ସତ୍ୟତା ଆସିଲା ସାମ୍ନାକୁ ! କେଉଁଠି ଓ କେମିତି ଅଛନ୍ତି Sabyasachi ଙ୍କ ପ୍ରଥମ ସ୍ତ୍ରୀ Seema ?

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ସିନେମା ଜଗତର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ନିଶ୍ଚୟ ଜାଣିଥିବେ । ଉଭୟ ଗତ ବର୍ଷ ଏହି ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବଂ ଆଜି ଉଭୟ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ଗତ ବର୍ଷ ରାଜସ୍ଥାନରେ ଉଭୟ ବୈଦିକ ରୀତିନୀତି ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ଆପଣ ମାନେ ଉଭୟ ସବ୍ୟ ଏବଂ ଅର୍ଚ୍ଚିତାଙ୍କ ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ସବ୍ୟ ଏବଂ ଅର୍ଚ୍ଚିତା ଏକା ସହ ମଧ୍ୟ ଅନେକ ଫିଲ୍ମରେ କାମ କରିଛନ୍ତି । ଓଡିଶାବାସୀ ଉଭୟ ଅର୍ଚ୍ଚିତା ଏବଂ ସବ୍ୟଙ୍କ ଯୋଡିକୁ ମଧ୍ୟ ବେସ ପସନ୍ଦ କରନ୍ତି । ସମସ୍ତେ ଚାହୁଁ ଥିଲେ ଉଭୟ ବିବାହ କରନ୍ତୁ ହେଲେ ଉଭୟ ଲଭ ରିଲେସନରେ ଥିଲେ ବୋଲି କେହି ଜାଣି ନଥିଲେ ।

ହଠାତ ଉଭୟଙ୍କ ବିବାହ କଥା ଜାଣି ସାରା ଓଡିଶାବାସୀ ଆଶ୍ଚର୍ଯ୍ୟ ହେବା ସହ ବହୁତ ଖୁସି ମଧ୍ୟ ହୋଇଥିଲେ । ତେବେ ବନ୍ଧୁଗଣ ସବ୍ୟ ଆଉ ଅର୍ଚ୍ଚିତାଙ୍କ ବିବାହକୁ ନେଇ ସେତେବେଳେ ସବୁ ଆଡେ ଚର୍ଚ୍ଚା ହେଉଥିଲା । ଆଉ ଏବେ ସବ୍ୟଙ୍କ ପୂର୍ବତ୍ତନ ପତ୍ନୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ସବ୍ୟ ଅର୍ଚ୍ଚିତାଙ୍କ ସହ ଦ୍ଵିତୀୟ ବିବାହ କରିଛନ୍ତି ଏହା ପୂର୍ବରୁ ସେ ସୀମା ନାମକ ଜଣେ ମହିଳାଙ୍କ ସହ ବିବାହ କରିଥିଲେ ।

ତେବେ ସୀମା ଏବେ କେଉଁଠି ଅଛନ୍ତି ଆଉ କଣ କରୁଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସବ୍ୟ ଯେତେବେଳେ ଇଞ୍ଜିନିୟରିଂ କରୁଥିଲେ ସେତେବେଳେ ସେ ସୀମାଙ୍କୁ ପ୍ରେମ କରି 2008 ମସିହାରେ ତାଙ୍କ ସହ ବିବାହ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହେଇଥିଲା ।

ଛାଡପତ୍ର ପରେ ସବ୍ୟ ଆଉ ଅର୍ଚ୍ଚିତାଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରି ଥିଲା । ତେବେ ବନ୍ଧୁଗଣ ଏବେ ସବ୍ୟଙ୍କ ପ୍ରଥମ ପତ୍ନୀ ସୀମା କେଉଁଠି ଅଛନ୍ତି ଏବଂ କଣ କରୁଛନ୍ତି ସେ କଥା କେହି ବି ଜାଣି ନାହାନ୍ତି । ହେଲେ ସୀମା ଏବେ କେଉଁଠି ଅଛନ୍ତି ଆଉ କଣ କରୁଛନ୍ତି ସବ୍ୟଙ୍କ ଫ୍ୟାନ୍ସ ମାନେ ଏହା ଜାଣିବାକୁ ଚାହୁଁ ଛନ୍ତି ହେଲେ ଏହାର କୌଣସି ସଠିକ ସୂଚନା ନାହିଁ  । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସବ୍ୟ ଏବଂ ଅର୍ଚ୍ଚିତାଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *