Odia Gk- କେଉଁ ଜୀବ ପାଣି ପିଇବା ମାତ୍ରେ ମରିଯାଏ ? କଣ ଆପଣ ଜାଣନ୍ତି ?

ନମସ୍କାର ବନ୍ଧୁଗଣ ତେବେ ଆପଣ ଦୁନିଆ ରେ କିଛି ଏଭଳି କଥା ଅଛି ଯାହା ଜାଣି ନଥିବେ । ତେବେ ଆଜି ଆମେ ସେଥିପାଇଁ ଆପଣଙ୍କ ପାଇଁ ନେଇ ଆସୁଛୁ କିଛି ପ୍ରଶ୍ନ ଏବଂ ଉତ୍ତରର ଖେଳ ତା ସହ କିଛି ମଜାଦାରିଆ କଥା ମଧ୍ୟ । ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର ବିଷୟ ରେ ଜାଣିନେବା ।

୧- ଏକ ଅକ୍ଟୋପସ ର କେତେଗୋଟି ହୃଦୟ ଅଛି ।
ଉତ୍ତର- ତିନୋଟି ।

୨- ଜିଆ କାହା ସାହାର୍ୟ୍ଯ ରେ ଶ୍ୱାସକ୍ରିୟା କରେ ।
ଉତ୍ତର- ଚର୍ମ ।

୩- କେଉଁ ପକ୍ଷୀ ପଛକୁ ଉଡିପାରେ ।
ଉତ୍ତର- ହମିଙ୍ଗ ବାର୍ଡ ।

୪- ଏକ ବିରାଡ଼ି ର କାନ ରେ କେତେଗୋଟି ମାଂସପେଶୀ ଥାଏ ।
ଉତ୍ତର- ୩୨ ।

୫- କେଉଁ ପ୍ରାଣୀ କେବଳ ଇଉକାଲି ପଟାସ ଗଛର ପତ୍ର ଖାଏ ଏବଂ ଅନ୍ୟ କିଛି ଖାଏ ନାହିଁ ।
ଉତ୍ତର- କୋଆଲା ।

୬- ଏକ ପେଚା ତା ମୁଣ୍ଡ କୁ କେତେ ଡିଗ୍ରୀ ପର୍ଯ୍ୟନ୍ତ ବୁଲେଇ ପାରିବ ।
ଉତ୍ତର- ୨୭୦ ଡିଗ୍ରୀ ।

୭- ବିଶ୍ୱ ର ଏକମାତ୍ର ଦେଶ କେଉଁଠି ଯେଉଁଠାରେ ଉଭୟ ବାଘ ଏବଂ ସିଂହ ଦେଖିବାକୁ ମିଳିଥାଏ ।
ଉତ୍ତର- ଭାରତ ।

୮- କିଏ ଭାରତର ପ୍ରଥମ ଫୁଟବଲ କ୍ୟାପ୍ଟନ ଥିଲେ?
ଉତ୍ତର- ତାଲି ମେରେନ ଏଓ ।

୯- ଭାରତୀୟ କ୍ରିକେଟ ବିସିସିଆଇ ର ପ୍ରଥମ ଅଧକ୍ଷ କିଏ ଥିଲେ? ଏହା ଯେତେବେଳେ ଡିସେମ୍ବର ୧୯୨୮ ରେ ଆରମ୍ଭ ହୋଇଥିଲା ।
ଉତ୍ତର- ଆର. ଇ ଗ୍ରାଣ୍ଟଗୋଭନ ।

୧୦- ରାଜୀବ ଗାନ୍ଧି ଖେଳ ରତ୍ନ ରେ ସମ୍ମନିତ ହୋଇଥିବା ଭାରତର ପ୍ରଥମ କ୍ରୀଡ଼ାବିତ କିଏ?
ଉତ୍ତର- ବିଶ୍ୱନାଥନ ଆନନ୍ଦ ।

୧୧- ଡିଏଗୋ ମାରଡୋନା ଙ୍କ ଅଧିନାୟକତ୍ୱ ରେ ଆଜେର୍ନ୍ତିନା ଫିଫା ବିଶ୍ୱ କପ ର କେଉଁ ସଂସ୍କରଣ ବିଜେତା ହୋଇଥିଲା ।
ଉତ୍ତର- ୧୮୬୬ ମେସ୍କିକୋ ।

୧୨-ପନ୍ନା ଏବଂ ଗୋଲକଣ୍ଡା ନାମକ ସ୍ଥାନ ଏଗୁଡିକ ମଧ୍ୟରୁ କେଉଁ ଖଣିଜ ପଦାର୍ଥ ପାଇଁ ପରିଚିତ?
ଉତ୍ତର- ହୀରା ।

୧୩- ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କୋଇଳାଶ ଶାଖଲା ୧୯୭୩ ମସିହାରେ କେଉଁ ବନ୍ୟ ଜନ୍ତୁ ସଂରକ୍ଷଣ ପରି ଯୋଜନା ର ପ୍ରଥମ ନିର୍ଦେଶକ ଥିଲେ ।
ଉତ୍ତର- ବାଘ ସଂରକ୍ଷଣ ।

୧୪- କେଉଁ ଜୀବ ପାଣି ପିଇବା ମାତ୍ରେ ମ-ରି-ଯା-ଏ ?
ଉତ୍ତର- କଙ୍ଗାରୁ ରାଟ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *