କେଉଁ ମନ୍ତ୍ରୀଙ୍କ ଝିଅକୁ ବାହା ହେବେ Sumit ? ଦେଖନ୍ତୁ ଏ ନେଇ କଣ କହିଲେ Tapaswini, ଦେଖନ୍ତୁ ଏହି Video

ବନ୍ଧୁଗଣ ବର୍ତ୍ତମାନ ବ୍ରହ୍ମପୁରର ତପସ୍ଵିନୀ ଓ ସୁମିତ ବିବାଦ ମାମଲାରେ ପ୍ରତିଦିନ ବଡ ବଡ ଟ୍ଵିଷ୍ଟ ସାମ୍ନାକୁ ଆସୁଛି । ସୁମିତ ଫେରାର ହେବା ପରେ ତପସ୍ଵିନୀ ପୁଣି କୋର୍ଟର ଦ୍ଵାରସ୍ତ ହୋଇଛନ୍ତି କେବଳ ଏତିକି ନୁହେଁ ବନ୍ଧୁଗଣ ତପସ୍ଵିନୀ ନିଜ ସ୍ଵାମୀ ଓ ଶାଶୁ ଘର ଲୋକଙ୍କ ବିରୋଧରେ ଅନେକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଅନେକ ଦିନ ଧରି ଲୋକ ବିଶ୍ରାମ ନେବା ପରେ ସୁମିତ ଗତ କିଛି ସମୟ ତଳେ ଏକ ଅଡିଓ ମେସେଜ ଛାଡି ଥିଲେ ।

ସେହି ଅଡିଓ ମେସେଜରେ ସେ ତପସ୍ଵିନୀଙ୍କ ସମସ୍ତ ଅଭିଯୋଗକୁ ମିଛ ବୋଲି କହିଥିଲେ । ଏମିତିକି ସେ ଅସୁସ୍ଥ ଅଛନ୍ତି ବୋଲି ମଧ୍ୟ କହିଥିଲେ । ସେହି ଅଡିଓ ମେସେଜ ଭା-ଇ-ରା-ଲ ହେବା ପରେ ତପସ୍ଵିନୀଙ୍କର ଏକ ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ତପସ୍ଵିନୀ ନିଜ ଶଶୁରଙ୍କ ସହ କାନ୍ଦି କାନ୍ଦି କଥା ହେଉଛନ୍ତି । ତେବେ ବନ୍ଧୁଗଣ ତପସ୍ଵିନୀ ନିଜ ଶଶୁରଙ୍କୁ କଣ କହୁଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ତପସ୍ଵିନୀ କାନ୍ଦି କାନ୍ଦି ନିଜ ଶଶୁରଙ୍କୁ ଫୋନ କରି କହୁଛନ୍ତି-‘ଏଇଟା ହେଉଛି ପବ୍ଲିସିଟି ଧର୍ମ ସହିବ ନାହିଁ ଏଇଟା ଯିଏ ବି କହୁଛି । ଏ ସବୁ କେବଳ ମୋତେ ରାସ୍ତାରୁ ହଟାଇବା ପାଇଁ କରାଯାଉଛି ଯାହାଫଳରେ ସୁମିତ ସେହି ମନ୍ତ୍ରୀ ଝିଅ ସହ ବିବାହ କରିପାରିବେ । ଆଉ କୌଣସି ବି କାରଣ ନାହିଁ କେବଳ ଏହି ଗୋଟିଏ କାରଣ ପାଇଁ । ପଇସା ଦରକାର ଅଛି ମୁ ଦେଇଦେବି ପଇସା । ଧର୍ମ ସହିବ ନାହିଁ ଆପଣ ମାନଙ୍କୁ କରନ୍ତୁ ନାହିଁ ଏମିତି’ ।

ଆଗକୁ ତପସ୍ଵିନୀ କହିଛନ୍ତି-‘ଆଉ କେତେ ଦୁଃଖ ଦେବେ । ମୁ ଦାଣ୍ଡରେ ଶୋଇଲି, ଜଙ୍ଗଲରେ ଶୋଇଲି ଭିକ ମାଗି ଖାଇବି କି । କଣ ମରିଗଲା ପରେ ଆପଣ ଶାନ୍ତି ହେବେ ଦୟା କରନ୍ତୁ । ଦୟାକରି ମୋ ଜୀବନ ମାଟି କରନ୍ତୁ ନାହିଁ । ମୋତେ ଝିଅ ବୋଲି ଯେମିତି କହୁଥିଲେ ମି-ଡି-ଆ ସାମ୍ନାରେ ଦୟା କରନ୍ତୁ ମୋ ପାଖରେ ପଇସା ନାହିଁ ବାପା ମୁ ଦେଇ ପାରିବି ନାହିଁ ତମକୁ ଏତେ’।

ଆଗକୁ ତପସ୍ଵିନୀ କହିଛନ୍ତି-‘ଯଦି ସେ ସବୁ ଜାଣି ମୋ ସହ ରେଜିଷ୍ଟର ମ୍ୟାରେଜ କଲେ ଓ ମୋ ଆବୋସନ କଲେ ତା ହେଲେ ଆଜି ମାନବିକତା କାଇଁ ।ସାମାଜିକ ଦ୍ରୁଷ୍ଟି କୋଣରୁ ତାଙ୍କୁ ଦୟା ଲାଗିବା କଥା’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ତପସ୍ଵିନୀ ନିଜ ଶଶୁରଙ୍କ ସହ କଥା ହୋଇଛନ୍ତି ଓ ଏହାର ଭିଡିଓ ବର୍ତ୍ତମାନ ଭା-ଇ-ରା-ଲ ହେଉଛି । ତେବେ ତପସ୍ଵିନୀଙ୍କ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *