କରୋନା ଭାଇରସ ର କେଉଁ Variant ଆଟାକ କଲେ ଶରୀରରେ କଣ ହୋଇଥାଏ ? ନିଶ୍ଚୟ ଜାଣି ରଖନ୍ତୁ !

ବନ୍ଧୁଗଣ ବର୍ତ୍ତମାନ ସାରା ଦେଶରେ କରୋନା ଭାଇରସର ତୃତୀୟ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ ବଢିବାରେ ଲାଗିଛି । ସାରା ଦେଶ ପାଇଁ ଓମିକ୍ରନ ଚିନ୍ତାର ବିଷୟ ପାଲଟିଛି । ତେବେ ଦୀର୍ଘ ଦୁଇ ବର୍ଷ ଧରି ଏହି ଭାଇରସ ଦେଶରେ ବ୍ୟାପୀ ରହିଥିବା ବେଳେ ଏହି ତୃତୀୟ ଭାରିଏଣ୍ଟକୁ କରୋନା ଭାଇରସର ଅନ୍ତ ବୋଲି କହିଛନ୍ତି ବିଶେଷଜ୍ଞ । କରୋନା ଭାଇରସ ନିଜର ଅଲଗା ଅଲଗା ଭରିଏଣ୍ଟ ଦ୍ଵାରା ଲୋକ ମାନଙ୍କୁ ଆକ୍ରାନ୍ତ କରୁଛି ନୂଆ ନୂଆ ଭାରିଏଣ୍ଟ ଆସିବାରୁ ଲୋକମଙ୍କ ସମସ୍ୟା ମଧ୍ୟ ବଢିବାରେ ଲାଗୁଛି ।

କରୋନାର କେଉଁ ଭାରିଏଣ୍ଟ ଆଟାକରେ କେଉଁ ସବୁ ଲକ୍ଷଣ ଦେଖାଯାଇଥାଏ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଇଣ୍ଡିଆ ଟୁଡେର ବିଆଇୟୁ ଟିମ ରିସର୍ଚ ମୁତାବକ ଏହି ପ୍ରକାରର ଲକ୍ଷଣ ସାମ୍ନାକୁ ଆସିଛି । ଥଣ୍ଡା ପାଇଁ ନାକରୁ ଲଗାତାର ସିଙ୍ଗାଣି ବାହାରିବା ଡେଲ୍ଟା ଭରିଏଣ୍ଟ ଓ ଓମିକ୍ରନ ଭାରିଏଣ୍ଟରେ କମନ ଅଛି ।

ଯଦି ଆପଣଙ୍କ ନାକ ସବୁବେଳେ ବହୁଛି ତା ହେଲେ ଏହି ଦୁଇଟି ଭାରିଏଣ୍ଟ ହେବାର ସମ୍ଭାବନା ଅଧିକ ଅଛି । ବନ୍ଧୁଗଣ ଜ୍ଵର ଡେଲ୍ଟା ଭାରିଏଣ୍ଟରେ କମନ ଅଛି ଅନ୍ୟ ପକ୍ଷରେ ଓମିକ୍ରନ ଭାରିଏଣ୍ଟରେ ଜ୍ଵର କମ ଦେଖା ଯାଉଛି ଓ ଫ୍ଲୁରେ ଜ୍ଵର କମନ ଅଛି । ଗଳା ଜନିତ ସମସ୍ୟା ଡେଲ୍ଟା ଓ ଓମିକ୍ରନ ଭାରିଏଣ୍ଟରେ କମନ ଅଛି ଏବଗ ଫ୍ଲୁରେ ଏହା ବେଳେବେଳେ ଦେଖା ଦେଉଛି ।

କଫ ହେବା ଡେଲ୍ଟା ଭାରିଏଣ୍ଟରେ କମନ ଅଛି ଓ ଓମିକ୍ରନରେ କଫ ହେବା ବହୁତ କମ ଦେଖିବାକୁ ମିଳେ । ବନ୍ଧୁଗଣ ଫ୍ଲୁରେ କଫ ହେବା କମନ ଅଟେ । ଥକାପଣ ହେବା ଡେକତା ଭାରିଏଣ୍ଟରେ କମନ ଅଛି ଏମିତି କି ଓମିକ୍ରନ ଭାରିଏଣ୍ଟ ଓ ଫ୍ଲୁରେ ବି କମନ ଅଛି । ଥକାପଣ ଅନୁଭବ ହେବା ସମସ୍ତ ଭାରିଏଣ୍ଟରେ କମନ ଅଛି ।  ବନ୍ଧୁଗଣ କରୋନାର ଯେଉଁ ଭାରିଏଣ୍ଟ ହେଉ ନା କାହିଁକି ଯେଉଁ ମାନେ ଦୁଇଟି ଯାକ ଟୀକା ନେଇଯାଇଛନ୍ତି ସେମାନଙ୍କ ଉପରେ କରୋନା ବିଶେଷ ପ୍ରଭାବ ପକାଇ ପାରିବ ନାହିଁ ।

ହେଲେ ବି ଆପଣ ମାନେ ସତର୍କ ରହିବା ନିହାତି ଆବଶ୍ୟକ । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ସହ ଆପଣ ମାନଙ୍କୁ ନିୟମିତ ରୂପେ ନିଜ ହାତ ଧୋଇବା ନିହାତି ଆବଶ୍ୟକ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *