବେଟିସ ହେଇଯିବ କଣ୍ଟ୍ରୋଲ (Health Tips)

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ସହିତ ଆଲୋଚନା କରିବୁ ଟେଷ୍ଟ ଆଣ୍ଡ ଟ୍ରାଇ ଉପଚାର ଯାହା ମଧୁମେହ ରୋଗୀଙ୍କ ପାଇଁ ବହୁତ ଚମତ୍କାରୀ ଅଟେ । ଏହା ଡାଇବେଟିସ ଛଡା ଆଉ ଅନେକ ରୋଗ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ । ଏହି ଔଷଧ ଗୋଟିଏ ମାସରେ ଆପଣଙ୍କ ଡାଇବେଟିସକୁ କଣ୍ଟ୍ରୋଲ କରିଦେବ । ଏହି ମେଡ଼ିସିନ ଖାଇଲେ ଆପଣଙ୍କୁ ଆଉ ଡାଇବେଟିସ ମେଡ଼ିସିନ ଖାଇବାକୁ ପଡିବ ନାହିଁ । ଏହାକୁ ସେବନ କରିବାର ଉପାୟ ବହୁତ ମହତ୍ବପୂର୍ଣ ହୋଇଥାଏ ।

ସରଲ ଅଟେ କିନ୍ତୁ ସାବଧାନତା ଆପଣ ନିହାତି ଭାବରେ ରଖନ୍ତୁ । ତେବେ ଯାଇ ଆପଣଙ୍କୁ ଏହାର ସମ୍ପୂର୍ଣ ଫାଇଦା ଆପଣଙ୍କୁ ମିଳିବ। ତେବେ ଏହି ଉପଚାର ବନାଇବା ପାଇଁ ଆପଣଙ୍କୁ ଆବଶ୍ୟକ ଅଢେଇସ ଗ୍ରାମ ମେଥିଦାନା । ମେଥି ଡାଇବେଟିସକୁ କଣ୍ଟ୍ରୋଲ କରିବାରେ ବହୁତ ସାହାର୍ଯ୍ୟ କରିଥାଏ ।

ସାଥିରେ ଯଦି ଆପଣଙ୍କୁ ଆଣ୍ଠୁଗଣ୍ଠିର ସମସ୍ୟା ରହିଛି ଏହା ମଧ୍ୟ ଦୂର ହୋଇଥାଏ । ଦିତୀୟ ଜିନିଷ ଯାହା ଆବଶ୍ୟକ ହୋଇଥାଏ ତାହାହେଲା ସାହେ ଗ୍ରାମ ଜୁଆଣୀ । ଏହା ଆପଣଙ୍କର ଡାଇବେଟିସ କଣ୍ଟ୍ରୋଲ କରିବାରେ ସାହାର୍ଯ୍ୟତ କରିଥାଏ ଓ ଏହା ଆପଣଙ୍କ ପାଚନ ସମ୍ବନ୍ଧୀୟ କିଚିବି ସମସ୍ୟାକୁ ଦୂର କରିଥାଏ ।

ଏହା ସହିତ ହାଡରେ ହେଉଥିବା କୌଣସି ସମସ୍ୟାକୁ ମଧ୍ୟ ଦୂର କରିଥାଏ। ତେବେ ତୃତୀୟ ସାମଗ୍ରୀ ଆବଶ୍ୟକ ଯାହା  ହେଉଛି ପଚାଶ ଗ୍ରାମ କାଲି ଜିରି କୁହାଯାଏ । ଏହା ଆପଣଙ୍କୁ କୌଣସି ଗ୍ରସରି ସ୍ଟୋରରୁ ବହୁତ ସହଜରେ ମିଳିଯାଏ । ଡାଇବେଟିସକୁ କଣ୍ଟ୍ରୋଲ କରିବାରେ ଏହା ବହୁତ ଅଧିକ କାମ କରିଥାଏ । ଶରୀରରେ କୌଣସି ପ୍ରକାରର ଯାହାର ଓ ଟକସିନ ହେଉ ଶରୀରରେ ବାହାରକୁ ବାହାର କରିବାରେ କାମ କରିଥାଏ । ପ୍ରଥମେ ଆପଣ ଏହି ତିନୋଟି ସାମଗ୍ରୀକୁ ଭଲ ଭାବରେ ଭାଜି ନିଅନ୍ତୁ ।

ମେଥିକୁ ୧ ମିନିଟ ପର୍ଯ୍ୟନ୍ତ ଭଲକି ଭାଜନ୍ତୁ, ଏହାକୁ ଆପଣଙ୍କୁ ହଲ୍କା ଭାଜିବାକୁ  ପଡିବ । ୧ ମିନିଟ ପରେ ଦେଖିବେ ଏହାର ରଙ୍ଗ ବଦଳି ଜୀବ ଏବଂ ଏଥିରୁ ଏକ ପ୍ରକାରର ସୁଗନ୍ଧ ଆସିବ। ତେବେ ତାପରେ ମେଥିକୁ ଗୋଟିଏ ପାତ୍ରରେ କାଢି ଦିଅନ୍ତୁ । ସେହିପରି ଜୁଆଣିକୁ ପ୍ୟାନରେ ଅଧା ମିନିଟ ପର୍ଯ୍ୟନ୍ତ ଭାଜି ନିଅନ୍ତୁ ।

ଯେମିତି ଏହାର ସୁଗନ୍ଧ ଓ ରଙ୍ଗ ବଦଳିବାରେ ଲାଗିବ ତୁରନ୍ତ ଏହାକୁ ଗୋଟେ ପତ୍ରରେ ଏହାକୁ କାଢି ନିଅନ୍ତୁ । ତିନୋଟି ଜକ ଜିନିଷକୁ ଆପଣ ଅଲଗା ଅଲଗା ଭାଜନ୍ତୁ । ଶେଷରେ କାଲି ଜିରିକୁ ଅଧା ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ଏକା ସାଥିରେ ସବୁ ଜିନିଷକୁ ଭାଜନ୍ତୁ ନହିଁ କାରଣ ମେଥି ଭାଜିବା ପାଇଁ ଟିକେ ସମୟ ଲାଗିଥାଏ ।  ତିନୋଟି ଯାକ ଜିନିଷକୁ ଅଲଗା ଅଲଗା ପାତ୍ରରେ ରଖନ୍ତୁ ଓ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ। ତାପରେ ମେଥିକୁ ଅଲଗା ଗ୍ରାଇଣ୍ଡିଙ୍ଗ କରନ୍ତୁ ସେ ଚୂନା ହୋଇଗଲାପରେ ଗୋଟେ ଚଲାରେ ଚଲେଇ ଦିଅନ୍ତୁ ।

କାରଣ ଆପଣ ଖାଇବା ସମୟରେ ଯଦି ଦାନା ଆସିଯିବ ତାହେଲେ ଅଧିକ କଡା ଲାଗିପାରେ । ସେହି ପରି ଆଉ ଦୁଇଟି ଜିନିଷକୁ ମଧ୍ୟ ଅଲଗା ଅଲଗା ଚୂନା କରି ଭଲରେ ଛାଣି ନିଅନ୍ତୁ । ତିନୋଟି ଯାକକୁ ଆପଣ ଭଲ ଭାବରେ ମିଶାଇ ଦିଅନ୍ତୁ, ଦେଖିବେ ଏହିପରି ଭାବରେ ପାଉଡର ରେଡି ହୋଇଯିବ । କିନ୍ତୁ ଅନୁପାତ ଏହାହିଁ ନିଅନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *