କେଉଁ ଗ୍ଯାସକୁ ଭବିଷ୍ୟତର ଇନ୍ଧନ ଗ୍ଯାସ ବୋଲି କୁହାଯାଇଥାଏ ? GK Question for you

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ସେଥିମଧ୍ୟରୁ କିଛି ଜ୍ଞାନଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥିସହ ତାହା ସବୁ ଜ୍ଞାନ ଆପଣଙ୍କର ନୀତିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣିନେବା ।

1- କିଏ ଗଛ ପାଇଁ ଖାଦ୍ୟ ପ୍ରସ୍ତୁତ କରେ ?

ଉତ୍ତର;- ଗଛ ପାଇଁ ପତ୍ର ଖାଦ୍ୟ ପ୍ରସ୍ତୁତ କରେ ।

2- ବାରବାଟୀ ଦୁର୍ଗ କେଉଁଠାରେ ଅବସ୍ଥିତ ?

ଉତ୍ତର;- ବାରବାଟୀ ଦୁର୍ଗ କଟକ ଠାରେ ଅବସ୍ଥିତ ?

3- କୁଆପଥର ଜଳର କେଉଁ ଅବସ୍ଥାକୁ ବୁଝାଏ ?

ଉତ୍ତର;- କୁଆପଥର ଜଳର କଠିନ ଅବସ୍ଥାକୁ ବୁଝାଏ ।

4- ଖ୍ରୀଷ୍ଟିଯାନ ମାନଙ୍କର ଧର୍ମଗ୍ରନ୍ଥର ନାମ କଣ ?

ଉତ୍ତର;- ଖ୍ରୀଷ୍ଟିୟାନ ମାନଙ୍କର ଧର୍ମଗ୍ରନ୍ଥର ନାମ କଣ ?

ଉତ୍ତର;- ଖ୍ରୀଷ୍ଟିୟାନ ମାନଙ୍କର ଧର୍ମଗ୍ରନ୍ଥର ନାମ ହେଉଛି ବାଇବେଲ୍ ।

5- ଜଳର ରାସାୟନିକ ନାମ କଣ ?

ଉତ୍ତର;- ଜଳର ରାସାୟନିକ ନାମ ହେଉଛି H20 ।

6- କାହାକୁ ଭବିଷ୍ୟତର ଇନ୍ଧନ ବୋଲି କୁହାଯାଏ ?

ଉତ୍ତର;- ହାଇଡ୍ରୋଜେନ ଗ୍ଯାସ ହେଉଛି ଭବିଷ୍ୟତର ଇନ୍ଧନ ।

7- B. Tech ର ଫୁଲଫର୍ମ କଣ ?

ଉତ୍ତର;- ଏହାର ଫୁଲଫର୍ମ ହେଉଛି Bachelor of Technology ।

8- phd ର ଫୁଲଫର୍ମ କଣ ?

ଉତ୍ତର;- Doctor of Philosophy  ।

9- ପୂର୍ଣ୍ଣମୀ ଠାରୁ ପ୍ରତ୍ଯେକ ଦିନ କେତେ ମିନିଟ ବିଳମ୍ବରେ ଚନ୍ଦ୍ର ଉଦୟ ହୁଏ ?

ଉତ୍ତର;- ପୂର୍ଣ୍ଣମୀ ଠାରୁ ପ୍ରତ୍ଯେକ ଦିନ କେତେ ମିନିଟ ବିଳମ୍ବରେ ଚନ୍ଦ୍ର ଉଦୟ ହୁଏ ।

10- ଧ୍ରୁବତାରା ଆକାଶର କେଉଁ ଦିଗରେ ଦେଖାଯାଏ ?

ଉତ୍ତର;- ଧ୍ରୁବତାରା ଆକାଶର ଉତ୍ତର ଦିଗରେ ଦେଖାଯାଏ ।

11- ନଦୀ ଅଛି କିନ୍ତୁ ପାଣି ନାହିଁ । ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ । ସଡକ ଅଛି କିନ୍ତୁ ଗାଡି ନାହିଁ । ସହର ଅଛି କିନ୍ତୁ ଘର ନାହିଁ । ତାହା କେଉଁ ସ୍ଥାନ ?

ଉତ୍ତର;- ଏହାର ଉତ୍ତର ହେଉଛି ମାନଚିତ୍ର ।

12- କିଏ ସବୁବେଳେ ଉଡୁଥାଏ କିନ୍ତୁ ଜାଗା ଛାଡି କୁଆଡେ ଯାଏନା ?

ଉତ୍ତର;- ପତାକା ସବୁବେଳେ ଉଡୁଥାଏ କିନ୍ତୁ ଜାଗା ଛାଡି କୁଆଡେ ଯାଏନା ।

13- ଭଙ୍ଗା ହେଲେ ବି ସେ ଗୋଟିଏ ତାହା କଣ ?

ଉତ୍ତର;- ଭଙ୍ଗା ହେଲେ ବି ସେ ଗୋଟିଏ ତାହା ହେଉଛି ଖିଲିପାନ ।

14- କେଉଁ ଦେଶରେ ଧଳା ହାତୀ ଦେଖିବାକୁ ମିଳନ୍ତି ?

ଉତ୍ତର;- ଥାଇଲାଣ୍ଡ ଦେଶରେ ଧଳା ହାତୀ ଦେଖିବାକୁ ମିଳନ୍ତି ।

15- କେଉଁ ମସିହାରେ ମିଆଁମାର ଭାରତବର୍ଷ ଠାରୁ ଅଲଗା ହୋଇଥିଲା ?

ଉତ୍ତର;- 1937 ମସିହାରେ ମିଆଁମର ଭାରତବର୍ଷ ଠାରୁ ଅଲଗା ହୋଇଥିଲା ।

ତେବେ ଏହିଭଳି ଜ୍ଞାନପୂର୍ଣ୍ଣ ପୋଷ୍ଟ ପଢିବାକୁ ଚାହୁଁଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *