କେବଳ ବୟସରେ ନୁହେଁ ବରଂ ସମ୍ପତି ମାମଲାରେ ବି Vicky Kaushal ଙ୍କ ଠାରୁ ବହୁତ ଆଗରେ ଅଛନ୍ତି Katrina Kaif, ବିବାହ ପରେ କେତେ ସମ୍ପତିର ମାଲିକ ହେବେ ଏହି କପଲ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ବହୁତ ଚର୍ଚାରେ ରୁହନ୍ତି । ଏହା ସହିତ ଏହି କଳାକାର ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ କାଟ୍ରିନା କେଆଫ ଓ ଅଭିନେତା ଭିକି କୌଶଲଙ୍କୁ ବେସ ଭଲ ଭାବରେ ଜାଣିଥିବେ । ବନ୍ଧୁଗଣ ଏହି ଦୁଇଜଣ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ପାଇଛନ୍ତି ଓ ଏହି ଦୁଇଜଣଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ କାଟ୍ରିନା ଓ ଭିକି ଗତ କିଛି ମାସ ହେବ ନିଜ ଲଭ ଅଫେୟାର ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ଏବେ ଏହି ଦୁଇଜଣ ବିବାହ ଖବର ପାଇଁ ବହୁତ ଚର୍ଚାରେ ରହୁଛନ୍ତି ।ବନ୍ଧୁଗଣ ଯଦି ଏହି ଦୁଇଜଣଙ୍କ ବିବାହ ହୋଇଯାଏ ତା ହେଲେ ଏମାନେ କେତେ କୋଟି ଟଙ୍କା ସମ୍ପତ୍ତିର ମାଲିକ ହେବେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଗତ ୧୮ ବର୍ଷ ହେବ କାଟ୍ରିନା ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ସେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି । କାଟ୍ରିନା ବଲିଉଡ ଇଣ୍ଡଷ୍ଟ୍ରିର କେତେକ ଦିଗଜ ଅଭିନେତା ମାନଙ୍କ ସହ କାମ କରିଛନ୍ତି । ତେବେ ମିଡିଆ ରିପୋର୍ଟସ ଅନୁସାରେ କାଟ୍ରିନାଙ୍କ ପାଖରେ ମୋଟ ୨୨୪ କୋଟି ଟଙ୍କାର ସମ୍ପତ୍ତି ଅଛି । କାଟ୍ରିନା ଗୋଟେ ଫିଲ୍ମ କରିବା ପାଇଁ ୧୧ ରୁ ୧୨ କୋଟି ଟଙ୍କା ଚାର୍ଜ କରନ୍ତି ।

ଏହା ସହିତ କାଟ୍ରିନା କେତେକ ବ୍ରାଣ୍ଡ ପ୍ରମୋଟ ବି କରନ୍ତି ଯେଉଁଥିରେ ସେ କୋଟି କୋଟି ଟଙ୍କା ଅର୍ଜନ କରିଛନ୍ତି । କାଟ୍ରିନାଙ୍କ ପାଖରେ କେତେକ ଲକ୍ସରି କାର୍ସ ମଧ୍ୟ ଅଛି । ଭିକିଙ୍କ ସମ୍ପତ୍ତି ବିଷୟରେ କହିବାକୁ ଗଲେ ଭିକିଙ୍କ ପାଖରେ ବର୍ତ୍ତମାନ ୨୫ କୋଟି ଟଙ୍କା ସମ୍ପତ୍ତି ଅଛି । ଭିକି ମଧ୍ୟ କାଟ୍ରିନାଙ୍କ ପରି ବଲିଉଡ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ଭିକି ଗୋଟେ ଫିଲ୍ମ କରିବା ପାଇଁ ୩ ରୁ ୪ କୋଟି ଟଙ୍କା ଚାର୍ଜ କରନ୍ତି ।

ଏହା ସହିତ ଭିକି କେତେକ ବ୍ରାଣ୍ଡ ପ୍ରମୋଟ କରି ମଧ୍ୟ ଟଙ୍କା ଅର୍ଜନ କରନ୍ତି । ବନ୍ଧୁଗଣ ଯଦି ଏହି ଦୁଇଜଣଙ୍କ ବିବାହ ହୋଇଯାଏ ତା ହେଲେ ଏହି ଦୁଇଜଣ ୨୫୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଯିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କାଟ୍ରିନା ଓ ଭିକିଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *