କେନ୍ଦ୍ର ସରକାରଙ୍କ ବଡ ନିସ୍ପତି ! ପୁଣି ଖୋଲିବ ସମସ୍ତ School, ଦେଖନ୍ତୁ କେବେଠୁ ?

କୋରୋନା ଆସିବା ପରେ ପିଲାଙ୍କ ପାଠ ପଢା ସହ ଆହୁରି କିଛି କ୍ଷତି ହୋଇଛି । କିନ୍ତୁ ପିଲାମାନେ ହେଉଛନ୍ତି ଦେଶର ଭବିଷ୍ୟତ ଯଦି ଆମେ ତାଙ୍କ ଭବିଷ୍ୟତ ସହ ଖେଳାଇବା ଏହା ଆମ ପାଇଁ ଓ ତାଙ୍କ ପାଇଁ ମଧ୍ୟ ଖରାପ ହୋଇ ପାରେ । ଅଭିଭାବକ ମାନେ ମାଧେ ଅନେକ ଜାଗାରେ ଦାବି କରିଛନ୍ତି କି ସେମାନେ ସବୁ ପ୍ରକାର ଆର୍ଥିକ ଅସୁବିଧାରେ ରହିକି ନିଜର ପିଲାର ପାଠ ପଢାକୁ ନେଇ ନିଜର ଦାଇତ୍ଵ ତୁଲାଉ ଥିବା ବେଳେ ଏହା ତାଙ୍କ ପାଇଁ ଅସହ୍ୟ ହୋଇ ଯାଇଛି କି ସେମାନଙ୍କ ପିଲାମାନଙ୍କ ଆଗାମୀ ଦିନ ଖରାପ ହେବାରେ ଲାଗିଛି ।

ଭାରତ ଭଳି ବଡ ଜନ ସଂଖ୍ୟା ଦେଶରେ ଯେଉଁ ଜାଗାରେ ବହୁତ କଷ୍ଟରେ ପିଲାମାନଙ୍କୁ ପଢାଇବା ପାଇଁ ବାପା ମା ମାନେ ରାଜି ହୋଇଛନ୍ତି ସେହି ଜାଗାରେ ଏବେ ଏତେ ଦିନ ଧରି ଶିକ୍ଷାରେ ବ୍ୟାହାତ ହେବା ଦ୍ଵାରା ପିଲାମାନେ ମଧ୍ୟ ପାଠ ପଢାକୁ ନେଇ ଚିନ୍ତାରେ ରହୁ ଛନ୍ତି ।

ନିଜର ପାଠ ପଢାକୁ ସେମାନେ ହରାଇବାରେ ଲାଗି ଛନ୍ତି ତେଣୁ ଏହା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉଭୟ ଲାଗି ଛନ୍ତି କି ସେମାନେ ନିଜର ଦାଇତ୍ଵ କୁ ଭଲ ଭାବେ ତୁଲାଇ ନେବେ ଓ ନିଜର ଦେଶର ପିଲାମାନଙ୍କ ସ୍କୁଲ ଖୋଳିବେ । ମାତ୍ର ଏହା ପାଇଁ ସେମାନେ ବହୁତ ଅଭିଜ୍ଞ ବ୍ୟକ୍ତି ମାନାଙ୍କ ମତ ନେଇ ଏହାକୁ ଖୋଲିବା ପାଇ ନିଷ୍ପତ୍ତି ନେଇଛନ୍ତି ।

ଏହା ସହ ଏହା ମଧ୍ୟ କୁହା ଯାଇଛି କି ସ୍କୁଲ ଖୋଲିବା କିନ୍ତୁ କୋଭିଡ ର ଗାଇଡ ଲାଇନ ମଧ୍ୟରେ ସ୍କୁଲ ଖୋଲିବା । ସବୁ କର୍ମଚାରୀ ମାନେ କୋଭିଡ ଟୀକା ନେବା ନିହାତି ଭାବେ ଦରକାର । ଗତ ବର୍ଷ ଭଳି ଏହି ବର୍ଷ ଯେଉଁ ଭଳି କାହାର ଖରାପ ନ ହଉ ସେଇ ପାଇଁ ସରକାର କହିଛନ୍ତି କି ପିଲାମାନଙ୍କ ଟୀକା ଆସିଛି ଯେଉଁ ମାନେ 15 ରୁ 18 ବର୍ଷ ଯାଏ ଅଛନ୍ତି ।

ସେମାନେ ଏହି ଟୀକା ନେବା ନିହାତି ଦରକାର । କମ ରୁ କମ ପ୍ରଥମ ଟୀକା ନେବା ନିହାତି ଦରକାର ବୋଲି କୁହାଯାଇଛି । ଏହା ସହ ଏହା ମଧ୍ୟ କୁହାଯାଇଛି କି ପିଲାମାନେ ଯେଉଁ ମାନେ ଅସୁସ୍ଥ ଅଛନ୍ତି ସେମାନେ ସ୍କୁଲ ଆସିବେନି । ମହାରାଷ୍ଟ୍ର ଯେଉଁ ଜାଗାରେ ବହୁତ କ୍ଷତି ହୋଇଯାଇଛି ।

ସେହି ଜାଗାରେ ଏବେ ସ୍କୁଲ ଖୋଲିଛି ମାତ୍ର ଏହା କେବଳ ହାଇସ୍କୁଲ ପିଲାଙ୍କର ଅଟେ । ପରେ ପରେ ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଏହା ଖୋଲିଯିବ । ଏବେ କିଛି ଦିନ ବିରତି ପରେ ଅନ୍ୟ କ୍ଳାସ ର ପିଲାମାନେ ମଧ୍ୟ ସ୍କୁଲ ଯିବା ଆରମ୍ଭ କରିବେ ବୋଲି ପ୍ରୟାଶ ଚାଲିଛି ।

ହରିୟାନା ଓ ଚଣ୍ଡିଗଡ ରେ ମଧ୍ୟ 10 ମ ଶ୍ରେଣୀର କ୍ଳାସ ଖୋଲିବା ପାଇଁ ଚିଠି ମିଳି ସାରିଛି । ସ୍ୱାସ୍ଥ୍ୟମନ୍ତ୍ରୀ କହି ଛନ୍ତି କି ଯେଉଁ ମାନେ ଟୀକା ନେଇଛନ୍ତି ସେମାନେ ସ୍କୁଲ ଯାଇ ପାରିବେ । କେନ୍ଦ୍ର ଆଡଭାଇଜର ଜାରି କରିବ କି କେଉଁ ମାନେ ଅନ୍ଲାଇନ କ୍ଳାସ କରିବେ ଓ କେଉଁ ମାନେ କ୍ଳାସ ସ୍କୁଲ ଯାଇକି କରିବେ ।

Leave a Reply

Your email address will not be published. Required fields are marked *