Interesting Odia Gk- କେଉଁ ରାଜା ନିଜ ମା’କୁ ବିବାହ କରିଥିଲା ? 99 % ଲୋକ ଜାଣି ନଥିବେ !

ନମସ୍କାର ବନ୍ଧୁଗଣ ତେବେ ସମସ୍ତେ ନିଜର ବୁଦ୍ଧି କୁ ଅଧିକ ପ୍ରଖର କରିବା ପାଇଁ ଅଧିକ ଜ୍ଞାନ ର ଆବଶ୍ୟକ ରହିଥାଏ। ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ମଜାଦାରିଆ କୁଇଜ ର ପ୍ରଶ୍ନ ଯାହା ଦ୍ୱାରା ଆପଣ ନିଜର ବୁଦ୍ଧି କୁ ଆହୁରି ପ୍ରଖର କରି ପାରିବେ । ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର ବିଷୟ ରେ।

୧- ଏଭଳି କେଉଁ ଦେଶ ଅଛି ଯାହାର ସୀମା କୁ ୧୪ ଟି ଦେଶ ଘେରି ରହିଛି?
ଉତ୍ତର- ଚୀନ।

୨- ଏଭଳି କେଉଁ ଜିନିଷ ଅଛି ଯାହାକୁ ଫ୍ରିଜ ରେ ରଖିଲେ ତାହା ଜଳି ଉଠେ?
ଉତ୍ତର- ଚୁନା ପଥର।

୩- ଭାରତର କେଉଁ ରାଜ୍ୟ ଉପରେ ସବୁଠାରୁ ଅଧିକ କରଜ ଅଛି।
ଉତ୍ତର- କେରଳ।

୪- କେଉଁ ଦେଶ ରେ ସୂର୍ଯ୍ୟ ସବୁଠାରୁ ଜଲ୍ଦି ଅସ୍ତ ହୁଏ?
ଉତ୍ତର- ନ୍ୟୁଜିଲାଣ୍ଡ।

୫- ଦୁନିଆ ର ସବୁଠାରୁ ଅଧିକ ଛୁଆ ଜନ୍ମ କରିଥିବା ମହିଳା କିଏ।
ଉତ୍ତର- ମରିୟମ ସ୍କୋବା।

୬- କେଉଁ ଦେଶରେ ପେଟ୍ରୋଲ ପାଣିଠାରୁ ବି ଶସ୍ତା।
ଉତ୍ତର- କୁବେତ ଦେଶ।

୭- ଅନ୍ତରୀକ୍ଷ ରେ ପ୍ରଥମ ଦୁର୍ଘଟଣା କେବେ ହୋଇଥିଲା।
ଉତ୍ତର- ୧୯୬୭।

୮- ଭାରତ ରତ୍ନ ପ୍ରମାଣ ପତ୍ର ରେ କିଏ ହସ୍ତାକ୍ଷର କରିଥାନ୍ତି।
ଉତ୍ତର- ରାଷ୍ଟ୍ରପତି।

୯- କିଏ କମ୍ପ୍ୟୁଟରର ମସ୍ତିଷ୍କ ରୂପେ କାର୍ଯ୍ୟ କରେ।
ଉତ୍ତର- C.P.U।

୧୦- ଭାରତ ର ସମ୍ବିଧାନ ରେ ଭାରତର ଦ୍ଵିତୀୟ ନାମ କଣ।
ଉତ୍ତର- ଇଣ୍ଡିଆ।

୧୧- ପୋଲିସ କୁ ହିନ୍ଦୀ ରେ କଣ କୁହାଯାଏ।
ଉତ୍ତର- ରାଜକୀୟ ଜନରକ୍ଷକ।

୧୨- ସବୁଠାରୁ ଅଧିକ ଭୂକମ୍ପ କେଉଁ ଦେଶ ରେ ଆସିଥାଏ।
ଉତ୍ତର- ଜାପାନ।

୧୩- କେଉଁ ପକ୍ଷୀ ନିଜର ବସା କେବେବି ବନେଇ ନଥାଏ।
ଉତ୍ତର- କୋଇଲି।

୧୪- ନୋଟରେ ଗାନ୍ଧୀଙ୍କ ଫୋଟୋ କେବେଠୁ ଆସିବା ଆରମ୍ଭ ହେଲା।
ଉତ୍ତର- ୧୯୯୬।

୧୫- କେଉଁ ରାଜା ନିଜ ମାଆ ସହ ବିବାହ କରି ନେଇଥିଲେ।
ଉତ୍ତର- ଓଡ଼ିପୁସ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *