କେବେ ବି ଅଲଗା ହୁଅନ୍ତି ନାହିଁ ଏହି 5 ଟି ନାମର ଯୋଡି (Astrology)

ନମସ୍କାର ବନ୍ଧୁଗଣ ତେବେ ଏହି ଜିନିଷ ଜାଣିଥିବେ କିମ୍ବା ନିଶ୍ଚୟ କାହାର ମୁଖରୁ ଶୁଣିଥିବେ ଯେ ଦମ୍ପତିମାନେ ସ୍ୱର୍ଗରୁ ଆସିଛନ୍ତି ଏହି ଯୋଡିମାନେ ଇଶ୍ବରଙ୍କ ଦ୍ୱାରା ନିର୍ମିତ ଯାହା ସ୍ୱର୍ଗରୁ ନିର୍ମିତ ସେହି ଯୋଡିଗୁଡ଼ିକ ଭଗବାନଙ୍କ ଦ୍ୱାରା ନିର୍ମିତ | ଏହି ଯୋଡିଗୁଡ଼ିକରେ କଦାପି ବିଭେଦ ହୁଏ ନାହିଁ ଏହି ଦମ୍ପତିମାନେ ନିଜ ଜୀବନରେ ସର୍ବଦା ଖୁସିରେ ରୁହନ୍ତି କୌଣସି ପ୍ରକାରର ଅସୁବିଧା ନାହିଁ ପ୍ରେମ ଏହି ଦମ୍ପତିମାନଙ୍କ ମଧ୍ୟରେ ରହିଥାଏ ଏବଂ ଏହା ଜୀବନସାରା ପରସ୍ପର ସହିତ ରହିଥାଏ l

ଏହି ଆର୍ଟିକିଲ୍ ମାଧ୍ୟମରେ, ଆମେ ଆପଣଙ୍କୁ ଏପରି ୪ ଜଣଙ୍କ ବିଷୟରେ ସୂଚନା ଦେବାକୁ ଯାଉଛୁ ଯାହାର ଯୋଡି ସ୍ୱର୍ଗ ରୁ ତିଆରି ହୋଇଥାଏ l ଏବଂ ସେମାନେ ପରସ୍ପର ପ୍ରତି ଅତ୍ୟନ୍ତ ବିଶ୍ୱସ୍ତ ସେମାନେ ଜୀବନସାରା ପରସ୍ପରକୁ ସମର୍ଥନ କରନ୍ତି। ୧- ପ୍ରଥମ ରେ Hଏବଂ J ନାମର ଯୋଡ଼ି।ଏହି କ୍ରମରେ ପ୍ରଥମ ଯେଉଁ ଯୋଡ଼ି ଆସେ ସେ ହେଉଛି H ଏବଂJ ନାମର ଯୋଡ଼ି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ନାମର ଦମ୍ପତିଙ୍କ ଭିତରେ ଅତୁଟ ପ୍ରେମ ଦେଖିବାକୁ ମିଳେ । ଲୋକେ ଖୁଲମଖୁଲା ବଞ୍ଚିବାକୁ ପସନ୍ଦ କରନ୍ତି । ଏମାନଙ୍କ ଭିତରେ ବହୁତ ବୁଝାମଣା ଥାଏ ଯାହା ଏମାନଙ୍କ ସମ୍ପର୍କରେ ଦେଖିବାକୁ ମିଳେ । ଏମାନେ ବହୁତ ସଚ୍ଚୋଟତା ସହ ଏମାନଙ୍କ ସମ୍ପର୍କକୁ ଲିଭାଇଥାନ୍ତି ଏବଂ ନିଜ ପାର୍ଟନରର ସବୁବେଳେ ସମ୍ମାନ କରିଥାନ୍ତି।


୨- ଦ୍ଵିତୀୟ ରେ A ଏବଂ S ନାମର ଯୋଡ଼ି ।ଜ୍ୟୋତିଷ ଅନୁସାରେ A ଏବଂ S ନାମର ଯୋଡ଼ି ସ୍ବର୍ଗରୁ ବନି କରି ଆସିଥାଏ । କୁହନ୍ତି ଯେ ଏହି ନାମର ଯୋଡ଼ି ମଧ୍ୟରେ ଅତୁଟ ଏବଂ ଗଭୀର ସମ୍ପର୍କ ହୋଇ ଥାଏ ଏହି ନାମର ଯୋଡ଼ି । ଏମାନେ ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି ସେଥିପାଇଁ ଏମାନେ ବହୁତ ଖୁସିରେ ରୁହନ୍ତି ଏବଂ ଜୀବନସାରା ଦୁହେଁ ଦୁହିଁଙ୍କର ସାଥିରେ ରୁହନ୍ତି । ଏମାନଙ୍କ ଜୀବନରେ କେତେକ ସମସ୍ୟା ଆସୁ ଏମାନେ ସବୁବେଳେ ସାଙ୍ଗରେ ଏକାଠି ରୁହନ୍ତି, ସେଥିପାଇଁ ଏମାନେ କେବେ ଅଲଗା ହୁଅନ୍ତି ନାହିଁ।


