କେଉଁ ଦେଶରେ ଯୌତୁକ ନେବା ଦ୍ଵାରା ଫାଶୀ ଦଣ୍ଡ ମିଳିଥାଏ ? GK Question with answer

ବନ୍ଧୁଗଣ ଜ୍ଞାନର ଆବଶ୍ୟକତା ସବୁ କ୍ଷେତ୍ରରେ ଦରକାର ପଡିଥାଏ । ତେଣୁ ଯେଉଁ ବ୍ୟକ୍ତିର ସବୁଥିରୁ କିଛି କିଛି ଜ୍ଞାନ ରହିଥାଏ । ସେହି ବ୍ୟକ୍ତିକୁ ବିଶେଷତଃ କୌଣସି ସ୍ଥାନରେ ଅଧିକ କିଛି ସମସ୍ଯାର ସାମ୍ନା କରିବାକୁ ପଡିନଥାଏ । ସେହିପରି କିଛି ଗୁରୁତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ଆପଣ ମାନଙ୍କ ପାଇଁ ନେଇକି ଆସିଛୁ ।

1- କେଉଁ ଦେଶରେ ଯୌତୁକ ନେବା ଦ୍ଵାରା ଫାଶୀର ଦଣ୍ଡ ମିଳିଥାଏ ?

ଉତ୍ତର;- ଇଟାଲୀ ଦେଶରେ ଯୌତୁକ ନେବା ଦ୍ଵାରା ଫାଶୀର ଦଣ୍ଡ ମିଳିଥାଏ ।

2- ଭାରତରେ ଲାଇସେନ୍ସ କରିବାର ବୟସ କଣ ଅଟେ ?

ଉତ୍ତର;- ଭାରତରେ ଲାଇସେନ୍ସ କରିବାର ବୟସ ହେଉଛି 18 ବର୍ଷ ।

3- ପର୍ବତର ରାଣୀ କାହାକୁ କୁହାଯାଇଥାଏ ?

ଉତ୍ତର;- ପର୍ବତର ରାଣୀ ଶିମଲାକୁ କୁହାଯାଇଥାଏ ।

4- ଭାରତର ସବୁଠାରୁ ମହଙ୍ଗା ସହର କେଉଁଟି ?

ଉତ୍ତର;- ଭାରତର ସବୁଠାରୁ ମହଙ୍ଗା ସହର ହେଉଛି ମୁମ୍ବାଇ ।

5- ମନୁଷ୍ୟ ଶରୀରରେ ସର୍ବ ମୋଟ ହାଡ କେତୋଟି ରହିଛି ?

ଉତ୍ତର;- ମନୁଷ୍ୟ ଶରୀରରେ ସର୍ବ ମୋଟ 206 ଖଣ୍ଡ ହାଡ ରହିଛି ।

6- ଭଗବାନ ବୁଦ୍ଧଙ୍କୁ କେଉଁଠାରେ ଜ୍ଞାନ ପ୍ରାପ୍ତ ହୋଇଥିଲା ?

ଉତ୍ତର;- ଭଗବାନ ବୁଦ୍ଧଙ୍କୁ ବୋଦ୍ଧଗୟା ଠାରେ ଜ୍ଞାନ ପାଇଥିଲା ।

7- ମଶାଙ୍କୁ କେଉଁ ରଙ୍ଗ ସବୁଠାରୁ ଅଧିକ ପସନ୍ଦ ଅଟେ ?

ଉତ୍ତର;- ମଶାଙ୍କୁ ସବୁଠାରୁ ନାଲି ରଙ୍ଗ ଅଧିକ ପସନ୍ଦ ଅଟେ ।

8- କେଉଁ ଜୀବର କ୍ଷୀର ପିଇଲା ମାତ୍ରେ ମନୁଷ୍ୟ ପାଗଳ ହୋଇଯାଇଥାଏ ?

ଉତ୍ତର;- ସିଂହୀର କ୍ଷୀର ପିଇଲା ମାତରୀ ମନୁଷ୍ୟ ପାଗଳ ହୋଇଯାଇଥାଏ ।

9- ଡିଆସିଲି ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର;- ଡିଆସିଲିର ଆବିଷ୍କାର ବ୍ରିଟେନ ଦେଶରେ ପ୍ରଥମେ ହୋଇଥିଲା ।

10- କେଉଁ ସହର କେବଳ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ବନିଥିଲା ?

ଉତ୍ତର;- ଆଲ୍ହାବାଦ ସହର କେବଳ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ବନିଥିଲା ।

11- ଦୁନିଆର ସବୁଠାରୁ ବଡ ଦେଶ କେଉଁଟି ?

ଉତ୍ତର;- ଦୁନିଆର ସବୁଠାରୁ ବଡ ଦେଶ ହେଉଛି ରୋମ ।

12- ରବିବାରକୁ କେବେ ଠାରୁ ଛୁଟି ଦିନ ଭାବେ ଘୋଷଣା କରାଯାଇଥିଲା ?

ଉତ୍ତର;- ରବିବାରକୁ 1843 ମସିହାକୁ ଛୁଟି ଦିନ ଭାବେ ଘୋଷଣା କରାଯାଇଥିଲା ।

13- ସାପ ମୁହଁରେ କେତୋଟି ଦାନ୍ତ ରହିଥାଏ ?

ଉତ୍ତର;- ସାପ ମୁହଁରେ 200 ଟି ଦାନ୍ତ ରହିଥାଏ ।

14- କେଉଁ ଫଳକୁ ଗଛରୁ ତୋଳିବାର ଗୋଟେ ଦିନ ପରେ ପାଚିଥାଏ ?

ଉତ୍ତର;- ଚିକୁକୁ ଗଛରୁ ତୋଳିବାର ଗୋଟେ ଦିନ ପରେ ପାଚିଯାଇଥାଏ ।

15- ବିଶ୍ଵରେ ସମୁଦାୟ କେତୋଟି ଦେଶ ରହିଛି ?

ଉତ୍ତର;- ବିଶ୍ଵରେ ସମୁଦାୟ 195 ଟି ଦେଶ ରହିଛି ।

ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭାଲ ଲାଗିଥିଲେ । ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ଅଧିକରୁ ଅଧିକ ଜ୍ଞାନପୂର୍ଣ୍ଣ ପୋଷ୍ଟ ପଢନ୍ତୁ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

 

Leave a Reply

Your email address will not be published. Required fields are marked *