ବନ୍ଧୁଗଣ ଜ୍ଞାନର ଆବଶ୍ୟକତା ସବୁ କ୍ଷେତ୍ରରେ ଦରକାର ପଡିଥାଏ । ତେଣୁ ଯେଉଁ ବ୍ୟକ୍ତିର ସବୁଥିରୁ କିଛି କିଛି ଜ୍ଞାନ ରହିଥାଏ । ସେହି ବ୍ୟକ୍ତିକୁ ବିଶେଷତଃ କୌଣସି ସ୍ଥାନରେ ଅଧିକ କିଛି ସମସ୍ଯାର ସାମ୍ନା କରିବାକୁ ପଡିନଥାଏ । ସେହିପରି କିଛି ଗୁରୁତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ଆପଣ ମାନଙ୍କ ପାଇଁ ନେଇକି ଆସିଛୁ ।
1- କେଉଁ ଦେଶରେ ଯୌତୁକ ନେବା ଦ୍ଵାରା ଫାଶୀର ଦଣ୍ଡ ମିଳିଥାଏ ?
ଉତ୍ତର;- ଇଟାଲୀ ଦେଶରେ ଯୌତୁକ ନେବା ଦ୍ଵାରା ଫାଶୀର ଦଣ୍ଡ ମିଳିଥାଏ ।
2- ଭାରତରେ ଲାଇସେନ୍ସ କରିବାର ବୟସ କଣ ଅଟେ ?
ଉତ୍ତର;- ଭାରତରେ ଲାଇସେନ୍ସ କରିବାର ବୟସ ହେଉଛି 18 ବର୍ଷ ।
3- ପର୍ବତର ରାଣୀ କାହାକୁ କୁହାଯାଇଥାଏ ?
ଉତ୍ତର;- ପର୍ବତର ରାଣୀ ଶିମଲାକୁ କୁହାଯାଇଥାଏ ।
4- ଭାରତର ସବୁଠାରୁ ମହଙ୍ଗା ସହର କେଉଁଟି ?
ଉତ୍ତର;- ଭାରତର ସବୁଠାରୁ ମହଙ୍ଗା ସହର ହେଉଛି ମୁମ୍ବାଇ ।
5- ମନୁଷ୍ୟ ଶରୀରରେ ସର୍ବ ମୋଟ ହାଡ କେତୋଟି ରହିଛି ?
ଉତ୍ତର;- ମନୁଷ୍ୟ ଶରୀରରେ ସର୍ବ ମୋଟ 206 ଖଣ୍ଡ ହାଡ ରହିଛି ।
6- ଭଗବାନ ବୁଦ୍ଧଙ୍କୁ କେଉଁଠାରେ ଜ୍ଞାନ ପ୍ରାପ୍ତ ହୋଇଥିଲା ?
ଉତ୍ତର;- ଭଗବାନ ବୁଦ୍ଧଙ୍କୁ ବୋଦ୍ଧଗୟା ଠାରେ ଜ୍ଞାନ ପାଇଥିଲା ।
7- ମଶାଙ୍କୁ କେଉଁ ରଙ୍ଗ ସବୁଠାରୁ ଅଧିକ ପସନ୍ଦ ଅଟେ ?
ଉତ୍ତର;- ମଶାଙ୍କୁ ସବୁଠାରୁ ନାଲି ରଙ୍ଗ ଅଧିକ ପସନ୍ଦ ଅଟେ ।
8- କେଉଁ ଜୀବର କ୍ଷୀର ପିଇଲା ମାତ୍ରେ ମନୁଷ୍ୟ ପାଗଳ ହୋଇଯାଇଥାଏ ?
ଉତ୍ତର;- ସିଂହୀର କ୍ଷୀର ପିଇଲା ମାତରୀ ମନୁଷ୍ୟ ପାଗଳ ହୋଇଯାଇଥାଏ ।
9- ଡିଆସିଲି ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର;- ଡିଆସିଲିର ଆବିଷ୍କାର ବ୍ରିଟେନ ଦେଶରେ ପ୍ରଥମେ ହୋଇଥିଲା ।
10- କେଉଁ ସହର କେବଳ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ବନିଥିଲା ?
ଉତ୍ତର;- ଆଲ୍ହାବାଦ ସହର କେବଳ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ବନିଥିଲା ।
11- ଦୁନିଆର ସବୁଠାରୁ ବଡ ଦେଶ କେଉଁଟି ?
ଉତ୍ତର;- ଦୁନିଆର ସବୁଠାରୁ ବଡ ଦେଶ ହେଉଛି ରୋମ ।
12- ରବିବାରକୁ କେବେ ଠାରୁ ଛୁଟି ଦିନ ଭାବେ ଘୋଷଣା କରାଯାଇଥିଲା ?
ଉତ୍ତର;- ରବିବାରକୁ 1843 ମସିହାକୁ ଛୁଟି ଦିନ ଭାବେ ଘୋଷଣା କରାଯାଇଥିଲା ।
13- ସାପ ମୁହଁରେ କେତୋଟି ଦାନ୍ତ ରହିଥାଏ ?
ଉତ୍ତର;- ସାପ ମୁହଁରେ 200 ଟି ଦାନ୍ତ ରହିଥାଏ ।
14- କେଉଁ ଫଳକୁ ଗଛରୁ ତୋଳିବାର ଗୋଟେ ଦିନ ପରେ ପାଚିଥାଏ ?
ଉତ୍ତର;- ଚିକୁକୁ ଗଛରୁ ତୋଳିବାର ଗୋଟେ ଦିନ ପରେ ପାଚିଯାଇଥାଏ ।
15- ବିଶ୍ଵରେ ସମୁଦାୟ କେତୋଟି ଦେଶ ରହିଛି ?
ଉତ୍ତର;- ବିଶ୍ଵରେ ସମୁଦାୟ 195 ଟି ଦେଶ ରହିଛି ।
ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭାଲ ଲାଗିଥିଲେ । ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ଅଧିକରୁ ଅଧିକ ଜ୍ଞାନପୂର୍ଣ୍ଣ ପୋଷ୍ଟ ପଢନ୍ତୁ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।