୩- ତୃତୀୟ ରେ ଯେଉଁ ଯୋଡ଼ି ଆସୁଛନ୍ତି ତାହା B ଏବଂ M ନାମର ଯୋଡ଼ି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ନାମର ଲୋକଙ୍କ ପାର୍ଟନର ପରସ୍ପରକୁ ବହୁତ ଭଲ ପାଆନ୍ତି ଏବଂ ପାର୍ଟନରକୁ ଧୋକା ଦେବାକୁ ଭାବନ୍ତି ନାହିଁ ମଧ୍ୟ । ଏହି ଦୁଇ ଅକ୍ଷର ଲୋକଙ୍କ ଚିନ୍ତାଧାରା ଏବଂ ଜୀବନକୁ ନେଇ ଏମାନଙ୍କ ବଞ୍ଚିବାର ଶୈଳୀ, କଥାବାର୍ତ୍ତା, ସ୍ବଭାବ ଏହି ଦୁଇ ଜଣକୁ ବହୁତ ଅଧିକ ମିଳିଥାଏ ଯେଉଁ କାରଣ ପାଇଁ ଏମାନଙ୍କର ଜୀବନ ବହୁତ ଭଲ ଭାବରେ ବିତିଥାଏ।


୪- ଚତୁର୍ଥ ରେ K ଏବଂ T ନାମର ଯୋଡ଼ି ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ K ଏବଂ T ନାମର ଯୋଡ଼ି ଭାଗ୍ୟବାନ ଯୋଡ଼ି ମାନଙ୍କ ଭିତରୁ ଗୋଟିଏ ଅଟେ ଯାହା ଦୁହେଁ ଦୁହିଁଙ୍କ ପାଇଁ ବନିଛନ୍ତି । ଏମାନଙ୍କ ଜୀବନସାଥୀ କେବେ ଏମାନଙ୍କ ପାଖରୁ ଅଲଗା ହୁଅନ୍ତି ନାହିଁ । ଜଦି ଏହି ଯୋଡ଼ି ବନି ଥାଏ ଏମାନେ ବହୁତ ସଚ୍ଚୋଟତା ସହ ସମ୍ପର୍କକୁ ଲିଭାନ୍ତି ଏବଂ ସବୁ ସମୟରେ ଜଣେ ଆଉ ଜଣଙ୍କ ସାଙ୍ଗରେ ରହିଥାନ୍ତି । ଏମାନଙ୍କ ଭିତରେ ଥିବା ପ୍ରେମ ହିଁ ଏମାନଙ୍କର ପରିଚୟ । ଜଦି ଏହି ଯୋଡ଼ିର ପାର୍ଟନର କମଜୋର ପଡ଼ିଯାଏ ତେବେ ଏମାନେ ଦୁହେଁ ଦୁହିଁଙ୍କୁ ସମ୍ଭାଳି ନିଅନ୍ତି ।


୫- ପଞ୍ଚମ ରେ ହେଉଛନ୍ତି P ଏବଂR ନାମର ଯୋଡ଼ି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ P ଏବଂ R ନାମର ଯୋଡ଼ି ବହୁତ ଭାଗ୍ୟଶାଳୀ ମାନାଯାଏ । କୁହନ୍ତି ଯେ ଜଦି ଏହି ନାମର ଲୋକଙ୍କ ଯୋଡ଼ି ବନୁଛି ତେବେ ଏହି ଯୋଡ଼ି ଉପରେ ଆଖି ବନ୍ଦକରି ଭରସା କରି ପାରିବା । ଏମାନଙ୍କ ସମ୍ପର୍କରେ ସମୟ ସହ ପ୍ରେମ ଆହୁରି ମଧ୍ୟ ଗଭୀର ହୋଇ ଯାଇଥାଏ ଯେଉଁ କାରଣ ପାଇଁ ଏମାନଙ୍କ ସମ୍ପର୍କରେ ଆହୁରି ମଜବୁତ୍ ଆଣେ ପରସ୍ପର ଭିତରେ ।

ଦୁହେଁ ଦୁହିଁଙ୍କ ଉପରେ ଭରସା ଏବଂ ଏମାନଙ୍କ ଭିତରେ ଥିବା ପ୍ରେମ ହିଁ ଯାହା ପରସ୍ପରକୁ କେବେ ଅଲଗା କରି ନଥାଏ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *