ବନ୍ଧୁଗଣ ଆମର ଏହି ବିଶାଳ ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ ତଥ୍ୟ ରହିଛି । ତେବେ ସେହି ସବୁ ଗୁରୁତ୍ଵପୂର୍ଣ୍ଣ ଜ୍ଞାନ ସବୁ ମଧ୍ୟରୁ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ଏଠାରେ ନେଇକି ଆସିଅଛୁ । ତେବେ ବନ୍ଧୁଗଣ ଆଉ ସମୟ ବିଳମ୍ବ ନକରି ଚାଲନ୍ତୁ ସେହି ସମସ୍ତ ସାଧାରଣ ଜ୍ଞାନ ବିଷୟରେ ଏଠାରେ ଆଲୋଚନା କରିବା ।
1- ସୂର୍ଯ୍ୟ କିରଣରୁ ଆମକୁ କେଉଁ ଭିଟାମିନ ମିଳିଥାଏ ?
ଉତ୍ତର;- ସୂର୍ଯ୍ୟ କିରଣରୁ ଆମକୁ ଭିଟାମିନ-ଡି ମିଳିଥାଏ ।
2- ଦୁନିଆର ସବୁଠାରୁ ଭୟଙ୍କର ଦେଶ କେଉଁଟି ଅଟେ ?
ଉତ୍ତର;- ଦୁନିଆର ସବୁଠାରୁ ଭୟଙ୍କର ଦେଶ ହେଉଛି ଆଫଗାନିସ୍ତାନ ।
3- ଟ୍ରେନର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର;- ଟ୍ରେନର ଆବିଷ୍କାର ଇଂଲଣ୍ଡରେ ହୋଇଥିଲା ।
4- ଭାରତର ସବୁଠାରୁ ଅଧିକ କେଉଁ ରାଜ୍ୟର ଲୋକ ମଦ୍ୟପାନ କରିଥାନ୍ତି ?
ଉତ୍ତର;- ଭାରତର ସବୁଠାରୁ ଅଧିକ ଛତିଶଗଡର ଲୋକ ମଦ୍ୟପାନ କରିଥାନ୍ତି ।
5- କେଉଁ ପଶୁର ଦୁଗ୍ଧ ଗୋଲାପୀ ରଙ୍ଗର ହୋଇଥାଏ ?
ଉତ୍ତର;- ହିପ୍ପୋ ପଶୁର କ୍ଷୀର ଗୋଲାପୀ ରଙ୍ଗର ହୋଇଥାଏ ।
6- କେଉଁ ଫଳ ଆମେ ଉଡାଜାହାଜରେ ନେଇକି ଯାଇପାରିବା ନାହିଁ ?
ଉତ୍ତର;- ନଡିଆକୁ ଆମେ ଉଡାଜାହାଜରେ ନେଇକି ଯାଇପାରିବା ନାହିଁ ।
7- କେଉଁ ଦେଶର ଝିଅ ମାନଙ୍କୁ ବିବାହ କରିବା ଦ୍ଵାରା ସରକାରୀ ଚାକିରୀ ମିଳିଥାଏ ?
ଉତ୍ତର;- ଆଇସଲାଣ୍ଡ ଦେଶର ଝିଅ ମାନଙ୍କୁ ବିବାହ କରିବା ଦ୍ଵାରା ସରଲାରୀ ଚାକିରୀ ମିଳିଥାଏ ।
8- କେଉଁ ଫଳରେ କେବେବି ପୋକ ଲାଗିନଥାଏ ?
ଉତ୍ତର;- କଦଳୀରେ କେବେବି ପୋକ ଲାଗିନଥାଏ ।
9- ଗୁଣ୍ଡୁଚିମୂଷା କେଉଁ ରଙ୍ଗ ଦେଖିପାରିନଥାଏ ?
ଉତ୍ତର;- ଗୁଣ୍ଡୁଚିମୂଷା ନାଲି ରଙ୍ଗ ଦେଖିପାରିନଥାଏ ।
10- ରାଣୀ ବାଇଙ୍କର ଜନ୍ମ କେଉଁଠାରେ ହୋଇଥିଲା ?
ଉତ୍ତର;- ରାଣୀବାଇଙ୍କ ଜନ୍ମ କାଶୀ ଠାରେ ହୋଇଥିଲା ।
11- କେଉଁ ଜୀବ ନିଜ ବାପା, ମାଆ ଉଭୟଙ୍କର କ୍ଷୀର ପିଇଥାଏ ?
ଉତ୍ତର;- ଠେକୁଆ ନିଜ ବାପା, ମାଆ ଉଭୟଙ୍କର କ୍ଷୀର ପିଇଥାଏ ।
12- କେଉଁ ପଶୁକୁ ସବୁ ଜିନିଷ ଦୁଇ ଗୁଣା ଦେଖାଯାଇଥାଏ ?
ଉତ୍ତର;- ହାତୀକୁ ସବୁ ଜିନିଷ ଦୁଇଗୁଣା ଦେଖାଯାଇଥାଏ ।
13- ପରିବା ର ରାଣୀ କାହାକୁ କୁହାଯାଇଥାଏ ?
ଉତ୍ତର;- ପରିବା ର ରାଣୀ ଲଙ୍କାକୁ କୁହାଯାଇଥାଏ ।
14- ମହାଭାରତରେ ଗଙ୍ଗା ପୁତ୍ର କାହାକୁ କୁହାଯାଇଥାଏ ?
ଉତ୍ତର;- ମହାଭାରତରେ ଗଙ୍ଗା ପୁତ୍ର ଭୀଷ୍ମକୁ କୁହାଯାଇଥାଏ ।
15- ମାଠିଆର ପାଣି ପିଇବା ଦ୍ଵାରା କେଉଁ ବେମାରୀ ଭଲ ହେବାକୁ ଲାଗିଥାଏ ?
ଉତ୍ତର;- ମାଠିଆର ପାଣି ପିଇବା ଦ୍ଵାରା ବ୍ଲଡ଼ପ୍ରେସର ଠିକ ହେବାକୁ ଲାଗିଥାଏ ।
ଆଶା କରୁଛୁ । ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।