ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ପ୍ରାୟତଃ ଲୋକ ମୋଟାପଣର ଶିକାର ହେଉଛନ୍ତି ଏହାର କାରଣ ତାଙ୍କ ଖାଦ୍ଯ ଅଟେ ଆଉ ତାଙ୍କ କିଛି ଛୋଟ ଛୋଟ ଭୁଲ ଯାହା ଉପରେ ତାଙ୍କର କେବେ ବି ଧ୍ୟାନ ଯାଇ ନଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଜାଣିବା ବହୁତ ଆବଶ୍ୟକ ଅଟେ । ଏହା ସବୁ ଜାଣିଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ଆଉ ଆପଣଙ୍କୁ ଜୀବନରେ ବହୁତ ଫ୍ରେସ ମଧ୍ୟ ଲାଗିଥାଏ ।
ତେବେ ଆସନ୍ତୁ ଜାଣିବା ଆମ ଶରୀର ପାଇଁ କଣ କରିବା ଉଚିତ ଆଉ କଣ କରିବା ଉଚିତ ନୁହେଁ । ତେବେ ଡାକ୍ତର ମାନଙ୍କ କହିବା ଅନୁଯାଇ ଜଣେ ମୋଟା କେମିତି ହବ ଯେତେବେଳେ ତା ମେଟାବୋଲିଜିମ ଅଧିକ ରହିବ ଆଉ ସେହି ବ୍ୟକ୍ତି ତେଲ ମସଲା ଅଧିକ ସେବନ କରିବ ତେବେ ଜଣେ ନିଜ ଓବେସିଟି ଅନୁଯାଇ ଖାଇବା ଉଚିତ ଏହା ପାଇଁ ଗୋଟେ ଫୋରମୂଳା ଜାଣି ରଖନ୍ତୁ ଆପଣଙ୍କ ଓଜନ ଯେତେ ଅଛି ଡିଭାଇଡେଡ ବାୟ ।
ଯେତେ ଆପଣଙ୍କ ହାଇଟ ଅଛି ଯଦି ଆପଣଙ୍କ ଉତ୍ତର ୧୮ ରୁ ୨୪ ଭିତରେ ଅଛି ତେବେ ଏହା ନର୍ମଲ ଅଟେ କିନ୍ତୁ ଏହା ଠାରୁ ଅଧିକ ହେଲେ ଏହାକୁ ଓବେସିଟି କୁହା ଯାଏ ଏହାର ଅର୍ଥ ଆବଶ୍ୟକ ଠାରୁ ଅଧିକ ମୋଟା ହବା। ତେବେ ବର୍ତ୍ତମାନ ସମୟରେ ଛୁଆଙ୍କୁ କେବଳ ପାଠ ପାଠ କହି ମା ବାପା ଟିକେ ଖେଳିବାକୁ ଛାଡୁ ନାହାନ୍ତି ଯାହା ତାଙ୍କ ଶରୀର ପାଇଁ ଭଲ ନୁହ ଛୁଆ ମାନେ ଯେତେ ବାହାର ଖେଳ ଖେଳନ୍ତି ସେ ସେତିକି ସ୍ଵସ୍ଥ ରୁହନ୍ତି ।
ତେବେ ଛୁଆ ବେଳୁ ମା ବାପା କେବଳ ପାଠ ଉପରେ ଧ୍ୟାନ ଦଉଛନ୍ତି, ଆପଣଙ୍କୁ ନିଜ ଛୁଆକୁ ପ୍ରତି ଦିନ ସନ୍ଧ୍ୟାରେ ୪ ରୁ ୬ ଖେଳିବାକୁ ଛାଡିବାକୁ ହବ ଯାହା ଦ୍ଵାରା ଖେଳ ପ୍ରତି ତାଙ୍କ ମନରେ ଲୋଭ ଆସୁ ଆଉ ସେ ଖେଳିବାକୁ ଇଛା କରିବେ ଆଉ ସ୍ଵସ୍ଥ ରହିବେ।
ତେବେ ଯେଉଁ ମାନେ କାମ କରୁଛନ୍ତି ସେମାନେ ବାହାର ଖାଦ୍ଯ ଯେତେ କମ ଖାଇବେ ସେତେ କମ ଚର୍ବି ଆପଣଙ୍କ ଶରୀରରେ ଲାଗିବ ସେଥିପାଇଁ ବାହାର ଆଉ ତେଲିଆ ଜିନିଷ କମ ସେବନ କରନ୍ତୁ ଏହା ଛଡା ଖାଇବା ପରେ ତୁରନ୍ତ ଶୋଇବା ବା ବସିବା ଉଚିତ ନୁହ ଏହା ଆପଣଙ୍କ ଶରୀରରେ ଚର୍ବି ଏକତ୍ର କରିଥାଏ ।
ସେଥିପାଇଁ ଖାଇବା ପରେ ଅତି କାମରୁ ୧୦୦ ପାଦ ଚାଳନ୍ତୁ କେବଳ ୫ ମିନିଟ୍ରୁ ୧୦ ମିନିଟ ଲାଗିବ । ଏହା କରିବା ଦ୍ଵାରା ଆପଣଙ୍କ ଶରୀରରେ ଚର୍ବି ଲାଗିବ ନାହିଁ ଆଉ ଆପଣ ନିଜକୁ ବହୁତ ସ୍ଵସ୍ଥ ମନେ କରିବେ ।
କେବଳ ସେତିକି ନୁହେଁ ଖାଦ୍ଯରେ ସଂଯମତା ରଖନ୍ତୁ କିଛି ବି ଆଡୁ ସାଡୁ ଖାନ୍ତୁ ନାହିଁ।ଏହା ଦ୍ୱାରା ଆପଣଙ୍କ ପେଟ ନିଶ୍ଚିତ ଭାବରେ କମିବ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।