Odia Gk Questions- କେଉଁ 2 ଟି ସଂଖ୍ୟାକୁ ଗୁଣନ କଲେ ଗୁଣଫଳ 13 ହୋଇଥାଏ ?

ନମସ୍କାର ବନ୍ଧୁଗଣ ତେବେ ଆସନ୍ତୁ ଆଜି ଆମେ କିଛି ଜଣା ଅଜଣା ପ୍ରଶ୍ନ ବିଷୟରେ ଆଲୋଚନା କରିବା। ଯାହା ଦ୍ୱାରା ଆପଣ କିଛି ଅଜଣା ପ୍ରଶ୍ନ ବିଷୟରେ ଜାଣି ପାରିବେ ଏବଂ ଏହାର ଉତ୍ତର ମଧ୍ୟ ଜାଣି ପାରିବେ। ତେବେ ଏହା ଦ୍ୱାରା ଆପଣଙ୍କ ର ଜ୍ଞାନ ର ବୃଦ୍ଧି ମଧ୍ୟ ହେବ ତେବେ ଆସନ୍ତୁ ଜାଣିନେବା ସେହି କିଛି ଜଣା ଅଜଣା ପ୍ରଶ୍ନ ବିଷୟରେ। ୧- କେଉଁ ପକ୍ଷୀର ଡେଣା ନାହିଁ ? ଉତ୍ତର- କିୱେ

୨- ଅକ୍ଟୋପସ ଭଳି ଆଉ କେଉଁ ଜୀବ ର ତିନିଗୋଟି ହୃତପିଣ୍ଡ ଅଛି?
ଉତ୍ତର- କଟଲ ଫିସ।

୩- ଆଂଥ୍ରାସାଇଟ କୋଇଲାରେ କେତେ ଭାଗ ଅଙ୍ଗାର ଥାଏ?
ଉତ୍ତର- ଶତକଡା ୯୬ ଭାଗ।

୪- ସପ୍ତଶଯ୍ୟା ଅଭୟାରଣ୍ୟ ଟି କେଉଁ ଜିଲ୍ଲାରେ ଅବସ୍ଥିତ?
ଉତ୍ତର- ଢେଙ୍କାନାଳ।

୫- ସମ୍ବଲପୁର କେଉଁ ଖାଦ୍ୟ ପାଇଁ ପ୍ରସିଦ୍ଧ?
ଉତ୍ତର- ରାବିଡ଼ି।

୬- ରାଜ୍ୟପାଳଙ୍କ ଅନୁପସ୍ଥିତ ରେ କିଏ କାର୍ଯ୍ୟ ଭାର ସମ୍ଭାଳି ଥାଏ?
ଉତ୍ତର- ହାଇକୋର୍ଟର ମୁଖ୍ୟ ବିଚାରପତି।

୭- ବର୍ଣ୍ଣବୋଧ,ଓ ସାହିତ୍ୟ କୁସୁମର ର ରଚୟିତା କିଏ?
ଉତ୍ତର- ମଧୁସୂଦନ ରାଓ।

୮- ଇଂରେଜ ମାନେ କେତେ ମସିହାରେ ଓଡିଶା ଅଧିକାର କରିଥିଲେ।
ଉତ୍ତର- ୧୮୦୩।

୯- କାଞ୍ଚି ରାଜଜେମା ପଦ୍ମାବତୀ ଙ୍କୁ କିଏ ବିବାହ କରିଥିଲେ?
ଉତ୍ତର- ପୁରୁଷୋତ୍ତମ ଦେବ।

୧୦- ଧ୍ୱନି ଶୁଣିବା ଉଦେଶ୍ୟ ରେ କାନରେ ଲଗା ଯାଉଥିବା ମେସିନ କୁ କଣ କୁହାଯାଏ?
ଉତ୍ତର- ଓଡ଼ିଓଫୋନ।

୧୧- ଶ୍ରୀମନ୍ଦିର ର କେଉଁ ସେବକ ବିଶ୍ଵାବସୁ ର ଵଂଶଧରର।
ଉତ୍ତର- ଦଇତାପତି।

୧୨- ଦ୍ଵାପର ଯୁଗରେ କୃଷ୍ଣ କାହା ମଥାରେ ପାଦ ଦେଇଥିଲେ?
ଉତ୍ତର- କଳିୟ।

୧୩- ଏକ ପ୍ୟାରେଡ଼ ବିଦ୍ୟତ ଚାର୍ଜ ପ୍ରବାହିତ ହେଲେ ଜଳ ଭୋଲଟାମିଟରର ଏନୋଡ଼ଠାରେ କେତେ ଗ୍ରାମର ଅମ୍ଳଜାନ ନିର୍ଗତ ହେବ।
ଉତ୍ତର- ଆଠ ଗ୍ରାମ।

୧୪- କେଉଁ ଦୁଇଟି ସଂଖ୍ୟା କୁ ଗୁଣନ କଲେ ଗୁଣଫଳ ୧୩ ହୋଇଥାଏ?
ଉତ୍ତର- ୧୩×୧=୧୩.

ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଉକ୍ତ ପ୍ରଶ୍ନ ଗୁଡ଼ିକ ର ଉତ୍ତର ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ। ଏହି ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ ଆମକୁ ନିଶ୍ଚିତ ଭାବରେ ଜଣାଇବେ।

Leave a Reply

Your email address will not be published. Required fields are marked *