ନମସ୍କାର ବନ୍ଧୁଗଣ, ମନ୍ତ୍ରୀ ନବ ଦାସଙ୍କ ଘଟଣାକୁ ୧୫ରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ କ୍ରା-ଇ-ମ ବ୍ରାଞ୍ଚ କିଛି କରିପାରୁନାହିଁ । ଅଭିଯୁକ୍ତ ପାଖରେ ଥାଇ ମଧ୍ୟ କେହି ତାହାର କିଛି କରିପାରୁନାହାନ୍ତି କି ତା ଠାରୁ କୌଣସି ସତ ମଧ୍ୟ ଓଗାଳି ପାରୁନାହାନ୍ତି । ନବ ଦାସଙ୍କ ଝିଅ ବାପାଙ୍କୁ ହରାଇ ବହୁତ ଭାଙ୍ଗି ପଡିଛନ୍ତି ଉତ୍ତର ମାଗୁଛନ୍ତି ହେ ଭଗବାନ ମୋ ବାପା କି ଭୁଲ କରିଥିଲେ କାହିଁକି ଏଭଳି ସମସ୍ତଙ୍କ ସାମ୍ନାରେ ତାଙ୍କୁ ମା ରି ଦିଆଗଲା ।
କେହି କିଛି କରିପାରିଲେ ନାହିଁ । ଆହୁରି ଅନେକ କିଛି କହୁଛନ୍ତି ଦୀପାଳି । ଆସନ୍ତୁ ଜାଣିବା । ନ୍ନବ ଦାସଙ୍କ ଝିଅ ଦୀପାଳି ବାପାଙ୍କ ପାଖେ ପାଖେ ପାଖେ ସବୁବେଳେ ରହୁଥିଲେ । ବାପା ତାଙ୍କ ଝିଅ ସହ ରାଜନୀତି ସହ ଜଡିତ ସମସ୍ତ କଥା ମଧ୍ୟ କହୁଥିଲେ । ହେଲେ ଏମିତି କେଉଁ ଶତ୍ରୁ ଆସି ଷଡଯନ୍ତ୍ର ରଚି ଏଭଳି କା-ଣ୍ଡ ଘଟାଇଲା ଦୀପାଳି ଜାଣି ପାରୁନାହାନ୍ତି । ଛାତି ଫଟାଇ ବାପାଙ୍କ ଶ-ବ ପାଖରେ ଝିଅ ଦୀପାଳି କାନ୍ଦୁଥିଲେ ନିଜ ଭାଇଙ୍କୁ ଧରି ।
ସବୁଆଡେ ଏବେ ଖାଲି ତାଙ୍କ ବାପାଙ୍କ ମୁହଁ ଦିଶୁଛି ବାପା ଡାକୁଥିବା ଦୀପାଳି ଡାକ ମଧ୍ୟ ଶୁବୁଛି । ମାଆ ଙ୍କ ମୁହଁକୁ ଅନାଇ ଏବେ ବଞ୍ଚିଛନ୍ତି ଦୀପାଳି । ମନ୍ତ୍ରୀ ନବ ଦାସ ପଶ୍ଚିମ ଓଡିଶାର ଜଣେ ଟାଣୁଆ ନେତା ଥିଲେ । ତାଙ୍କ ହତୟଆ ଘଟଣାକୁ ୧୫ ରୁ ଅଧିକ ଦିନ ବିତିଗଲାଣି । ହେଲେ ଆଜି ଯାଏ କ୍ରା-ଇ-ମବ୍ରାଞ୍ଚ ପାଖରେ ହତୟଆ ପଛର ପ୍ରକୃତ ସତ କଣ ତାହାର ଚିଠା ନାହିଁ ।
ହତୟଆ କରିଥିବା ଅଭିଯୁକ୍ତ ଗୋପାଳ ଦାସର ଚାରିପଖାରେ ଘୁରି ବୁଲୁଛି କ୍ରା-ଇ-ମବ୍ରାଞ୍ଚ । କ୍ରା-ଇ-ମବ୍ରାଞ୍ଚର ତଦନ୍ତର ଫଳ କୁ ଅପେକ୍ଷା କରି ରହିଛନ୍ତି ନବ ଦାସଙ୍କ ଝିଅ ଦୀପାଳି । ଆଶା ରଖିଛନ୍ତି ନିଶ୍ଚିନ୍ତ ତାଙ୍କ ବାପାଙ୍କୁ ନ୍ୟାୟ ମିଳିବ ବୋଲି । ଦୋଷୀ ନିଶ୍ଚୟ ଦଣ୍ଡ ପାଇବ । ସମ୍ପୂର୍ଣ ଘଟଣା ପଛରେ ଲୁଚି ରହିଥିବା କାରଣକୁ ରାଜ୍ୟବାସୀ ଜାଣିବେ ।
କେଉଁ କାରଣ ପାଇଁ ଜଣେ କାର୍ଯ୍ୟରତ ପୋଲିସ ନବ ଦାସଙ୍କୁ ଗୁଳି କରିଲେ । ଘଟଣା ସ୍ଥଳରେ ହିଁ ଟଳି ପଡିଥିଲେ ନବ ଦାସ । ଏହି ସମସ୍ତ ପ୍ରଶ୍ନର ଉତ୍ତର ମାଗୁଛନ୍ତି ତାଙ୍କ ଝିଅ ଦୀପାଳି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।