ଦର୍ଶକ ବନ୍ଧୁ ଏ ଦୁନିଆରେ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବାକୁ ହେଲେ ପ୍ରତ୍ୟକ ମଣିଷଙ୍କୁ ଜ୍ଞାନର ଆବଶ୍ୟକତା ରହିଥାଏ । ତେଣୁ ସମସ୍ତ ବାପା-ମାଆ ନିଜ ଛୁଆ ମାନଙ୍କୁ ପାଠ ପଢାଇ ଥାନ୍ତି ଆଓ ବିଦ୍ଵାନ କରେଇବା ପାଇଁ ଇଛା କରିଥାନ୍ତି । ଏହି ଦୁନିଆ ବହୁତ ବିଚିତ୍ର ଦୁନିଆ ବିଷୟରେ ଆପଣ ଜାଣିବାକୁ ହେଲେ ଆପଣଙ୍କୁ ଆଜୀବନ ଜ୍ଞାନ ଆହରଣ କରିବାକୁ ହେବ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ,
ଯାହା ବିଷୟରେ ଆପଣ ମାନେ ଜାଣିଲେ ଆପଣଙ୍କ ବୁଦ୍ଧିର ବିକାଶ ହେବ । ତା ହେଲେ ଦର୍ଶକ ବନ୍ଧୁ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନର ପ୍ରଶ୍ନ ଏବଂ ଉତ୍ତର ବିଷୟରେ ।
୧. ଲୁହା ଉତ୍ପାଦନରେ ପୃଥିବୀରେ ଶ୍ରେଷ୍ଠ ଦେଶ କିଏ ?
ଉତ୍ତର- ଲୁହା ଉତ୍ପାଦନରେ ପୃଥିବୀର ଶ୍ରେଷ୍ଠ ଦେଶ ହେଉଛି ଆମେରିକା ।
୨. ପୃଥିବୀର ଦୀର୍ଘତମ ନଦୀର ନାମ କଣ ?
ଉତ୍ତର- ପୃଥିବୀର ଦୀର୍ଘତମ ନଦୀର ନାମ ହେଉଛି ନାଇଲ ନଦୀ ।
୩. ସବୁଠାରୁ ବଡ ଗ୍ରହର ନାମ କଣ ?
ଉତ୍ତର- ସବୁଠାରୁ ବଡ ଗ୍ରହର ନାମ ହେଉଛି ବୃହସ୍ପତି ।
୪. କିଏ ଗାନ୍ଧୀଜିଙ୍କୁ ପ୍ରଥମେ ମହାତ୍ମା ବୋଲି ସମ୍ବୋଧନ କରିଥିଲେ ?
ଉତ୍ତର- ରବୀନ୍ଦ୍ର ନାଥ ଠାକୁର ଗାନ୍ଧୀଜିଙ୍କୁ ମାହାତ୍ମା ବୋଲି ସମ୍ବୋଧନ କରିଥିଲେ ।
୫. ପ୍ରଥମେ ଗଣତନ୍ତ୍ର ଶାସନ କେଉଁଠି ଆରମ୍ଭ ହୋଇଥିଲା ?
ଉତ୍ତର- ପ୍ରଥମେ ଗଣତନ୍ତ୍ର ଶାସନ ଫ୍ରାନ୍ସରେ ହୋଇଥିଲା ।
୬. ଓଡିଆ ଭାଷା କେବେ ସରକାରୀ ଭାଷା ସ୍ବୀକୃତି ପାଇଥିଲା ?
ଉତ୍ତର- ଓଡିଆ ଭାଷା ୧୯୫୮ ମସିହା ଏପ୍ରିଲ ୧ ତାରିଖରେ ସରକାରୀ ଭାଷା ସ୍ବୀକୃତି ପାଇଥିଲା ।
୭. ଭାରତର ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ କିଏ ଥିଲେ ?
ଉତ୍ତର- ଭାରତର ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ବଳଦେବ ସିଂହ ଥିଲେ ।
୮. କେଉଁ ଦେଶରେ ମହିଳା ମାନଙ୍କୁ ପ୍ରଥମେ ଭୋଟ ଦେବାର ଅଧିକାର ଦିଆ ଯାଇଥିଲା ?
ଉତ୍ତର- ନିଉଜଲାଣ୍ଡ ଦେଶର ମହିଳା ମାନଙ୍କୁ ପ୍ରଥମେ ଭୋଟ ଦେବାର ଅଧିକାର ଦିଆ ଯାଇଥିଲା ।
୯. ପୃଥିବୀରେ କେଉଁ ପରିବା ଅଧିକ ବ୍ଯବହ୍ରୁତ ହୁଏ ?
ଉତ୍ତର-ପୃଥିବୀରେ ସବୁଠାରୁ ଅଧିକ ପିଆଜର ବ୍ୟବହାର କରାଯାଏ ।
୧୦. ଓଡିଶାର କେଉଁଠି କୁମ୍ଭୀର ଚାଷ କରାଯାଏ ?
ଉତ୍ତର- ଓଡିଶାର ଭିତର କନିନାରେ କୁମ୍ଭୀର ଚାଷ କରାଯାଏ ।
୧୧. କେଉଁ ଜୀବ ନିଜ ଓଜନର ପ୍ରାୟ ୫୦ ଗୁଣ ଓଜନର ଜିନିଷ ବୋହି ନେଇ ପାରେ ?
ଉତ୍ତର- ପିମ୍ପୁଡିନିଜ ଓଜନର ପ୍ରାୟ ୫୦ ଗୁଣ ଓଜନର ଜିନିଷ ବୋହି ନେଇ ପାରେ ।
୧୨. ଜଣେ ବୟସ୍କ ବ୍ୟକ୍ତି ଦିନକୁ କେତେ ସମୟ ଶୋଇବା ଉଚିତ ?
ଉତ୍ତର- ଜଣେ ବୟସ୍କ ବ୍ୟକ୍ତି ଦିନକୁ ୬-୮ ଘଣ୍ଟା ସମୟ ଶୋଇବା ଉଚିତ ।
୧୩. କେଉଁ ପ୍ରଧାନମନ୍ତ୍ରୀ ନିଜର ଝିଅ ସହ ବିବାହ କରିଥିଲେ ?
ଉତ୍ତର- ଶ୍ରୀ ମୋରାରଜି ଦେସାଇ ନିଜ ଝିଅ ସହ ବିବାହ କରିଥିଲେ ।