ବନ୍ଧୁଗଣ, ଅନେକ ପ୍ରଶ୍ନ ଗୁଡିକର ଉତ୍ତର ଆପଣ ମାନେ ଜାଣିଥିବେ । କିନ୍ତୁ ଏଭଳି କିଛି ପ୍ରଶ୍ନ ଅଛି ଯାହାକୁ ଆପଣ ମାନେ ଜାଣିଛନ୍ତି ମାତ୍ର ତାହାର ଉତ୍ତର ଆପଣ ଚାହିଁକି ମଧ୍ୟ କହି ପାରି ନଥାନ୍ତି । ଏହିଭଳି ପ୍ରଶ୍ନ ର ଉତ୍ତର ଦେବା ସମୟରେ ଆପଣ ମାନେ ଦ୍ଵନ୍ଦ ରେ ପଡିଯାଇଥାନ୍ତି । ଏବଂ ଅନ୍ୟ ମାନଙ୍କ ସମୁଖରେ ଏହି ପ୍ରଶ୍ନ ଗୁଡିକର ଉତ୍ତର ନ ଦେବା କାରଣରୁ ଆପଣ ବହୁତ ଲଜିତ ମଧ୍ୟ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା କିଛି ଏଭଳି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ଯାହା ଆପଣ ଜାଣି ମଧ୍ୟ ଜାଣିନଥିବେ ।
୧;- ଗ୍ରାମ ପଞ୍ଚାୟତ ର ମୁଖ୍ୟ କିଏ ?
ଉତ୍ତର;- ସରପଞ୍ଚ ।
୨;- ୱାର୍ଡ ର ମୁଖ୍ୟ କିଏ ?
ଉତ୍ତର;- ୱାର୍ଡ ମେମ୍ବର ।
୩;- ସରପଞ୍ଚ ଙ୍କ ଅନୁପସ୍ଥିତି ରେ କିଏ ତାଙ୍କ ନାମ ଚଳେଇ ଥାନ୍ତି ?
ଉତ୍ତର;- ନାଏବ ସରପଞ୍ଚ ।
୪;- ଭାରତରେ କେବେ ପ୍ରଥମେ ଆଧାରକାର୍ଡ ପଞ୍ଜୀକରଣ ହୋଇଥିଲା ?
ଉତ୍ତର;- ୨୦୧୦ ରେ ।
୫;- କିଏ କେବେ ମଧ୍ୟ ଭାରତରେ ଦଣ୍ଡିତ ହେଇ ନାହିଁ ?
ଉତ୍ତର;- ରାଷ୍ଟ୍ରପତି ।
୬;- କେଉଁ ପଶୁ ଆଖି ବନ୍ଧ କରି ମଧ୍ୟ ଦେଖିପାରେ ?
ଉତ୍ତର;- ଓଟ ।
୭;- ଟ୍ରେନ କୁ ଅଟକାଇବା ନିମନ୍ତେ କେଉଁ ରଙ୍ଗ ବ୍ୟବହାର କରାଯାଏ ?
ଉତ୍ତର;- ନାଲି ।
୮;- ରାସ୍ତାରେ ଚାଲିବା ସମୟରେ କେଉଁ ଦିଗରେ ଚାଲିବା ଉଚିତ ?
ଉତ୍ତର;- ବାମ ପଟେ ।
୯;- ଡ୍ରାଇଭିଙ୍ଗ ଲାଇସେନ୍ସ ସାଧାରଣତଃ କେତେ ବୟସରେ କରାଯାଇଥାଏ ?
ଉତ୍ତର;- ୧୮ ବର୍ଷ ରେ ।
୧୦;- ଗୋଟିଏ ବର୍ଷରେ ସାଧାରଣତଃ କେତେ ଥର ଧାନ ଫସଲ କରାଯାଇଥାଏ ?
ଉତ୍ତର;- ୨ ଥର ।
୧୧;- ଶ୍ରୀ ଜଗନ୍ନାଥ ମନ୍ଦିରରେ କେତୋଟି ଦ୍ଵାର ରହିଛି ?
ଉତ୍ତର;- ୪ ଟି ।
୧୨;- ଶ୍ରୀ ମନ୍ଦିରରେ କେଉଁ ଦେବୀ ଙ୍କ ନିର୍ଦ୍ଧେଶ ଚାଲିଥାଏ ?
ଉତ୍ତର;- ମା’ ବିମଳା ।
୧୩;- କେଉଁ ପ୍ରାଣୀ ଅଣ୍ଡିରା ହେଲେ ମଧ୍ୟ ଛୁଆ ଜନ୍ମ କରିଥାଏ ?
ଉତ୍ତର;- ସମୁଦ୍ରି ଘୋଡା ।
୧୪;- କାହାର ଆଖି ନାହିଁ ?
ଉତ୍ତର;- ଜିଆ ର ଆଖି ନାହିଁ ।
୧୫;- କିଏ ପାଣିରେ ପହଁରି ପାରେ ନାହିଁ ?
ଉତ୍ତର;- ଓଟ ।
୧୬;- କାହାର ମେରୁଦଣ୍ଡ ନାହିଁ ?
ଉତ୍ତର;- କଙ୍କଡା ର ।
୧୭;- କାହାର ୫ ଟି ଆଖି ଅଛି ?
ଉତ୍ତର;- ମହୁମାଛି ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।