କେଉଁ ନଦୀର ପାଣି ସବୁବେଳେ ଗରମ ରହିଥାଏ ? GK Question

ବନ୍ଧୁଗଣ ଆମର ଏହି ବିଶାଳ ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ ତଥ୍ୟ ରହିଛି । ତେବେ ସେହି ସବୁ ଗୁରୁତ୍ଵପୂର୍ଣ୍ଣ କଥା ମଧ୍ୟରୁ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ଏଠାରେ ନେଇକି ଆସିଅଛୁ । ତେବେ ବନ୍ଧୁଗଣ ଆଉ ସମୟ ବିଳମ୍ବ ନକରି ଚାଲନ୍ତୁ ସେହି ସମସ୍ତ ସାଧାରଣ ଜ୍ଞାନ ବିଷୟରେ ଏଠାରେ ଆଲୋଚନା କରିବା ।

1- କେଉଁ ଜୀବ କାମୁଡିବା ଦ୍ଵାରା ଡେଙ୍ଗୁ ଜ୍ଵର ହୋଇଥାଏ ?

ଉତ୍ତର;- ମଶା କାମୁଡିବା ଦ୍ଵାରା ଡେଙ୍ଗୁ ଜ୍ଵର ହୋଇଥାଏ ।

2- କେଉଁ ଦେଶର ଲୋକ ଭାରତରେ ବୁଲି ପାରିବେ ନାହିଁ ?

ଉତ୍ତର;- ଉତ୍ତର କୋରିଆ ଦେଶର ଲୋକ ଭାରତରେ ବୁଲି ପାରିବେ ନାହିଁ ।

3- ବାସ୍ନାର ସହର କାହାକୁ କୁହାଯାଇଥାଏ ?

ଉତ୍ତର;- କନ୍ନଯୋ ସହରକୁ ବାସ୍ନାର ସହର କୁହାଯାଇଥାଏ ।

4- କେଉଁ ନଦୀର ପାଣି ସବୁବେଳେ ଗରମ ରହିଥାଏ ?

ଉତ୍ତର;- ନୀଳ ନଦୀର ପାଣି ସବୁବେଳେ ଗରମ ରହିଥାଏ ।

5- ଭାରତର କେଉଁ ପ୍ରଧାନମନ୍ତ୍ରୀ କେବେ ବାହା ହୋଇନଥାଏ ?

ଉତ୍ତର;- ଅଟଳ ବିହାରୀ ବାଜପେୟୀ ବାହା ହୋଇନଥିଲେ ।

6- ଭାରତରେ ପ୍ରଥମେ ଫୋନ କେବେ ଲଞ୍ଚ କରାଯାଇଥିଲା ?

ଉତ୍ତର;- ଭାରତରେ ପ୍ରଥମେ 1995 ମସିହାରେ ଫୋନ ଲଞ୍ଚ କରାଯାଇଥିଲା ।

7- ରାଷ୍ଟ୍ରସଙ୍ଗୀତ ଗାନ କରିବା ପ୍ରଥମେ କେଉଁ ଦେଶ ଆରମ୍ଭ କରିଥିଲା ?

ଉତ୍ତର;- ରାଷ୍ଟ୍ରସଙ୍ଗୀତ ଗାନ କରିବା ପ୍ରଥମେ ଜାପାନ ଦେଶରେ ଆରମ୍ଭ ହୋଇଥିଲା ।

8- ମନୁଷ୍ୟକୁ ଗୋଟିଏ ଦିନରେ କେତେ ଲିଟର ପାଣି ପିଇବା ଉଚିତ ।

ଉତ୍ତର;- ମନୁଷ୍ୟକୁ ଗୋଟିଏ ଦିନରେ 4 ଲିଟର ପାଣି ପିଇବ ଉଚିତ ।

9- ପୃଥିବୀ ଗୋଲ୍ ଅଟେ ପ୍ରଥମେ ଏହା କିଏ କହିଥିଲେ ?

ଉତ୍ତର;- ପୃଥିବୀ ଗୋଲ୍ ଅଟେ ଏହା ପ୍ରଥମେ ଅରସ୍ତୁ କହିଥିଲେ ।

10- କେଉଁ ପକ୍ଷୀର ଦ୍ରୁଷ୍ଟି ସବୁଠାରୁ ପ୍ରଖର ହୋଇଥାଏ ?

ଉତ୍ତର;- ବାଜ ପକ୍ଷୀର ଦ୍ରୁଷ୍ଟି ସବୁଠାରୁ ପ୍ରଖର ହୋଇଥାଏ ।

11- ଭାରତର ରାଷ୍ଟ୍ରୀୟ ସଂକେତ କଣ ଅଟେ ?

ଉତ୍ତର;- ଭାରତର ରାଷ୍ଟ୍ରୀୟ ସଂକେତ ଅଶୋକ ସ୍ତମ୍ଭ ଅଟେ ।

12- ଭାରତର ରାଷ୍ଟ୍ରୀୟ ମୁଦ୍ରା କଣ ଅଟେ ?

ଉତ୍ତର;- ଭାରତର ରାଷ୍ଟ୍ରୀୟ ମୁଦ୍ରା ପଇସା ଅଟେ ।

13- ଉଜଳା ସୁନା କାହାକୁ କୁହାଯାଇଥାଏ ?

ଉତ୍ତର;- ଉଜଳା ସୁନା କପାସକୁ କୁହାଯାଇଥାଏ ।

14- ଭାରତରେ ସବୁଠାରୁ ଆଗେ ମେଟ୍ରୋ ଟ୍ରେନ କେଉଁ ସହରରେ ଚଲା ଯାଇଥିଲା ?

ଉତ୍ତର;- ଭାରତରେ ସବୁଠାରୁ ଆଗେ ମେଟ୍ରୋ ଟ୍ରେନ କଲିକତା ସହରରେ ଚଲାଯାଇଥିଲା ।

15- ଭାରତର ରାଷ୍ଟ୍ରୀୟ ଭୋଜନ କଣ ଅଟେ ?

ଉତ୍ତର;- ଭାରତର ରାଷ୍ଟ୍ରୀୟ ଭୋଜନ ଖେଚୁଡି ଅଟେ ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ବନ୍ଧୁଗଣ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *